Daily Archives

January 14, 2018

ବ୍ୟାସନଗରରେ ସଶସ୍ତ୍ର ଡକାୟତି : ଲୁଟିନେଲେ ସୁନା ଗହଣା

ବ୍ୟାସନଗର : ବ୍ୟାସନଗରରେ ଘଟିଛି ସଶସ୍ତ୍ର ଡକାୟତି। ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ସୋବରା ଗ୍ରାମର ହରିହର ଦାସ ଓ ପରମେଶ୍ୱର ଦାସ ଦୁଇ ଭାଇଙ୍କ ଘରେ ପଶି ଗହଣାଗାଣ୍ଠି ଲୁଟି ନେଇଛନ୍ତି। ଡକାୟତି ସମୟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ହରିହର(୩୪), ପରମେଶ୍ୱର(୩୨) ଓ ପଡ଼ୋଶୀ ବିଶ୍ୱନାଥ…
ଅଧିକ ଖବର ଦେଖନ୍ତୁ...

ପାକ-ଚୀନ୍‌ ସୀମା ପାଇଁ ଆଉ ୧୫ ବାଟାଲିଅନ୍‌

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଚୀନ୍‌ ସୀମାରେ ଆଉ ଅଧିକ ୧୫ ବାଟାଲିଅନ୍‌ ଯବାନ ମୁତୟନ ପାଇଁ ଗୃହମନ୍ତ୍ରଣାଳୟ ବିଚାର କରୁଥିବା ଜଣାଯାଇଛି। ଏହାଦ୍ୱାରା ଆଉ ଅଧିକ ୧୫ ହଜାର ଯବାନ ଉଭୟ ପଡ଼ୋଶୀ ଦେଶର ସୀମା ଜଗାରଖାରେ ନିଯୁକ୍ତ ହେବେ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ…
ଅଧିକ ଖବର ଦେଖନ୍ତୁ...

ମଝି ସମୁଦ୍ରରେ ବୁଡ଼ିଲା ଗିଲ୍‌ନେଟର : ୩ ଘଣ୍ଟା ଫସିଲେ ୫ ମତ୍ସ୍ୟଜୀବୀ

ରାଜନଗର/ମହାକାଳପଡା : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ମାଦଳି ମାଉଥ୍‌ଠାରୁ ୭କିମି ଦୂର ସମୁଦ୍ର ଭିତରେ ଗତକାଲି ରାତି ପ୍ରାୟ ୨ଟାରେ ଅଘଟଣ ଘଟିଛି। ଟ୍ରଲର୍‌ ଧକ୍କା ଦେବାରୁ ଏକ ଗିଲନେଟର ମଝି ସମୁଦ୍ରରେ ବୁଡ଼ି ଯାଇଛି। ଏଥିରେ ଥିବା ୫ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସମୁଦ୍ର…
ଅଧିକ ଖବର ଦେଖନ୍ତୁ...

କଶ୍ମୀରରେ ସେନାର ରଣନୀତି ବଦଳିବ

ନୂଆଦିଲ୍ଲୀ: କଶ୍ମୀରର ଯୁବକଙ୍କୁ ଆତଙ୍କବାଦର ରାସ୍ତାରେ ନେବାପାଇଁ ପାକ୍‌ ଆତଙ୍କବାଦୀ ସଂଗଠନଗୁଡ଼ିକ ଜୋର୍‌ଦାର ପ୍ରୟାସ ଜାରି ରଖିଛନ୍ତି। ଏଥିରେ ସେମାନଙ୍କ କଶ୍ମୀର ବିଚ୍ଛିନ୍ନତାବାଦୀଙ୍କ ସହାୟତା ମିଳୁଛି। ଏହାର ମୁକାବିଲା ପାଇଁ ସେନା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଏବେ ଟାର୍ଗେଟ୍‌ କରିଛି।…
ଅଧିକ ଖବର ଦେଖନ୍ତୁ...

ପେରୁରେ ୭.୩ ତୀବ୍ରତାର ଭୂକମ୍ପ, ସୁନାମୀ ଚେତାବନୀ

ଓ୍ଵାସିଂଟନ: ପେରୁରେ ଆଜି ୭.୩ ତୀବ୍ରତାର ଭୂକମ୍ପ ଆତଙ୍କ ସୃଷ୍ଟି କରିଛି। ଏହି ଭୂକମ୍ପ ଯୋଗୁଁ ସୁନାମୀ ଆଶଙ୍କା ଥିବାରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ପେରୁର ଦକ୍ଷିଣ ପଶ୍ଚିମ ତଟରେ ହୋଇଥିବା ଏହି ଭୂକମ୍ପ ଯୋଗୁଁ କ୍ଷୟକ୍ଷତି ସଂକ୍ରାନ୍ତ ରିପୋର୍ଟ ମିଳିନାହିଁ। ପ୍ରଶାନ୍ତ କ୍ଷେତ୍ର…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଲୁଚିଛନ୍ତି ୩ଜଣ ଆତଙ୍କବାଦୀ, ଗଣତନ୍ତ୍ର ଦିବସ ପୂର୍ବରୁ ହାଇ ଆଲର୍ଟ ଜାରି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଅର୍ଥାତ୍‌ ଜାନୁଆରି ୨୬ ତାରିଖରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ କରି ପାରନ୍ତି ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାକୁ ଦୃଷ୍ଟିରେ ରଖି ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରକାଶ, ଦିଲ୍ଲୀର ଜାମା ମସ୍‌ଜିଦ୍‌…
ଅଧିକ ଖବର ଦେଖନ୍ତୁ...

ସେଞ୍ଚୁରିଅନ୍‌ ଟେଷ୍ଟ: ବିରାଟ କୋହଲିଙ୍କ ଅର୍ଦ୍ଧଶତକ, ଭାରତ ୫/୧୮୩

ସେଞ୍ଚୁରିଅନ୍‌: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ୨ୟ ମୁକାବିଲାରେ ରବିବାର ଦ୍ୱିତୀୟ ଦିନ ୫ଟି ଓ୍ଵିକେଟ ହରାଇ ଭାରତ ୧୮୩ ରନ୍‌ ସଂଗ୍ରହ କରିଛି। ୩୩୬ ରନ୍‌ ଲକ୍ଷ୍ୟ ନେଇ ସେଞ୍ଚୁରିଅନ୍‌ର ସୁପରସ୍ପୋଟ୍‌ର୍ସ ପାର୍କ ଷ୍ଟାଡିୟମରେ ପାଳି ଆରମ୍ଭ କରିଥିବା…
ଅଧିକ ଖବର ଦେଖନ୍ତୁ...

ମୁହଁ ଖୋଲିଲେ ଜଷ୍ଟିସ ଲୋୟାଙ୍କ ପୁଅ : ପିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ନହେଉ

ନୂଆଦିଲ୍ଲୀ: ସିବିଆଇ ଜଜ୍‌ ବି.ଏଚ୍‌. ଲୋୟାଙ୍କ ରହସ୍ୟମୟ ମୃତ୍ୟୁ ପ୍ରସଙ୍ଗ ଆଉ ଗୋଟିଏ ମୋଡ଼ ନେଇଛି । ଏହା ଏକ ହୃଦଘାତ ଜନିତ ମୃତ୍ୟୁ ଥିଲା ଓ ତାଙ୍କ ମୃତ୍ୟୁକୁ ନେଉ ହେଉଥିବା ରାଜନୀତି ବନ୍ଦ ହେଉ ବୋଲି ତାଙ୍କ ପରିବାର ପକ୍ଷରୁ କୁହାଯାଇଛି । ଆଜି ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...