Daily Archives

February 2, 2018

ସ୍କୁଲ ଫି ଦେଇନପାରି ଛାତ୍ରୀଙ୍କ ଆତ୍ମହତ୍ୟା

ପଞ୍ଚକୁଳା: ସ୍କୁଲ୍‌ ଫି ଦେଇନପାରି ନିଜକୁ ଅପମାନିତ ବୋଧ କରି ହାଇଦ୍ରାବାଦ୍‌ର ମଲକାଜଗିରି ସ୍ଥିତ ‘ଜ୍ୟୋତି ହାଇସ୍କୁଲ୍‌’ର ଜଣେ ନବମ ଶ୍ରେଣୀ ଛାତ୍ରୀ ଆଜି ଆତ୍ମହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଆଣିଛି। ଆତ୍ମହତ୍ୟା ପୂର୍ବରୁ ଛାତ୍ରୀ ଜଣକ ନିଜ ମା’ଙ୍କ ଉଦ୍ଦେଶ୍ୟରେ ଲେଖିିଥିବା…
ଅଧିକ ଖବର ଦେଖନ୍ତୁ...

ହନୁମାନଙ୍କ ମୂର୍ତ୍ତି ଭଙ୍ଗାରୁଜା : ଚୁନପଡ଼ାରେ ଉତ୍ତେଜନା; ୭ ପ୍ଲାଟୁନ ଫୋର୍ସ ମୁତୟନ

ଧାମନଗର : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଚୂନପଡା ଛକରେ ଥିବା ହନୁମାନଙ୍କ ମୂର୍ତ୍ତିକୁ କେହି ଦୁର୍ବୃତ୍ତ ଗତ ରାତିରେ ଭାଂଗିଦେଇଛି। ଏହି ଘଟଣାକୁ ନେଇ ଆଜି ସକାଳଠାରୁ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୁଲିସ ପରିସ୍ଥିତି ଉପରେ ସତର୍କ ନଜର ରଖିଛି।…
ଅଧିକ ଖବର ଦେଖନ୍ତୁ...

ଫିଡେଲ କାଷ୍ଟ୍ରୋ ପୁଅଙ୍କ ଆତ୍ମହତ୍ୟା

ହଓ୍ଵାନା:କ୍ୟୁବାର ପୂର୍ବତନ ରାଷ୍ଟ୍ରପତି ଫିଡେଲ କାଷ୍ଟ୍ରୋଙ୍କ ପୁଅ ତଥା ବିଶିଷ୍ଟ ପରମାଣୁ ବୈଜ୍ଞାନିକ ଡିୟାଜ ବାଲାର୍ଟ(୬୮) ଆଜି ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ ସମଗ୍ର କ୍ୟୁବାରେ ଶୋକର ଛାୟା ଖେଳିଯାଇଥିବା ବେଳେ ପରମାଣୁ ବୈଜ୍ଞାନିକମାନେ ଏହି ଖବରକୁ…
ଅଧିକ ଖବର ଦେଖନ୍ତୁ...

ଜିନତ୍‌ ଅମାନଙ୍କୁ ପିଛା କରି ବ୍ୟବସାୟୀ ଗିରଫ

ନୂଆଦିଲ୍ଲୀ:  ବଲିଉଡ ଅଭିନେତ୍ରୀ ଜିନତ ଅମାନଙ୍କୁ ପିଛା କରି ଆଜି ଦିଲ୍ଲୀର ବ୍ୟବସାୟୀ ଅମନ୍‌ ଖାନ୍ନା(୩୮) ଗିରଫ ହୋଇଛନ୍ତି। ଗତ ସୋମବାର ଦିନ ବ୍ୟବସାୟୀ ଅମନ୍‌ ତାଙ୍କୁ ଅପରାଧିକ ଉଦ୍ଦେଶ୍ୟରେ ପିଛା କରୁଥିବା ନେଇ ଜିନତ୍‌ ଜୁହୁ ଥାନରେ ଅଭିଯୋଗ ଦାଏର କରିଥିଲେ। ତାଙ୍କ ଅଭିଯୋଗ ମୁତାବକ ଆଜି…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର ନିର୍ମାଣ ପାଇଁ ୟୁପି ଡିଜିଙ୍କ ଶପଥ

ନୂଆଦିଲ୍ଲୀ: ବିବାଦୀୟ ରାମ ମନ୍ଦିର- ବାବ୍ରି ମସଜିଦ୍‌ ମାମଲା ଏବେ ସୁପ୍ରିମ୍‌ କୋର୍ଟରେ ବିଚାରାଧୀନ ଥିବାବେଳେ ଆଜି ଉତ୍ତରପ୍ରଦେଶ ଡିଜି ହୋମଗାର୍ଡ ସୂର୍ଯ୍ୟ କୁମାର ଶୁକ୍ଳା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶପଥ ନେଇ ବଡ଼ ବିବାଦ ସୃଷ୍ଟି କରିଛନ୍ତି। ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ରାମ…
ଅଧିକ ଖବର ଦେଖନ୍ତୁ...

