Monthly Archives

February 2018

ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଗୁରିଆ ଆହତ

କଟକ-ମହାନଦୀବିହାର : ଆଜି ରାତି ପାଖାପାଖି ୧୦ଟା ବେଳେ କଟକ କମିସନରେଟ୍‌ ପୁଲିସ ପୁଣି ଏକ ଏନକାଉଣ୍ଟର କରିଛି। ଏଥିରେ ଗୁରିଆ ଓରଫ ଗୁରୁଚରଣ ପାତ୍ର (୩୨) ଆହତ ହୋଇଛି। ଗୁରିଆର ଡାହାଣ ଜଂଘରେ ଗୁଳି ବାଜିଛି। ତା’ ନିକଟରୁ ଗୋଟିଏ ୭.୬୫ ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ଗୁଳି, ଦୁଇଟି ଖାଲି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଟ୍ରାଫିକ୍‌ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ

ବାଲେଶ୍ୱର : ବାଲେଶ୍ୱର ସହରର ଷ୍ଟୁଡେଣ୍ଟ୍‌ ଟ୍ରାଫିକ ସ୍ୱେଚ୍ଛାସେବୀ ଜିତେନ୍ଦ୍ର ମହାକୁଡ଼ (୨୦)ଙ୍କ ଆଜି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଜିତେନ୍ଦ୍ରଙ୍କୁ ଶିଳ୍ପାଞ୍ଚଳ ଥାନା ଅଧିନ ରେମୁଣା ଗୋଲେଇ ନିକଟ ୧୬ନମ୍ବର ରାଜପଥର ନୂଆଗାଁ ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରା…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବା ବେଳେ ଏସ୍‌ଆଇ ଗିରଫ

ବାରିପଦା : କୋହଳ ଦଫା ଲଗାଇବାକୁ ୫ ହଜାର ଟଙ୍କା ଲାଞ୍ଚ ନେଇ ବାରିପଦା ଟାଉନ୍‌ ଥାନାର ଏସ୍‌ଆଇ ସଚ୍ଚିଦାନନ୍ଦ କିଷାନ ଆଜି ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। କଟକ ଭିଜିଲାନ୍‌ସ ଟିମ୍‌ ତାଙ୍କୁ ଗିରଫ କରିଛି। ଭିଜିଲାନ୍‌ସ ସୂତ୍ର ଅନୁସାରେ ବାଙ୍ଗିରିପୋଷି ଥାନା କଳାବାଡ଼ିଆ ଗ୍ରାମର…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳରୁ ପୁଣି ୩ ଶିକାରୀ ଗିରଫ    

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ। ବାରିପଦା ବନଖଣ୍ଡ ଡୁକୁରା ରେଞ୍ଜ ଡିଗିଡିଗା ସେକ୍‌ସନର ବେସରପାଣି ଗ୍ରାମ ନିକଟରୁ ବନ କର୍ମଚାରୀମାନେ ପୁଣି ୩ ଜଣ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବାରିପଦା ସଦର ଥାନା ଶରତଚନ୍ଦ୍ରପୁର ଗାଁର ବାଙ୍କସାହିର…
ଅଧିକ ଖବର ଦେଖନ୍ତୁ...

ନୈତିକଦାୟିତ୍ୱ ନିଜ ମୁଣ୍ଡ ଉପରକୁ ନେଇ ଇସ୍ତଫା ଦେଲେ ପିସିସି ମୁଖ୍ୟ ପ୍ରସାଦ ହରିଚନ୍ଦନ!

ଭୁବନେଶ୍ୱର : ବହୁଚର୍ଚ୍ଚିତ ବିଜେପୁର ଉପନିର୍ବାଚନରେ ବିଜେଡ଼ିର ପ୍ରାର୍ଥୀ ଆଶାତୀତ ସଫଳତା ପାଇ ବିଜୟୀ ଘୋଷିତ ହେବା ସହ କଂଗ୍ରେସ ପ୍ରାର୍ଥୀ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଭୋଟଗଣତିର ଚୂଡାନ୍ତ ରାୟ ପ୍ରକାଶ ପାଇବା ପରେ ବିଜେପୁର ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ପାଇଁ…
ଅଧିକ ଖବର ଦେଖନ୍ତୁ...

