Daily Archives

February 3, 2018

ଆତଙ୍କବାଦୀଙ୍କୁ ଭିସା ଯୋଗାଉଛି ପାକ୍‌ ଦୂତାବାସ

ଶ୍ରୀନଗର: ପାକିସ୍ତାନ ଦ୍ୱାରା ତାଲିମ୍‌ପ୍ରାପ୍ତ ଦୁଇଜଣ ଲସ୍କର ଏ ତୋଏବା (ଏଲ୍‌ଇଟି) ଆତଙ୍କବାଦୀ ଆଜି ଉତ୍ତର କଶ୍ମୀରର ବାରମୁଳା ଜିଲ୍ଲାରୁ ଗିରଫ ହୋଇଛନ୍ତି। ଜମ୍ମୁ କଶ୍ମୀରର କ୍ରିରି ବାସିନ୍ଦା ଅବଦୁଲ ମଜିଦ୍‌ ଭଟ୍‌ ଏବଂ ଏବଂ ପାଟ୍ଟନ୍‌ ବାସିନ୍ଦା ମହମ୍ମଦ ଆସରଫ୍‌ ମିର୍‌ କଶ୍ମୀରରେ…
ଅଧିକ ଖବର ଦେଖନ୍ତୁ...

ନିଆଁ ଲାଗି ଅଙ୍ଗନବାଡ଼ି କେନ୍ଦ୍ର ଧ୍ୱଂସ, ଅଳ୍ପକେ ବର୍ତ୍ତିଲେ କୁନିକୁନି ପିଲା

କୋମନା : ଶନିବାର ନିଆଁ ଲାଗି କୋମନା ବ୍ଲକ୍‌ ବୋଡ଼ାଛାପର ଗାଁରେ ଥିବା ଅଙ୍ଗନବାଡ଼ି କେନ୍ଦ୍ର କୋଠାଟି ଧ୍ୱଂସ ହୋଇଛି। ହେଲେ ପାଠ ପଢ଼ିବାକୁ ଆସିଥିବା କୁନିକୁନି ପିଲାମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଅଙ୍ଗନବାଡ଼ି କେନ୍ଦ୍ରଟି ବିପଦସଙ୍କୁଳ ଅବସ୍ଥାରେ ରହିଥିଲା। ନୂଆଁଣିଆ ଚାଳ ଘରେ…
ଅଧିକ ଖବର ଦେଖନ୍ତୁ...

୧୨ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଚାଇଲ୍ଡ ଲାଇନ ଆଜି ୧୨ ଜଣ ଶିଶୁ ଶ୍ରମିକକୁ ଉଦ୍ଧାର କରଛିି। ସେମାନଙ୍କ ମଧ୍ୟରେ ୯ ଜଣ ନାବାଳିକା ଏବଂ ୩ ବାଳକ ଅଛନ୍ତି। ଏହି ଶିଶୁ ଶ୍ରମିକମାନେ ଆନ୍ଧ୍ରର ବିଶାଖପାଟଣାକୁୁ ଯିବା ପାଇଁ ବସଷ୍ଟାଣ୍ଡ ନିକଟରେ ଅପେକ୍ଷା କରିଥିବା ବେଳେ ଚାଇଲ୍ଡ ଲାଇନ କର୍ମକର୍ତ୍ତା…
ଅଧିକ ଖବର ଦେଖନ୍ତୁ...

ବିଶ୍ୱରେ ଭାରତୀୟ ସେନା ସବୁଠୁ ଶୃଙ୍ଖଳିତ

ଶ୍ରୀନଗର: ଜମ୍ମୁ କଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଆଜି କଶ୍ମୀରରେ ସେନାବାହିନୀର ସ୍ୱତନ୍ତ୍ର ଅଧିକାର ଆଇନ (ଅଫସ୍ପା) ପ୍ରତ୍ୟାହାରକୁ ମନା କରିଦେଇଛନ୍ତି ଏବଂ ଭାରତୀୟ ସେନାବାହିନୀ ବିଶ୍ୱରେ ସବୁଠୁ ଶୃଙ୍ଖଳିତ ବୋଲି କହିଛନ୍ତି। ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କ ଆଡ଼ା ବଢ଼ୁଥିବାରୁ ଏବଂ…
ଅଧିକ ଖବର ଦେଖନ୍ତୁ...

