Daily Archives

January 24, 2018

ଲାଲୁଙ୍କୁ ପୁଣି ୫ ବର୍ଷ ଜେଲ୍‌

ନୂଆଦିଲ୍ଲୀ: ବିହାର ଗୋଖାଦ୍ୟ ଦୁର୍ନୀତିର ତୃତୀୟ ମାମଲାରେ ଆଜି ରାଞ୍ଚି ସ୍ଥିତି ସ୍ୱତନ୍ତ୍ର ସବିଆଇ ଅଦାଲତ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ମିଶ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଉଭୟଙ୍କୁ ଏହି…
ଅଧିକ ଖବର ଦେଖନ୍ତୁ...

ଆଉ ୪୮ଘଣ୍ଟା ବନ୍ଦ ପାଇଁ ମାଓ ସଂଗଠନର ଡାକରା

ମାଲକାନଗିରି/ ପଟ୍ଟାଙ୍ଗୀ : କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ପରେ ବିରୋଧୀ ଦଳ ଗୁଡିକ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରୁଥିବା ବେଳେ ଏହାକୁ କୋରାପୁଟ-ଶ୍ରୀକାକୁଲମ ମାଓ ଡିଭିଜନ ସମର୍ଥନ କରୁଥିବା କୁହାଯାଇଛି। ଏ ନେଇ ମାଓ ସଂଗଠନର ଏକ ଅଡିଓ ଟେପ୍‌ ହସ୍ତଗତ ହୋଇଛି। ମାଓନେତ୍ରୀ ଅରୁଣା ଏନେଇ…
ଅଧିକ ଖବର ଦେଖନ୍ତୁ...

ରାଜପଥରେ ଭିଆଇପି ଗ୍ୟାଲେରିରେ ପରେଡ୍‌ ଦେଖିବେ ଗଜପତିର ଲାଞ୍ଜିଆ ସଉରା ଦମ୍ପତି

ବେନଘାଜି: ଦିଲ୍ଲୀ ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ଗଣତନ୍ତ୍ର ଦିବସ ପରେଡ୍‌କୁ ଭିଆଇପି ଗ୍ୟାଲେରିରେ ବସି ଦେଖିବେ ଗଜପତି ଜିଲ୍ଲା ସେରଙ୍ଗର ଲାଞ୍ଜିଆ ସଉରା ଆଦିବାସୀ ଦମ୍ପତି। ଚଳିତବର୍ଷ ଗଣତନ୍ତ୍ର ଦିବସ ପରେଡ୍‌ ପାଇଁ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଦେଶର ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

୧୦ ଏକର ଗଂଜେଇ ଗଛ ନଷ୍ଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗ ଏବଂ ଚିତ୍ରକୋଣ୍ଡା ପୁଲିସର ମିଳିତ ଚଢାଉରେ ପ୍ରାୟ ୩କୋଟି ୧୬ଲକ୍ଷ ଟଂକାର ଗଂଜେଇ ଗଛକୁ ନଷ୍ଟ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠଙ୍କ ନେତୃତ୍ୱରେ ଅବକାରୀ କର୍ମଚାରୀ ଏବଂ ବାଲିମେଳା ଏସଡିପିଓଙ୍କ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ହାଇକୋର୍ଟରେ ଆପ୍‌ ବିଧାୟକ ଅଯୋଗ୍ୟ ମାମଲା: ଉପନିର୍ବାଚନ ତାରିଖ ଘୋଷଣା ଉପରେ ରୋକ୍‌

ନୂଆଦିଲ୍ଲୀ: ଲାଭଜନକ ପଦ ମାମଲାରେ ଅଯୋଗ୍ୟ ଘୋଷିତ ହୋଇଥିବା ୨୦ ଆପ୍‌ ବିଧାୟକଙ୍କୁ ନେଇ କେନ୍ଦ୍ରର ବିଜ୍ଞପ୍ତି ଉପରେ ଆଜି ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଲଗାଇବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଜାନୁଆରୀ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଥିବାରୁ ସେହି…
ଅଧିକ ଖବର ଦେଖନ୍ତୁ...