କାର୍ତ୍ତିଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆର ବେଆଇନ ଅର୍ଥ କାରବାର ମାମଲାରେ ଆଜି ସିବିଆଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଗିରଫ କରିଛି। ବିଦେଶ ଗସ୍ତ ସାରି ଆଜି କାର୍ତ୍ତି ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବାପରେ ସିବିଆଇ ସେଠାରୁ ତାଙ୍କୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ଚହଳ ପକାଇବ ରିଲାଏନ୍ସ ଡିଜିଟାଲ ଟିଭି, ବର୍ଷେ ପାଇଁ ସବୁ ଚ୍ୟାନେଲ ମାଗଣା

ମୁମ୍ବାଇ: ଟେଲିକମ କ୍ଷେତ୍ରରେ ମାଗଣା ଜିଓ ସେବା ଆରମ୍ଭ କରି ଚହଳ ସୃଷ୍ଟି କରିଛନ୍ତି ରିଲାଏନ୍ସ ଗ୍ରୁପ ଅଧ୍ୟକ୍ଷ ମୁକେଶ ଅମ୍ବାନି । ଏବେ ତାଙ୍କର ସାନ ଭାଇ ଅନୀଲ ଅମ୍ବାନି ଡିଟିଏଚ କ୍ଷେତ୍ରରେ ଏକ ଆକର୍ଷଣୀୟ ଅଫର ଆରମ୍ଭ କରିଛନ୍ତି । ଅନୀଲଙ୍କ ରିଲାଏନ୍ସ ବିଗ୍‌ ଟିଭି ୧୩୦ କୋଟି ଭାରତୀୟଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ବିଧାନସଭାରେ ହଙ୍ଗାମା: ୧୫ କଂଗ୍ରେସ ବିଧାୟକ ନିଲମ୍ବିତ

ଅହମଦାବାଦ୍‌: ଗୁଜରାଟ ବିଧାନସଭାରେ ବାଚସ୍ପତି ରାଜେନ୍ଦ୍ର ତ୍ରିବେଦୀ ଆଜି ୧୫ କଂଗ୍ରେସ ବିଧାୟକଙ୍କୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ତୈଳ ଉପରେ ଭ୍ୟାଟ୍‌ ଲାଗୁ ବିରୋଧରେ କଂଗ୍ରେସ ବିଧାୟକମାନେ ଆଜି ଗୃହରେ ହଙ୍ଗାମା କରିବାରୁ ବାଚସ୍ପତି ପାଖାପାଖି ୧୫ ଜଣ…
ଅଧିକ ଖବର ଦେଖନ୍ତୁ...

ସ୍ମାର୍ଟଫୋନ ବ୍ୟବହାର ଶିଶୁଙ୍କ ଆଙ୍ଗୁଠିର ମାଂସପେଶୀକୁ କରିଥାଏ ର୍ଦୁବଳ

ଲଣ୍ଡନ : ବର୍ତ୍ତମାନ ଜନ୍ମ ହେଉଥିବା ଶିଶୁ ମଧ୍ୟ ସ୍ମାର୍ଟଫୋନର ବ୍ୟବହାର ବିଷୟରେ ଜ୍ଞାନ ରଖୁଛି । ତେବେ ବ୍ରିଟେନରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ସ୍ମାର୍ଟଫୋନର ଟଚ ସ୍କିନ୍‌ ବ୍ୟବହାର କରିବା ଦ୍ୱାରା ଶିଶୁମାନଙ୍କ ଆଙ୍ଗୁଠି ମାଂସପେଶୀର ଠିକ ବିକାଶ ହୋଇପାରୁ ନାହିଁ । ଯାହା ଫଳରେ…
ଅଧିକ ଖବର ଦେଖନ୍ତୁ...

ଭାରତରେ ହୋଲିର ବିଭିନ୍ନ ରଙ୍ଗ: ଅନେକ ସ୍ଥାନରେ ରହିଛି ଅଦ୍ଭୁତ ପରମ୍ପରା

ବିଭିନ୍ନ ପ୍ରକାରର ରଙ୍ଗକୁ ନେଇ ପାଳନ କରାଯାଇଥାଏ ବସନ୍ତ ପଞ୍ଚମୀ ବା ହୋଲି ପର୍ବ । ଏଥିପାଇଁ ସମସ୍ତଙ୍କର ମନରେ ଭରି ରହିଥାଏ ଖୁସି । ଏହି ଦିନ ଶତ୍ରୁତା ଏବଂ ମନରେ ଖରାପ ଭାବନା ଭୁଲି ସମସ୍ତେ ପରସ୍ପରଙ୍କୁ ରଙ୍ଗ ଲଗାଇଥାନ୍ତି । ଏହି ପର୍ବକୁ ନେଇ ଅନେକ ପ୍ରକାରର ପମ୍ପପରା ଏବଂ ରୀତିନୀତି…
ଅଧିକ ଖବର ଦେଖନ୍ତୁ...