Daily Archives

February 5, 2018

ସୁନାଦର ସାମାନ୍ୟ ବୃଦ୍ଧି ପାଇ ୩୧,୨୭୦ ଛୁଇଁଲା

ନୂଆଦିଲ୍ଲୀ : ସୁନାଦର ଆଜି ସାମାନ୍ୟ ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୩୧,୨୭୦ ଟଙ୍କାରେ ପହଞ୍ଚିଛି । ଅନ୍ତର୍ଜାତୀୟ ବଜାରର ସକାରାତ୍ମକ ପ୍ରଭାବ ଓ ଘରୋଇ ବଜାରରେ ଗହଣା ବ୍ୟବସାୟୀଙ୍କ ଦ୍ୱାରା ଚାହିଦା ବୃଦ୍ଧି ଫଳରେ ସୁନାଦରରେ ବୃଦ୍ଧି ଅବ୍ୟାହତ ରହିଛି । ଦିଲ୍ଲୀର ବୁଲିୟନ ମାର୍କେଟରେ ସୁନା ୧୦…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ଉପନିର୍ବାଚନରେ ବିଫଳ:ମୁଖ୍ୟମନ୍ତ୍ରୀ ରାଜେଙ୍କୁ ହଟାଇବାକୁ ଦାବି

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଏବେ ସଙ୍କଟରେ ପଡ଼ି ଯାଇଛନ୍ତି। ରାଜସ୍ଥାନ ଉପନିର୍ବର୍ାଚନରେ ବିଜେପି ୩ଟି ଯାକ ଆସନରେ ଶୋଚନୀୟ ଭାବେ ପରାଜୟ ବରଣ କରିବା ଘଟଣାକୁ ନେଇ ଏବେ ରାଜେଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଏବେ ବିଜେପିର କୋଟା ଜିଲ୍ଲା ବିଭାଗ ରାଜେଙ୍କ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ଦିନକୁ ୪ଘଣ୍ଟା ଧରି ସ୍ୱଇଚ୍ଛାରେ ଟ୍ରାଫିକ୍‌ ସେବା ଯୋଗାଉଛନ୍ତି ୬୮ବର୍ଷ ବୃଦ୍ଧ

ମୁମ୍ବାଇ: ସେନାରେ ରୋଷେୟା ଭାବେ କାମ କରୁଥିବା ରାମଦାଲ ଯାଦବଙ୍କ ଜୀବନ କାହାଣୀ ବି ବଡ଼ ବିଚିତ୍ର। ବୟସ ପାଖା ପାଖି ୬୮ବର୍ଷ ହେବ। ସେ ଚାକିରି ଜୀବନରୁ ଅବସର ନେଇ ସାରିଛନ୍ତି। ତାଙ୍କ ପୁଅର ମୃତ୍ୟୁ ପରେ ସେ ଅତ୍ୟନ୍ତ ଭାଙ୍ଗି ପଡ଼ିଥିଲେ। ତେଣୁ ନିଜକୁ ଏକ କୌଣସି କାମରେ ବ୍ୟସ୍ତ ରଖି ପୁଅ…
ଅଧିକ ଖବର ଦେଖନ୍ତୁ...

ବଦ୍‌ଲା ପାଇଁ ସେନାର ଶପଥ: ପାକିସ୍ତାନକୁ ପରିଣାମ ଭୋଗିବାକୁ ହେବ

ନୂଆଦିଲ୍ଲୀ/ଶ୍ରୀନଗର: ରବିବାର ଜମ୍ମୁ-କଶ୍ମୀରରେ ନିୟନ୍ତ୍ରଣ ରେଖା ଅଞ୍ଚଳର ପୁଞ୍ଚ ଓ ରାଜୌରି ସେକ୍ଟରରେ ପାକିସ୍ତାନ ସେନାର ଆଖିବୁଜା ଗୁଳିମାଡ଼ରେ ଜଣେ ଯୁବ କ୍ୟାପ୍‌ଟେନଙ୍କ ସମେତ ଚାରିି ଜଣ ଯବାନ ସହିଦ ହେବା ପରେ ଭାରତୀୟ ସେନା ଏହାର ବଦ୍‌ଲା ନେବାକୁ ଶପଥ କରିଛି। ସେନାବାହିନୀ ଆଉ ବିବୃତିରେ…
ଅଧିକ ଖବର ଦେଖନ୍ତୁ...

ଭୋଲଟାସ ଲଞ୍ଚ୍‌ କଲା ଇନଭର୍ଟର୍‌ ଥିବା ଭାରତର ପ୍ରଥମ ୱିଣ୍ଡୋ ଏସି

ନୂଆଦିଲ୍ଲୀ: ଏସି କମ୍ପାନି ଭୋଲ୍‌ଟାସ୍‌ ପକ୍ଷରୁ ଡିସି ଇନଭର୍ଟର ପ୍ରଯୁକ୍ତି ଥିବା ଭାରତର ପ୍ରଥମ ୱିଣ୍ଡୋ ଏସିକୁ ଲଞ୍ଚ୍‌ କରାଯାଇଛି । ଏହା ଏକ ସ୍ୱତନ୍ତ୍ର କୁଲ୍‌ ଇନଭର୍ଟର କମ୍ପ୍ରେସର ଜରିଆରେ କାମ କରୁଛି, ଯାହା ହେଉଛି ଏକ ବିବିଧ ବେଗର କମ୍ପ୍ରେସର, ତାହା ନିୟମିତ ଶୀତଳତା ଏବଂ ସଂଚୟ…
ଅଧିକ ଖବର ଦେଖନ୍ତୁ...

ବିଷପାନ କରି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ, ପ୍ରେମିକା ମୃତ ଓ ପ୍ରେମିକ ଗୁରୁତର

ନୀଳଗିିରି: ସୋମବାର ଅପରାହ୍ନରେ ନୀଳଗିରିସ୍ଥିତ ତିନିକୋଶିଆ ଜଙ୍ଗଲରେ ଭିତରେ ପ୍ରେମୀ ଯୁଗଳ ବିଷ ପିଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ତେବେ ଏହି ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକକୁ…
ଅଧିକ ଖବର ଦେଖନ୍ତୁ...