ହରିୟାଣାରେ କଶ୍ମିରୀ ଛାତ୍ରଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ହରିୟାଣାର ମହେନ୍ଦ୍ରଗଡ଼ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା୨ ଜଣ କଶ୍ମିରୀ ଛାତ୍ରଙ୍କୁ କିଛି ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଗତକାଲି ଶୁକ୍ରବାର ଥିବାରୁ ଛାତ୍ର ଜାବିଦ୍‌ ଇକ୍‌ବାଲ ଜୁମ୍ମେ ଓ ତାଙ୍କର ଅନ୍ୟ ଜଣେ ସାଥୀ ନମାଜ ପାଠ ପାଇଁ ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ପ୍ରତିଶୋଧ ନିଆଁରେ ମୋଦି ଅନ୍ଧ

ନୂଆଦିଲ୍ଲୀ: ହରିୟାଣାର ପୂର୍ବ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କ ବିରୋଧରେ ଜମି ଅଧିଗ୍ରହଣ ଦୁର୍ନୀତି ମାମଲା ନେଇ ସିବିଆଇ ଚାର୍ଜସିଟ୍‌ ଦାଖଲ କରିବା ପରେ କଂଗ୍ରେସ ମୋଦି ସରକାରଙ୍କ ବିରୋଧରେ ଆଜି ବିଷୋଦ୍‌ଗାର କରିିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତିଶୋଧର ଭାବନା…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତିଖୋର୍‌ ୧୧ ଅଧିକାରୀ ଗିରଫ

ନୂଆଦିଲ୍ଲୀ: ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ଲାଗୁ ହେବାର ମାତ୍ର ୭ ମାସ ବିତିଛି, କିନ୍ତୁ ଦୁର୍ନୀତି ଅଭିଯୋଗରେ ୩ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୧୧ଜଣଙ୍କୁ ସିବିଆଇ ଏହା ମଧ୍ୟରେ ଗିରଫ କରିସାରିଛି। ୨୦୧୭ ଅଗଷ୍ଟ ମାସରେ ପ୍ରଥମ ଗିରଫଦାରି ହୋଇଥିବା ବେଳେ ଆଜି ତୃତୀୟ ଘଟଣାକ୍ରମେ…
ଅଧିକ ଖବର ଦେଖନ୍ତୁ...

୧୦ ଗାଡ଼ି ପୋଡ଼ିଲେ ନକ୍ସଲ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ଉତ୍ପାତ ବଢିବାରେ ଲାଗିଛି। ରାସ୍ତାକାମକୁ ବିରୋଧ କରି ୧୦ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ନକ୍ସଲ। ସଂକନପାଲୀ ଠାରୁ ଭଟିଗୁଡା ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାମ ଶିବ ଶଂକର ଇଂଜିନିୟରର୍ସ ୱାର୍କସ ନାମକ ଠିକା କମ୍ପାନି…
ଅଧିକ ଖବର ଦେଖନ୍ତୁ...

୨୦୦୫ ପୂର୍ବରୁ ଜନ୍ମିତ କନ୍ୟାଙ୍କର ବି ପୈତୃକ ସମ୍ପତ୍ତିରେ ଭାଗ ରହିଛି

ନୂଆଦିଲ୍ଲୀ: ୨୦୦୫ ମସିହା ପୂର୍ବରୁ ଜନ୍ମ ଗ୍ରହଣ କରିଥିବା ସମସ୍ତ କନ୍ୟା ସନ୍ତାନଙ୍କୁ ମଧ୍ୟ ନିଜ ପିତାଙ୍କ ସମ୍ପତ୍ତିରେ ଅଧିକାର ରହିଛି। ପୈତୃକ ସମ୍ପତ୍ତିରେ କନ୍ୟାଙ୍କ ସମଭାଗ ସମ୍ପର୍କିତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏହି ରାୟ ଦେବା ସହ ୨୦୧୫ ମସିହାରେ ଦେଇଥିବା ନିଜର ଏକ ରାୟକୁ…
ଅଧିକ ଖବର ଦେଖନ୍ତୁ...

କାସଗଞ୍ଜ ହିଂସା: ଆଉ ଜଣେ ହତ୍ୟା ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ପଶ୍ଚିମ ଉତ୍ତରପ୍ରଦେଶର କାଂସଗଞ୍ଜ ସହରରେ ଗୋଷ୍ଠୀ ସଂଘର୍ଷ ବେଳେ ମୃତ ଚନ୍ଦନ ଗୁପ୍ତାଙ୍କ ହତ୍ୟାକାଣ୍ଡ ସହ ଜଡ଼ିତ ଆଉ ଜଣେ ଅଭିଯୁକ୍ତକୁ ଆଜି ପୁଲିସ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସଲିମ ଜାଭେଦ୍‌କୁ ପୁଲିସ ଗତ ବୁଧବାର ଧରିିଥିବା ବେଳେ ଆଜି କାସଗଞ୍ଜର ସ୍ମିଲପୁର…
ଅଧିକ ଖବର ଦେଖନ୍ତୁ...