Daily Archives

January 23, 2018

କେରଳ ଲଭ୍‌ ଜିହାଦ ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ

ନୂଆଦିଲ୍ଲୀ : କେରଳ ଲଭ୍‌ ଜିହାଦ ମାମଲାର ତଦନ୍ତ କରୁଥିବା ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ଦଳ)ର ଅଧିକାରକୁ ନେଇ ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟାଙ୍କୁ ବଳପୂର୍ବକ ହିନ୍ଦୁରୁ ଇସଲାମ୍‌ ଧର୍ମକୁ ପରିବର୍ତ୍ତନ କରାଯାଇଥିବା ମାମଲାର ତଦନ୍ତ ଏନ୍‌ଆଇଏ କରିପାରିବ,…
ଅଧିକ ଖବର ଦେଖନ୍ତୁ...

ପ୍ରଧାନ ବିଚାରପତିଙ୍କ ବିରୋଧରେ ଆସିବ ମହାଭିଯୋଗ ପ୍ରସ୍ତାବ!

ନୂଆଦିଲ୍ଲୀ : ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀର ପ୍ରତିବାଦ କରି ୪ ଜଣ ବରିଷ୍ଠ ବିଚାରପତି ଗଣମାଧ୍ୟମରେ ବୟାନ ଜାରି କରିବା ପରେ ଏହାକୁ ନେଇ ରାଜନୈତିକ ବୟାନବାଜି ଥମୁନାହିଁ। ଆଜି ସିପିଏମ୍‌ ମହାସଚିବ ସୀତାରାମ ୟେଚୁରି କହିଛନ୍ତି ଯେ ଏବେ ଏହି…
ଅଧିକ ଖବର ଦେଖନ୍ତୁ...

କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ସପକ୍ଷରେ ନାହାନ୍ତି ଜାତିସଂଘ ମୁଖ୍ୟ

ଜାତିସଂଘ : ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିରହିଥିବା କଶ୍ମୀର ବିବାଦର ସମାଧାନ ପାଇଁ ଜାତିସଂଘ ମଧ୍ୟସ୍ଥି ସାଜିବନାହିଁ ବୋଲି ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟରେସ୍‌ କହିିଛନ୍ତି। ଗୁଟରେସ୍‌ଙ୍କ ପ୍ରମୁଖ ମୁଖପାତ୍ର ଷ୍ଟିଫାନେ ଡୁଜାରେକ୍‌ ଆଜି ଏହା ସ୍ପଷ୍ଟ କରିଛନ୍ତି। ତେବେ ଦୁଇ ପଡ଼ୋଶୀ…
ଅଧିକ ଖବର ଦେଖନ୍ତୁ...

କାଳିଆପାଣିରେ ପ୍ରବଳ ଶୀତ ତିନି ସପ୍ତାହରେ ତିନି ମୃତ

କାଳିଆପାଣି: ବ୍ୟାପକ ଗଛକଟା ଓ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ଏବେ କାଳିଆପାଣିରେ ଅନୁଭୂତ ହେଉଛି। ଚଳିତମାସ ପ୍ରବଳ ଶୀତ ପାଇଁ କାଳିଆପାଣିର ତିନି ଗରିବ ଆଦିବାସୀ ବୁଢ଼ାବୁଢ଼ୀଙ୍କ ମୃତ୍ୟୁ ହୋଇଛି। ଗତ ୩୦ ତାରିଖରେ ଚିରିଗୁଣିଆ ମାଝିସାହି ବସ୍ତି ପ୍ରତିଷ୍ଠାତା ପୂର୍ବତନ ଟାଟା କର୍ମଚାରୀ ମନସା…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ଓ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଏଥିପାଇିଁ କାଲି ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି…
ଅଧିକ ଖବର ଦେଖନ୍ତୁ...

ଘରୁ ଟେକିନେଇ ନାବାଳିକାକୁ ଦୁଷ୍କର୍ମ, ଜଣେ ଅଟକ

ଯାଜପୁରଟାଉନ/ସଦର: କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ହେଉଥିବା ବେଳେ ଯାଜପୁରର ଜଣେ ନାବାଳିକାକୁ ରାତି ଅନ୍ଧାରରେ ଘର ପାଖରୁ ଟେକି ନେଇ ଦୁଷ୍କର୍ମ କରାଯାଇଛି। ଏନେଇ ସଂପୃକ୍ତା ନାବାଳିକା ଯାଜପୁର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଷ୍କର୍ମକାରୀକୁ ଅଟକ ରଖିଛି…
ଅଧିକ ଖବର ଦେଖନ୍ତୁ...