ଆମେରିକା ଡ୍ରୋନ୍‌ ଆକ୍ରମଣରେ ହକାନି କମାଣ୍ଡର ସମେତ ୩ ନିହତ

ନୂଆଦିଲ୍ଲୀ: ଆମେରିକା ଡ୍ରୋନ୍‌ ଆକ୍ରମଣରେ ଆଜି ପାକିସ୍ତାନରେ ଜଣେ ହକାନି ଶୀର୍ଷ କମାଣ୍ଡର ସହ ତା’ର ଦୁଇ ସହଯୋଗୀ ନିହତ ହୋଇଛନ୍ତି। ପାକିସ୍ତାନର ଉତ୍ତର ଓ୍ଵଜିରିସ୍ତାନର ସ୍ପିନ୍‌ ଥାଲ୍‌ ଅଞ୍ଚଳରେ ଆମେରିକାର ଡ୍ରୋନ୍‌ ଆକ୍ରମଣରେ ହକାନି ନେଟଓ୍ଵର୍କର ଶୀର୍ଷ କମାଣ୍ଡର ଏହସାନ ଓରଫ ଖାଓ୍ଵାରି…
ଅଧିକ ଖବର ଦେଖନ୍ତୁ...

ସାଂସଦ ରବୀନ୍ଦ୍ର ଜେନା ଅସୁସ୍ଥ

ବାଲେଶ୍ୱର : ଆଜି ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା ହଠାତ୍‌ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ସେ ବିପଦମୁକ୍ତ ଓ ସୁସ୍ଥ ଥିବା ଡାକ୍ତର ସୂଚନା…
ଅଧିକ ଖବର ଦେଖନ୍ତୁ...

ସୋହରାବୁଦ୍ଦିନ ମିଥ୍ୟା ଏନ୍‌କାଉଣ୍ଟର ମାମଲା: ଗଣମାଧ୍ୟମ ଉପରେ ଲାଗୁ କଟକଣା ହଟାଇଲେ ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ : ସୋହରାବୁଦ୍ଦିନ୍‌ ମିଥ୍ୟା ଏନ୍‌କାଉଣ୍ଟର ମାମଲାର ବିଚାରଣ ପ୍ରକ୍ରିୟାରେ ଗଣମାଧ୍ୟମ ରିପୋର୍ଟିଂକୁ ଆଜି ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି। ଅନ୍ୟପକ୍ଷରେ ମାମଲାର ବିଚାରଣ ପ୍ରକ୍ରିୟାର ଗଣମାଧ୍ୟମ ରିପୋର୍ଟିଂ ଉପରେ ପୂର୍ବରୁ ରୋକ୍‌ ଲଗାଇଥିବା ତଳ ଅଦାଲତର ରାୟକୁ କୋର୍ଟ ଖାରଜ…
ଅଧିକ ଖବର ଦେଖନ୍ତୁ...

ମମତାଙ୍କୁ ମିଳିଲା ସାହସିକତା ପୁରସ୍କାର

ରାଜନଗର :  କୁମ୍ଭୀର ପାଟିରୁ ବଡ଼ଭଉଣୀକୁ ବଞ୍ଚାଇଥିବା ରାଜନଗର ବ୍ଲକ ଡାଙ୍ଗମାଳ ପଞ୍ଚାୟତ ବାଙ୍କୁଆଳ ଗାଁର ମମତା ଦଳାଇ ଆଜି ଜାତୀୟ ସାହସିକତା ପୁରସ୍କାର ପାଇଛନ୍ତିି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସମ୍ମାନଜନକ ‘ବାପୁ ଗେୟାଧାନୀ’ ସମ୍ମାନରେ ସମ୍ମାନିତ କରିଛନ୍ତିି।…
ଅଧିକ ଖବର ଦେଖନ୍ତୁ...

ଚୀନ୍‌କୁ ବାଂଲାଦେଶର ଝଟ୍‌କା: ନିର୍ମାଣକାରୀ ସଂସ୍ଥାକୁ କଳା ତାଲିକାଭୁକ୍ତ କଲା

ଢାକା (ବାଂଲାଦେଶ): ଚୀନ୍‌ର ଏକ ବୃହତ୍‌ ନିର୍ମାଣକାରୀ ସଂସ୍ଥାକୁ ଆଜି ବାଂଲାଦେଶ କଳା ତାଲିକାଭୁକ୍ତ କରିବା ସହ ଏହି ସଂସ୍ଥାକୁ ନେଇ ଚୀନ୍‌ ସରକାରଙ୍କ ସହ ହୋଇଥିବା ସମସ୍ତ ଚୁକ୍ତିକୁ ରଦ୍ଦ କରିଛି। ଢାକା- ସିଲ୍‌ହେଟ ରାଜପଥ ନିର୍ମାଣ ପାଇଁ ଚୀନ ହାର୍‌ବୋର ଇଂଜିନିୟରିଂ ସଂସ୍ଥାକୁ ବାଂଲାଦେଶ…
ଅଧିକ ଖବର ଦେଖନ୍ତୁ...