Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in
Daily Archives

January 14, 2018

ଆଲିଙ୍ଗନ ନେଇ କଂଗ୍ରେସର ପରିହାସ

ନୂଆଦିଲ୍ଲୀ: ରବିବାର ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନଙ୍କ ଭାରତ ଗସ୍ତ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଲିଙ୍ଗନ ଅଭିବାଦନକୁ ସମାଲୋଚନା କରି କଂଗ୍ରେସ ପକ୍ଷରୁ ଛଡ଼ାଯାଇଥିବା ଭିଡିଓ ଚର୍ଚ୍ଛାର ବିଷୟ ହୋଇଛି। ଅପରପକ୍ଷେ, ମୋଦିଙ୍କ ଲୋକପ୍ରିୟତାରେ ଅସହିଷ୍ଣୁ…
ଅଧିକ ଖବର ଦେଖନ୍ତୁ...

ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ, ସହାୟତା ଦାବିରେ ରାସ୍ତାରୋକ

ସୋନପୁର : ଅଜଣା ଗାଡ଼ି ଧକ୍କାରେ ସୋନପୁର ସ୍ପିନିଂ ମିଲ କଲୋନିରେ ରହୁଥିବା ପାଣ୍ଡବ ପଣ୍ଡାଙ୍କ ପତ୍ନୀ ଜାନକୀ ପଣ୍ଡା(୫୫)ଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ସହାୟତା ଯୋଗାଇ ଦେବା ଦାବିରେ ରବିବାର ରାସ୍ତାରୋକ କରାଯାଇଥିଲା। ଜାନକୀ ଶନିବାର ଯାଉଥିବା ବେଳେ କଲୋନି ପାଖରେ ଏକ ଗାଡ଼ି…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁକୁ ନେଇ କୌଣସି ସନ୍ଦେହ ନାହିଁ

ନୂଆଦିଲ୍ଲୀ: ସୋହରାବୁଦ୍ଦିନ ଶେଖ୍‌ ଏନ୍‌କାଉଣ୍ଟର ମାମଲାର ଶୁଣାଣି କରୁଥିବା ବିଚାରପତି ବିଏଚ୍‌ ଲୋୟାଙ୍କ ମୃତ୍ୟୁକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଆଜି ପରିବାର ପକ୍ଷରୁ ଏ ବାବଦ ସ୍ଥିତି ସ୍ପଷ୍ଟ କରାଯାଇଛି। ଆଜି ମୁମ୍ବାଇରେ ବିଚାରପତି ଲୋୟାଙ୍କ ପୁତ୍ର ଅନୁଜ ଲୋୟା ଏକ…
ଅଧିକ ଖବର ଦେଖନ୍ତୁ...

ବେଦାନ୍ତ ଫାଙ୍କା ଗୁଳି ଚାଳନା ଘଟଣା : ଆଉ ୫ ଗିରଫ, ୩ ପିସ୍ତଲ ଓ ଗୁଳି ଜବତ

ଝାରସୁଗୁଡ଼ା : ଗତ ୧୦ ତାରିଖ ସନ୍ଧ୍ୟା ସମୟରେ ବେଦାନ୍ତ ଟାଉନସିପ୍‌ ମୁଖ୍ୟ ଦ୍ୱାରରେ ଫାଙ୍କା ଗୁଳି ଚାଳନା ଓ ଲିଫ୍‌ଲେଟ୍‌ ଫିଙ୍ଗା ଘଟଣାରେ ବଡ଼ମାଳ ପୁଲିସ ଆଉ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକକୁ ମଧ୍ୟ ଅଟକ ରଖିଛି। ଏହି ୫ ଜଣଙ୍କ ଠାରୁ ୩ ଗୋଟି ପିସ୍ତଲ, ଗୁଳି ଓ ୨ଟି ବାଇକ ଜବତ…
ଅଧିକ ଖବର ଦେଖନ୍ତୁ...

ମାମଲା ଆବଣ୍ଟନରେ ସ୍ୱଚ୍ଛତା ରହୁ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବିଚାରପତିଙ୍କ ମଧ୍ୟରେ ବିଭିନ୍ନ ମାମଲାର ଆବଣ୍ଟନ ବେଳେ ସ୍ୱଚ୍ଛତା ରହିବା ନିହାତି ଜରୁରୀ ବୋଲି ଆଜି ୪ ଜଣ ପୂର୍ବତନ ବିଚାରପତି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପାଖକୁ ଏକ ଖୋଲା ଚିଠିରେ ପରାମର୍ଶ କରିଛନ୍ତି। ଏହାଦ୍ୱାରା ମାନ୍ୟବର…
ଅଧିକ ଖବର ଦେଖନ୍ତୁ...

