Daily Archives

February 3, 2018

ଫଟୋଗ୍ରାଫରଙ୍କୁ ହତ୍ୟାରୁ ଉତ୍ତେଜନା

ନୂଆଦିଲ୍ଲୀ: ପଶ୍ଚିମ ଦିଲ୍ଲୀର ରଘୁବୀର ନଗର ଅଞ୍ଚଳରେ ଜଣେ ଯୁବ ଫଟୋଗ୍ରାଫରଙ୍କୁ ଗଳାକାଟି ହତ୍ୟା ପରେ ଉତ୍ତେଜନା ଦେଖାଯାଇଛି। ତାଙ୍କ ମୁସ୍‌ଲିମ୍‌ ପ୍ରେମିକାଙ୍କ ପରିବାର ଏପରି ଜଘଣ୍ୟ କାଣ୍ଡ କରିଥିବା ଜଣାପଡ଼ିବା ପରେ ସାରା ଇଲାକାରେ ସାମ୍ପ୍ରଦାୟିକ ଦଙ୍ଗାର ଆଶଙ୍କା ସୃଷ୍ଟି ହୋଇଛି। ଏହି…
ଅଧିକ ଖବର ଦେଖନ୍ତୁ...

‘ପଦ୍ମାବତ୍‌’ ନେଇ ରଣବୀର ସିଂଙ୍କ ପ୍ରଶ୍ନର କି ଉତ୍ତର ଦେଲେ ଶାହରୁଖ

ନୂଆଦିଲ୍ଲୀ : ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ’ ଚଳଚ୍ଚିତ୍ରକୁ ବର୍ତ୍ତମାନ ଅନେକ ଦିଗରୁ ପ୍ରଶଂସା ମିଳିଛି। ଏବେ ଏହା ବକ୍ସ ଅଫିସରେ ମଧ୍ୟ ଫୁଲଦମରେ ସଫଳତା ହାସଲ କରିଚାଲିଛି । ତେବେ ‘ପଦ୍ମାବତ’କୁ ଭିନ୍ନ ଅନ୍ଦାଜରେ ପ୍ରଂଶସା କରିଛନ୍ତି ବଲିଉଡର ବାଦଶାହା ଶାହାରୁଖ ଖାନ । ସଂଞ୍ଜୟ ଲୀଲା…
ଅଧିକ ଖବର ଦେଖନ୍ତୁ...

ଚନ୍ଦ୍ରଗ୍ରହଣ ବେଳେ ନରବଳି ଦିଆଯାଇଥିଲା କି ? ପୁଲିସର ତଦନ୍ତ ଜାରି

ହାଇଦ୍ରାବାଦ: ଗତ ବୁଧବାର ଦିନ ହୋଇଥିବା ବିରଳ ଚନ୍ଦ୍ର ଗ୍ରହଣରେ କଣ ହାଇଦ୍ରାବାଦରେ ନରବଳି ଦିଆଯାଇଥିଲା ? ଏପରି ଏକ ମାମଲାକୁ ନେଇ ହାଇଦ୍ରାବାଦ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି । ହାଇଦ୍ରାବାଦର ଚିଲୁକାନଗରଠାରେ ରହୁଥିବା ବାଳାଲକ୍ଷ୍ମୀ ଗୁରୁବାରଦିନ ସକାଳେ ଉଠିବାପରେ ନିଜ ଘର ଛାତ ଉପରେ…
ଅଧିକ ଖବର ଦେଖନ୍ତୁ...

୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବିଜୟ ପରେ ଜୁନିଅରଙ୍କ ଗୁରୁ ‘ଦ୍ରାବିଡ଼’ କହିଲେ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବାକୁ ହେବ

ନୂଆଦିଲ୍ଲୀ: ଗତ ୧୪ ମାସ ଭିତରେ ଆମେ ବହୁତ ପରିଶ୍ରମ କରିଛୁ ଓ ଏହି ଫଳ ଆଜି ମିଳିଛି। ଦ୍ରାବିଡ଼ କହିଛନ୍ତି, ଟିମ୍‌କୁ ନେଇ ମୁଁ ଗର୍ବ ଅନୁଭବ କରୁଛି। ୧୯ ବର୍ଷରୁ କମ୍‌ କ୍ରିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଚମ୍ପିଅନ୍‌ ହେବା ଅବସରରେ କୋଚ୍‌ ଦ୍ରାବିଡ଼ କହିଛନ୍ତି, ଖେଳାଳି ଓ ସହଯୋଗୀ ବିଗତ ୧୪…
ଅଧିକ ଖବର ଦେଖନ୍ତୁ...

୨୪ଟି ସର୍ଜରି ପରେ ମଧ୍ୟ ବାଂଲାଦେଶୀ ‘ଟ୍ରି-ମ୍ୟାନ୍‌’ଙ୍କ ହାତରେ ପୁଣି ଉଠିଲା ଗଛ

ବାଂଲାଦେଶ : ‘ଟ୍ରି ମ୍ୟାନ୍‌’ ନାମରେ ପରିଚିତ ବାଂଲାଦେଶର ଅବଦୁଲ ବାଜନଦାରଙ୍କର ହାତରେ ଏବଂ ପାଦରେ ବଢ଼ିଥିବା ଗଛକୁ ଦୁଇ ବର୍ଷ ପୂର୍ବେ ଅସ୍ତ୍ରୋପଚାର କରି କାଟି ଦିଆଯାଇଥିଲା। ସେତେବେଳେ ୨୪ଟି ସର୍ଜରି ପରେ ଲାଗିଥିଲା କି ଅବଦୁଲ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇଯାଇଛନ୍ତି । କିନ୍ତୁ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳ ଗ୍ରହରେ ଜଳ ଅଛି ବୋଲି ଏହି ଭାରତୀୟ ଗଣିତଜ୍ଞ ୧୫ଶହ ବର୍ଷ ପୂର୍ବେ କହିଥିଲେ

ନୂଆଦିଲ୍ଲୀ: ଗତ ବର୍ଷ ଆମେରିକାର ମହାକାଶ ସଂସ୍ଥା ନାସା ଘୋଷଣା କରିଥିଲା ଯେ ମଙ୍ଗଳଗ୍ରହରେ ଜଳ ଥିବାର ଯଥେଷ୍ଟ ପ୍ରମାଣ ରହିଛି । ଏହା ଥିଲା ମହକାଶ ଗବେଷଣା କ୍ଷେତ୍ରରେ ଏକ ବଡ଼ ଘୋଷଣା । କିନ୍ତୁ ଜାଣନ୍ତି କି ପ୍ରାୟ ୧୫ଶହ ବର୍ଷ ପୂର୍ବରୁ ଜଣେ ଭାରତୀୟ ଏହା ଭବିଷ୍ୟବାଣୀ କରିଥିଲେ ବୋଲି ? ଷଷ୍ଠ…
ଅଧିକ ଖବର ଦେଖନ୍ତୁ...