Monthly Archives

January 2018

ଓଡ଼ିଶା ସମେତ ୫ଟି ରାଜ୍ୟରେ ସଡ଼କ ନିର୍ମାଣ ପାଇଁ ୨୫୦ ନିୟୁତ ଋଣ ଦେବ ଏଡିବି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଭାରତର ୫ଟି ରାଜ୍ୟ ଓଡ଼ିଶା, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ସବୁଋତୁ ପାଇଁ ଉପଯୋଗୀ ୬୨୫୪ କିମି ଲମ୍ବ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ୨୫୦ ନିୟୁତ ଆମେରିକୀୟ ଡଲାର ଋଣ ଯୋଗାଣ ପାଇଁ ଏସିଆନ ଡେଭଲପମେଣ୍ଟ…
ଅଧିକ ଖବର ଦେଖନ୍ତୁ...

ଫେବ୍ରୁଆରି ୨୪ରୁ ବିଜେପିର ବିଦାୟ ଯାତ୍ରା ଆରମ୍ଭ : ସିନ୍ଦିଆ

ଭୋପାଳ: ମଧ୍ୟପ୍ରଦେଶରେ ବିଜେପିର ପତ୍ତନ ପର୍ବ ଆରମ୍ଭ ହୋଇଯାଇଛି । ଆସନ୍ତା ଫେବ୍ରୁଆରି ୨୪ରୁ ଶାସକ ବିଜେପି ଦଳର ବିଦାୟ ଯାତ୍ରା ଆରମ୍ଭ ହୋଇଯିବ ବୋଲି ମଧ୍ୟପ୍ରଦେଶର ଗୁନା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଦିଆ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଟେର ଏବଂ ଚିତ୍ରକୁଟ୍‌ ଉପନିର୍ବାଚନରେ କଂଗ୍ରେସର…
ଅଧିକ ଖବର ଦେଖନ୍ତୁ...

ବଜାରରେ ଭାରତର ସବୁଠୁ ପତଳା ବ୍ଲୁଟୁଥ ସ୍ପିକର

ଆଷ୍ଟ୍ରମ୍‌ ପକ୍ଷରୁ ସୁପର ସ୍ଲିମ୍‌ ବ୍ଲୁଟୁଥ୍‌ ସ୍ପିକର ଏସଟି-୧୫୦ ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ଏହାକୁ ଭାରତର ସବୁଠୁ ପତଳା ବ୍ଲୁଟୁଥ ସ୍ପିକର ବୋଲି କମ୍ପାନି ଦାବି କରିଛି ।ଏହାକୁ ପକେଟରେ ମଧ୍ୟ ନେଇ ହେବ। ଏହାରର ମୂଲ୍ୟ ୨୭୯୦ ଟଙ୍କା ରହିଛି। ଏଥିରେ ଏକ ଛୋଟ ୪୫୦…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବଜେଟ୍‌, ଜନତାଙ୍କ ପାଇଁ ଅଚ୍ଛେ ଦିନ ଆସିବ କି?

ନୂଆଦିଲ୍ଲୀ : ଆସନ୍ତା କାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ୨୦୧୮-୧୯ ଆର୍ଥିକ ବର୍ଷର ସାଧାରଣ ବଜେଟ୍‌ ଆଗତ କରିବେ । ୨୦୧୯ ମସିହାରେ ସାଧରଣ ନିର୍ବାଚନ ଥିବାରୁ ଏହା ହେବ ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍‌ । କାରଣ ଆସନ୍ତା ବର୍ଷ ସରକାର ଏକ ଲେଖାନୁଦାନ ଆଗତ କରିବେ । ଫଳରେ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ପାକ ଓ ଚୀନ୍‌ ସୀମାନ୍ତରେ ବଙ୍କର ନିର୍ମାଣ ପାଇଁ ଗୃହ ମନ୍ତ୍ରାଳୟ ମଞ୍ଜୁର କଲା ୩୭୦ କୋଟି

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ବିଶେଷ କରି ପାକିସ୍ତାନ ଓ ଚୀନ୍‌ ପକ୍ଷରୁ ଦେଶର ସୁରକ୍ଷା ପ୍ରତି ଏବେ ବିପଦ ଦେଖାଦେଇଛି! ଭାରତ- ପାକ୍‌ ସୀମାରେ ପାକିସ୍ତାନ ପ୍ରତ୍ୟେକ ଦିନ ଅସ୍ତ୍ର ବିରତି ଉଲ୍ଲଂଘନ କରି ସୀମାନ୍ତରେ ଗୁଳି ବର୍ଷା କରୁଛି। ଏପ୍ରକାର ସ୍ଥିତିରେ ବିଳମ୍ବରେ ହେଲେ ସୁଦ୍ଧା ସରକାର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ବରୁଣେଇ ରାସ୍ତାରେ ଗୁଳିକାଣ୍ଡ, ଜଣେ ଯୁବକ ଆହତ

ଖୋର୍ଦ୍ଧା: ଟାଉନ ଥାନା ଅନ୍ତର୍ଗତ ବରୁଣେଇ ରାସ୍ତାରେ ବୁଧବାର ସଂଘଟିତ ଗୁଳିକାଣ୍ଡରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର…
ଅଧିକ ଖବର ଦେଖନ୍ତୁ...