ଅଧୁରା ରହିଲା ତାରିଣୀ ଦର୍ଶନ : ଟ୍ରଲର ଚକା ତଳେ ଗଲା ତିନି ଜୀବନ

ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ କୋଳିମାଟିଠାରେ ଅଧାଗଢା ୨୦ ନମ୍ବର ଜାତୀୟ ରାଜପଥରେ ଆଜି ଯାଇଛି ତିନୋଟି ମୂଲ୍ୟବାନ ଜୀବନ। ମକର ସଂକ୍ରାନ୍ତିରେ ତାରିଣୀ ଦର୍ଶନ କରିବାକୁ ଯାଉଥିବା ବେଳେ ଟ୍ରଲର ଚଢିଯିବାରୁ ବାଇକ୍‌ରେ ଥିବା ଦମ୍ପତ୍ତି ଓ ତାଙ୍କ ଶିଶୁପୁତ୍ରଙ୍କର ଶୋଚନୀୟ ମୃତ୍ୟୁ ଘଟିଛି।…
ଅଧିକ ଖବର ଦେଖନ୍ତୁ...

ୟୁପି ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଅନ୍ତର୍ଗତ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ ସମ୍ପ୍ରତି ଦେଇଥିବା ଏକ ବିବାଦୀୟ ବୟାନ ବିଭିନ୍ନ ମହଲରେ ଝଡ଼ ସୃଷ୍ଟି କରିଛି। ୨୦୨୪ ମସିହା ସୁଦ୍ଧା ଭାରତ ଏର ହିନ୍ଦୁ ରାଷ୍ଟ୍ରରେ ପରିଣତ ହେବ। ତେଣୁ ଯେଉଁ ମୁସ୍‌ଲିମ୍‌ମାନେ ହିନ୍ଦୁ ସଂସ୍କୃତିକୁ ଗ୍ରହଣ କରିବେ,…
ଅଧିକ ଖବର ଦେଖନ୍ତୁ...

୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ଦନ୍ତେୱାଡା ଜିଲ୍ଲା ପୁଲିସ ଆଜି ତିନି ଜଣ ନକ୍ସଲକୁ ଗିରଫ କରିଛି। ବିଶେଷ ସୂତ୍ରରୁ ଖବର ପାଇ କଟେକଲ୍ୟାଣ ଥାନା ଅନ୍ତର୍ଗତ ଲାଖପାଲ ଜଂଗଲରେ ଜିଲ୍ଲା ପୁଲିସ ଓ ସିଆରପିଏଫ ଯବାନ ମିଳିତ କୁମ୍ବିଂ କରୁଥିବା ବେଳେ ତିନି ଜଣ ନକ୍ସଲ ଦୌଡି ପଳାଇବାକୁ ଚେଷ୍ଟା…
ଅଧିକ ଖବର ଦେଖନ୍ତୁ...

୨୦୨୦ ସୁଦ୍ଧା ମାଓବାଦୀ ସମସ୍ୟାର ସମାଧାନ

ନୂଆଦିଲ୍ଲୀ: ଦେଶରେ ୨୦୨୦ ସୁଦ୍ଧା ମାଓବାଦୀ ସମସ୍ୟାର ଅନ୍ତ ଘଟାଇବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଳକ୍ଷ୍ୟ ଧାର୍ଯ୍ୟ କରିଛି। ୨୦୧୭ରେ ଦେଶରେ ୮୫୧ଟି ମାଓ ହିଂସା ଘଟଣା ଘଟିଥିଲା ଏବଂ ଏଥିରେ ୨୨୫ ଜଣ ଲୋକଙ୍କୁ ମୃତ୍ୟୁ ଘଟିଥିଲା। ୨୦୧୭ରେ ଡିସେମ୍ବର ୧୫ ସୁଦ୍ଧା ୭୫ ଜଣ ଯବାନ ମାଓ ହିଂସାରେ…
ଅଧିକ ଖବର ଦେଖନ୍ତୁ...

ପୃଥକ ବାଇକ୍‌ ଦୁର୍ଘଟଣାରେ ୩ ମୃତ

କୁଳିଅଣା/ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲାରେ ପୃଥକ ବାଇକ୍‌ ଦୁର୍ଘଟଣାରେ ୩ ଜଣ ଆରୋହୀଙ୍କ ମୃତ୍ୟୁ ହୋଇଛି। ମକର ସଂକ୍ରାନ୍ତିରେ ଏ ଖବର ସେମାନଙ୍କ ପରିବାର ତଥା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ଚାନ୍ଦୁଆ ଥାନା ଅଧୀନ ନୋଧନା ନିକଟସ୍ଥ ସୋନାସାହିରେ ଜଣେ ବାଇକ ଆରୋହୀ ଗଛରେ ଧକ୍କା…
ଅଧିକ ଖବର ଦେଖନ୍ତୁ...