ସ୍ୱାମୀଙ୍କ ଆଗରେ ମହିଳାଙ୍କୁ ଦୁଷ୍କର୍ମ:ହରିଆନାରେ ୧୦ ଦିନରେ ୧୦ ଦୁଷ୍କର୍ମ

ନୂଆଦିଲ୍ଲୀ : ସ୍ୱାମୀ ଓ ଦେଡ଼ଶୁରଙ୍କୁ ବନ୍ଧୁକ ମୁନରେ ରଖି ଗୁର୍‌ଗାଓଁରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ରବିବାର ରାତିରେ ୪ ଜଣ ଅଭିଯୁକ୍ତ ପୀଡ଼ିତାଙ୍କୁ ଗାଡ଼ି ଭିତରୁ ଟାଣି ଆଣି ତାଙ୍କ ସାଥିରେ ଥିବା ସ୍ୱାମୀ ଏବଂ ଦେଡ଼ଶୁରଙ୍କୁ ବନ୍ଧୁକ…
ଅଧିକ ଖବର ଦେଖନ୍ତୁ...

ରାଜନୈତିକ ଦଳକୁୁ ନଗଦ ୨ହଜାରରୁ ଅଧିକ ଚାନ୍ଦା ମନା

ନୂଆଦିଲ୍ଲୀ : ଦେଶର କୌଣସି ରାଜନୈତିକ ଦଳକୁ ୨ହଜାର ଟଙ୍କାରୁ ଅଧିକ ଅର୍ଥ ନଗଦ ଆକାରରେ ଚାନ୍ଦା ନଦେବାକୁ ଆୟକର ବିଭାଗ ପକ୍ଷରୁ ସାର୍ବଜନୀନ ବିଜ୍ଞପ୍ତି ଜାରି କରାଯାଇଛି। ମଙ୍ଗଳବାର କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ଏବଂ ଆୟକର ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ବିଜ୍ଞପ୍ତିରେ କୌଣସି ପଞ୍ଜୀକୃତ…
ଅଧିକ ଖବର ଦେଖନ୍ତୁ...

ଆଲାସ୍କାରେ ୮.୨ ତୀବ୍ରତାର ଭୂକମ୍ପ ସୁନାମି ଆଲର୍ଟ

ଓ୍ଵାସିଂଟନ : ଆମେରିକାର ଆଲାସ୍କାରେ ଆଜି ୮.୨ ତୀବ୍ରତାର ଭୂକମ୍ପ ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଭୂକମ୍ପ ପରେ ଉପକୂଳ ଆଲାସ୍କା ଏବଂ କାନାଡ଼ାର ବ୍ରିଟିସ କଲମ୍ବିୟାର ପଶ୍ଚିମ ଊପକୂଳରେ ସୁନାମି ସତର୍କତା ଜାରି କରାଯାଇଛି। ଆମେରିକାର ଭୌଗୋଳିକ ସର୍ବେକ୍ଷଣ ରିପୋର୍ଟ ଅନୁଯାୟୀ…
ଅଧିକ ଖବର ଦେଖନ୍ତୁ...

କକପିଟ୍‌ ଭିତରେ ମରାମରି : ୫ ବର୍ଷ ପାଇଁ ବିମାନ ଉଡ଼ାଇ ପାରିବେନି ଦୁଇ ପାଇଲଟ୍‌

ନୂଆଦିଲ୍ଲୀ: ଗତ ଜାନୁୟାରୀ ୧ ତାରିଖରେ ଜେଟ ଏୟାରେଓ୍ଵଜ୍‌ର ମୁମ୍ବାଇ-ଲଣ୍ଡନ ଫ୍ଲାଇଟ୍‌ ଭିତରେ ମାଡ ହୋଇଥିବା ଦୁଇଜଣ ପାଇଲଟ୍‌ଙ୍କ ଲାଇସେନ୍ସକୁ ୫ ବର୍ଷ ପାଇଁ ବାତିଲ କରିଛି ବେସାମରିକ ବିମାନଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) । ଶହ ଶହ ଯାତ୍ରୀଙ୍କ ଜୀବନକୁ ବିପଦରେ ପକାଇ ନିଜ ନିଜ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...