ହାଇକୋର୍ଟ ବିଚାରପତିଙ୍କ ପାଇଁ ‘ପଦ୍ମାବତ୍’ର ସ୍ୱତନ୍ତ୍ର ପ୍ରଦର୍ଶନ
ନୂଆଦିଲ୍ଲ: ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ ମୁକ୍ତିଲାଭ କରି ସାରିଥିଲେ ମଧ୍ୟ ଏହାକୁ ନେଇ ଅନେକ ବିବାଦ ଏବେ ମଧ୍ୟ ଲାଗି ରହିଛି। ରାଜସ୍ଥାନରେ କୌଣସି ଫିଲ୍ମ ହଲ୍ରେ ଫିଲ୍ମଟି ରିଲିଜ୍ ହୋଇନଥିବାବେଳେ ଜୋଧପୁର ସହରରେ ଆଜି ସନ୍ଧ୍ୟାରେ ପ୍ରଥମ ଥର ପାଇଁ ଫିଲ୍ମଟିର ସ୍ୱତନ୍ତ୍ର ପ୍ରଦର୍ଶନ ହୋଇଛି।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...