Daily Archives

February 4, 2018

୨୨ କର୍ମଚାରୀଙ୍କ ସହ ଜାହାଜ ଅପହୃତ

ନୂଆଦିଲ୍ଲୀ: ୨୨ ଜଣ ଭାରତୀୟ କର୍ମଚାରୀଙ୍କ ସହ ପେଟ୍ରୋଲ ନେଇ ଯାଉଥିବା ଏକ ପଣ୍ୟବାହୀ ଜାହାଜ ଦକ୍ଷୀଣ ଅଫ୍ରିକୀୟ ଦେଶ ବେନିନ୍‌ ତଟରୁ ଅପହୃତ ହୋଇଯାଇଛି। ଜଳଦସ୍ୟୁଙ୍କ ଦ୍ୱାରା ଏହି ଜାହାଜ ଅପହୃତ ହୋଇଥିବା ଜଣାପଡ଼ିବା ପରେ ଏହାକୁ ଠାବ କରିବା ପାଇଁ ବ୍ୟାପକ ପ୍ରୟାସ ଚାଲିଛି । ମୁମ୍ବାଇର ଆଗ୍ଲୋ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ଅଂଚଳ ଜବରଦଖଲରେ ଓଡ଼ିଶାର ସ୍ଥାନ ଦେଶରେ ଚତୁର୍ଥ

ନୂଆଦିଲ୍ଲୀ: ଜଙ୍ଗଲ ଅଂଚଳର ଜବରଦଖଲ ମାମଲାରେ ଓଡ଼ିଶାର ସ୍ଥାନ ଦେଶରେ ଚତୁର୍ଥ। ଡେରାଡୁନ୍‌ସ୍ଥିତ ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ ଦ୍ୱାରା ପ୍ରକାଶିତ ଇଣ୍ଡିଆ ଷ୍ଟେଟ ଅଫ୍‌ ଫରେଷ୍ଟ ରିପୋର୍ଟ(ଆଇଏସ୍‌ଏଫ୍‌ଆର୍‌)-୨୦୧୫ରେ ଓଡ଼ିଶାରେ ୫୮ ହଜାର ୧୩୬ ବର୍ଗ କିମି ଜଙ୍ଗଲ ଜମି ରେକର୍ଡ କରାଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଅବସରପ୍ରାପ୍ତ ପୋଷ୍ଟମାଷ୍ଟରଙ୍କୁ ହାତୀ ଦଳିଦେଲା

ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ଅଧୀନ ବାରି ଗ୍ରାମରେ ଆଜି ହାତୀ ଆକ୍ରମଣରେ ଅବସରପ୍ରାପ୍ତ ପୋଷ୍ଟମାଷ୍ଟର ମହେଶ୍ୱର ଦେଓ (୬୫)ଙ୍କର ମୃତ୍ୟୁ ହୋଇଛି। ସେ ଘର ନିକଟସ୍ଥ କାଙ୍କିଣୀ ଜଙ୍ଗଲକୁ ଆଜି ଯାଇଥିଲେ। ସେଠାରେ ହାତୀଟି ତାଙ୍କୁ ଦଳିଦେଇ ଜଗି ରହିଥିଲା। ଏ ବିଷୟରେ ଘର ଲୋକେ…
ଅଧିକ ଖବର ଦେଖନ୍ତୁ...

ୟୁପି ପୁଲିସ୍‌ର ନକଲି ଏନ୍‌କାଉଣ୍ଟର

ଲକ୍ଷ୍ନୌ: ବ୍ୟକ୍ତିଗତ ଶତୃତା ପାଇଁ ଉତ୍ତର ପ୍ରଦେଶର ଜଣେ ପୁଲିସ ଅଧିକାରୀ ନକଲି ଏନ୍‌କାଉଣ୍ଟର କରିବା ଘଟଣା ସାମ୍ନାକୁ ଆସିଛି। ଶନିବାର ବିଳମ୍ବିତ ରାତିରେ ନୋଏଡ଼ା ସେକ୍ଟର ୧୨୨ରେ ଭଉଣୀର ନିର୍ବନ୍ଧ ସାରି ଫେରୁଥିବା ବେଳେ ଜିମ୍‌ ପ୍ରଶିକ୍ଷକ ଜିତେନ୍ଦ୍ର ଯାଦବଙ୍କୁ ଜଣେ ନିଶାଗ୍ରସ୍ତ ଏଏସ୍‌ଆଇ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ସେନା କ୍ୟପଟେନ୍‌ଙ୍କୁ ରାସ୍ତାରେ ପିଟିପିଟି ହତ୍ୟା

ପୁନେ: ପୁନେର ସେନା କ୍ୟାମ୍ପ୍‌ ନିକଟରେ ଜଣେ ପୂର୍ବତନ ସେନା କ୍ୟାପ୍‌ଟେନ୍‌ଙ୍କୁ କିଛି ଦୁର୍ବୃତ୍ତ ପିଟିପିଟି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ମୃତ ଅଧିକାରୀଙ୍କ ନାମ ରବୀନ୍ଦ୍ର ବାଲି ବୋଲି ପୁଲିସ୍‌ ସୂତ୍ରରୁ ଜଣାପଡ଼ିଛି। ଏନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇ…
ଅଧିକ ଖବର ଦେଖନ୍ତୁ...