ସର୍ବପୁରାତନ ସିନେମା ହଲ୍‌ କେଏମ୍‌ବିଏମ୍‌ ବନ୍ଦ୍‌

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ସିନେମା ହଲ୍‌ ‘କେଏମ୍‌ବିଏମ୍‌’ ଆଜିଠୁ ବନ୍ଦ ହୋଇଯାଇଛି। ଗତକାଲି ସନ୍ଧ୍ୟା ୫.୪୫ରୁ ରାତି ସାଢ଼େ ୮ଟା ଯାଏ ସନ୍ଧ୍ୟା ଶୋ’ରେ ସିନେମା ‘ହାପି ଲକି’ ଶେଷଥର ପାଇଁ ପ୍ରଦର୍ଶିତ ହୋଇଥିଲା। ଗତକାଲିର ଶେଷ ଶୋ’ରେ ୧୨୧ ଜଣ ଦର୍ଶକ ଏହି ସିନେମାକୁ…
ଅଧିକ ଖବର ଦେଖନ୍ତୁ...

ନର୍ସରିରେ ନିଆଁ, ଜଳିଗଲା ଆମ୍ବ ଚାରା

ମାଲକାନଗିରି : ମାଲକାନଗିରି ଷ୍ଟାଡିୟମ ନିକଟ ଉଦ୍ୟାନ ବିଭାଗ ତାଲିମ କେନ୍ଦ୍ର ପାର୍ଶ୍ୱରେ ଥିବା ନର୍ସରିରେ ଆଜି ନିଆଁ ଲାଗି ବହୁ ପରିମାଣର ଆମ୍ବ ଚାରା ନଷ୍ଟ ହୋଇଯାଇଛି। ପ୍ରାୟ ୧୩ ଏକର ଜାଗାରେ ଉଦ୍ୟାନ ବିଭାଗ ପକ୍ଷରୁ ବିଭିନ୍ନ ଚାରା ଲଗାଯାଇଛି। ଆଜି ଅପରାହ୍ନରେ ଅଚାନକ ନିଆଁ ଲାଗିଯିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାରେ କାସଗଞ୍ଜ ତାତି, ଗୃହ ମୁଲତବୀ

ନୂଆଦିଲ୍ଲୀ: ପଶ୍ଚିମ ଉତ୍ତରପ୍ରଦେଶର କାସଗଞ୍ଜ ସହରରେ ଦେଖାଦେଇଥିବା ହିଂସା ଘଟଣାର ପ୍ରତିବାଦ କରି ଆଜି ରାଜ୍ୟସଭାରେ ସମାଜବାଦୀ ପାର୍ଟି(ଏସ୍‌ପି)ର ସାଂସଦମାନେ ଖୁବ୍‌ ହଙ୍ଗାମା କରିଥିଲେ। ପୁଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ହିଂସାକାଣ୍ଡ ବଢ଼ିଲା ବୋଲି ସେମାନେ ଅଭିଯୋଗ ଆଣି ଗୃହର…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଉଦ୍ୟମ ମାମଲାରେ ୪ବର୍ଷ କାରାଦଣ୍ଡ

ନବରଙ୍ଗପୁର : ନବରଙ୍ଗପୁର ଥାନା ଡଙ୍ଗରଭେଜା ଫାଣ୍ଡି ଅନ୍ତର୍ଗତ ସାଗରମୁଣ୍ଡା ଗାଁରେ ଘଟିଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ମୁଖ୍ୟ ବିଚାର ବିଭାଗୀୟ ଅଦାଲତ ବିଚାରପତି ରାଜ କିଶୋର ମହାପାତ୍ର ଅଭିଯୁକ୍ତକୁ ୪ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ଗତ ୨୦୧୭ ଅଗଷ୍ଟ ୧୪ତାରିଖ ସକାଳ ପ୍ରାୟ ସାଢେ ୫ଟା…
ଅଧିକ ଖବର ଦେଖନ୍ତୁ...

ଯୌନ ଉତ୍ପୀଡ଼ନ ମାମଲା ଲିଙ୍ଗ ନିରପେକ୍ଷ ନୁହେଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: କୌଣସି ଯୌନ ନିର୍ଯାତନା ମାମଲାକୁ ଲିଙ୍ଗ ନିରପେକ୍ଷ ଭାବେ ବିବେଚନା କରିବାକୁ ହୋଇଥିବା ଏକ ଆବେଦନକୁ ଆଜି ସୁପ୍ରିମ୍‌କୋର୍ଟ ଖାରଜ କରିଦେଇଛନ୍ତି। ଏଥି ସହିତ ମହିଳାମାନେ ହିଁ ଏ ପ୍ରକାର ଘଟଣାରେ କ୍ଷତିଗ୍ରସ୍ତ ବା ପୀଡ଼ିତା ବୋଲି ପୂର୍ବରୁ ସଂସଦ ଦ୍ୱାରା ଦର୍ଶାଯାଇଛି ବୋଲି ମାନ୍ୟବର…
ଅଧିକ ଖବର ଦେଖନ୍ତୁ...