କଣ୍ଟାପଡ଼ାରେ ବୋମାମାଡ଼, ଜଳିଗଲା ଜେସିବି

କଟକ/କଣ୍ଟାପଡ଼ା : ନିଆଳି ପରେ ଏବେ କଣ୍ଟାପଡା ବ୍ଲକ୍‌କୁ ଲେଉଟିଛି ବୋମାମାଡ ଆତଙ୍କ। ବାଲିଘାଟରେ ଥିବା ଜେସିବି ଉପରକୁ ବୋମାମାଡ଼ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ବୋମାମାଡରେ ଜେସିବି ମେସିନଟି ସମ୍ପୂର୍ଣ୍ଣ ଜଳିଯାଇଛି। ଦାଦା ବଟିକୁ କେନ୍ଦ୍ରକରି ଏଭଳି ବୋମାମାଡ ହୋଇଥିବା ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଆତ୍ମଘାତୀ ଆକ୍ରମଣ, ୧୧ ସୈନିକ ନିହତ

ଇସ୍‌ଲାମାବାଦ: ପାକିସ୍ତାନର ଅଶାନ୍ତ ଉତ୍ତର ପଶ୍ଚିମ ଅଂଚଳରେ ପାକ୍‌ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ଜଣେ ଆତଙ୍କବାଦୀ ସୈନିକଙ୍କ ଗହଣକୁ ଧସେଇ ପଶିବା ପରେ ନିଜକୁ ବିସ୍ଫୋରଣରେ ଉଡ଼ାଇ ଦେବାରୁ ଜଣେ ଅଧିକାରୀଙ୍କ ସମେତ ୧୧ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ ଆଉ ୧୩ ଜଣ ସୈନିକ ଆହତ…
ଅଧିକ ଖବର ଦେଖନ୍ତୁ...

୭୦ କିମି ପର୍ଯ୍ୟନ୍ତ ଲଟକି ରହିଲା ଶବ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟ ପରିବହନ ନିଗମର ଏକ ବସ୍‌ରେ ଜଣେ ଅଜଣା ବ୍ୟକ୍ତିର ଶବ ଦୀର୍ଘ ୭୦ କିମି ପର୍ଯ୍ୟନ୍ତ ଲଟକି ରହିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବସ୍‌ ଡ୍ରାଇଭର ଏ ବାବଦରେ ସୁରାକ୍‌ ପାଇନଥିବା କହୁଥିବା ବେଳେ ଆଜି ତାଙ୍କୁ ପୁଲିସ ଗିରଫ କରିଛି । ରାଜ୍ୟ ପରିବହନ ନିଗମର ଜଣେ…
ଅଧିକ ଖବର ଦେଖନ୍ତୁ...

ଦାମନଯୋଡି ଓ କୋଲାବରେ ବାଘ ଆତଙ୍କ

କୋରାପୁଟ : ଦାମନଯୋଡିରେ ବାଘ ମାତିଛି। କୋଲାବ ଡ୍ୟାମ୍‌ ସାଇଟ୍‌ରେ ବି। ଏହା ପ୍ରଚାର ହୋଇଯିବା ପରେ ଆଜି ନାଲକୋ ନଗର ଓ କୋଲାବ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବାଘ ବୁଲୁଥିବା ନେଇ ଏକ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି। ଏପଟେ ବାଘକୁ ଧରିବା ପାଇଁ ଦାମନଯୋଡିରେ ଯନ୍ତା…
ଅଧିକ ଖବର ଦେଖନ୍ତୁ...

ୟେୁଦୁରପ୍ପା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକରେ ବିଜେପିର ନବ ନିର୍ମାଣ ଯାତ୍ରାର ସମାପନ ଉତ୍ସବରେ ଯୋଗଦେଇ ରାଜ୍ୟକୁ କଂଗ୍ରେସ ମୁକ୍ତ କରିବାକୁ ଆହ୍ଵାନ ଦେଇଛନ୍ତି। କର୍ଣ୍ଣାଟକ ଏଥର ନିର୍ବାଚନରେ କଂଗ୍ରେସ ସଂସ୍କୃତିରୁ ମୁକ୍ତ ହେବ ଏବଂ ରାଜ୍ୟରେ ବିକାଶର ନୂଆ ଅଧ୍ୟାୟ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...