Daily Archives

February 6, 2018

କେନ୍ଦ୍ରର ଅସମ୍ପୂର୍ଣ୍ଣ ସତ୍ୟପାଠ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ : ଦେଶରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଯୋଜନା ନେଇ ଆଜି କେନ୍ଦ୍ର ସରକାରଙ୍କ ଏକ ସତ୍ୟପାଠରେ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ କେନ୍ଦ୍ର ପ୍ରସ୍ତୁତ କରିଥିବା ଏକ ୮୪୫ ପୃଷ୍ଠାର ଅସମ୍ପୂର୍ଣ୍ଣ ସତ୍ୟପାଠକୁ ଆଜି ସୁପ୍ରିମକୋର୍ଟ…
ଅଧିକ ଖବର ଦେଖନ୍ତୁ...

ଭାରତକୁ ପାକିସ୍ତାନର ଧମକ :ଦୁଃସାହସିକ ପଦକ୍ଷେପ ନେଲେ ପରିଣାମ ଭୋଗିବ

ନୂଆଦିଲ୍ଲୀ : ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନରେ ୪ ଭାରତୀୟ ଯବାନ ସହିଦ ହେବା ଘଟଣାକୁ ନେଇ ଗତକାଲି ଭାରତୀୟ ସେନାବାହିନୀ ଯେଉଁ କଡ଼ା ବୟାନ ଜାରି କରିଥିଲା ତାହାକୁ ଅତି ଗମ୍ଭୀରତାର ସହ ନେଇଛି ପାକିସ୍ତାନ। ଭାରତୀୟ ସେନାବାହିନୀ ପାକିସ୍ତାନ କାର୍ଯ୍ୟର ଉଚିତ୍‌ ଜବାବ ଦେବ ବୋଲି ଗତକାଲି…
ଅଧିକ ଖବର ଦେଖନ୍ତୁ...

ଚିଟ୍‌ଫଣ୍ଡ ସଂସ୍ଥା ଶ୍ରୀଭୂମି ଗ୍ରୁପ୍‌ର ଏମ୍‌ଡିଙ୍କୁ ଜେଲ, ଜରିମାନା

କଟକ: ଶ୍ରୀଭୂମି ଗ୍ରୁପ୍‌ ଅଫ୍‌ କମ୍ପାନିଜର ଏମ୍‌ଡି ଶୁଭ୍ରାଂଶୁ ସିଂଙ୍କୁ ଜମାକାରୀଙ୍କ ଅର୍ଥ ହଡପ ମାମଲାରେ କଟକ ସ୍ୱତନ୍ତ୍ର ଡେଜିଗନେଟେଡ୍‌ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ଶ୍ରୀ ସିଂଙ୍କୁ ଓଡିଶା ପ୍ରୋଟେକସନ ଅଫ୍‌ ଇଣ୍ଟରେଷ୍ଟସ ଅଫ୍‌ ଡିପୋଜିଟର୍ସ (ଇନ ଫାଇନାନସିଆଲ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱରରୁ ପୁଣେ ବିମାନ ଉଡ଼ାଣ ହେଉ

ଭୁବନେଶ୍ୱର: ଭୁବନେଶ୍ୱରରୁ ପୁଣେକୁ ବିମାନ ଉଡ଼ାଣ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଅଶୋକ ଗଜପତି ରାଜୁ ପୁଶପତିଙ୍କୁ ଚିଠି ଲେଖିଛନ୍ତି। ଭୁବନେଶ୍ୱର ଓ ପୁଣେ ମଧ୍ୟରେ ବହୁ ଯାତ୍ରୀ ଯାତାୟତ କରୁଥିଲେ ହେଁ ସିଧା ବିମାନ ସେବା ନଥିବାରୁ…
ଅଧିକ ଖବର ଦେଖନ୍ତୁ...

୨୦୧୭: ୮୨୨ ସାଂପ୍ରଦାୟିକ ହିଂସା, ୧୧୧ ନିହତ

ନୂଆଦିଲ୍ଲୀ: ଦେଶରେ ୨୦୧୭ରେ ମୋଟ ୮୨୨ଟି ସାଂପ୍ରଦାୟିକ ହିଂସା ଘଟଣା ଘଟିଥିବା ବେଳେ ଏଥିରେ ମୋଟ ୧୧୧ ଜଣ ନିହତ ହୋଇଛନ୍ତି ଏବଂ ୨୩୮୪ ଜଣ ଆହତ ହୋଇଛନ୍ତି। ଏ ସଂପର୍କିତ ତଥ୍ୟ ଆଜି ଲୋକସଭାରେ ସରକାର ଉପସ୍ଥାପନ କରିଛନ୍ତି। କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ହଂସରାଜ ଅହିର କହିଛନ୍ତି ଯେ ୨୦୧୭ରେ…
ଅଧିକ ଖବର ଦେଖନ୍ତୁ...

ଯାଜପୁରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ଏସ୍‌ପି ଅଫିସ୍‌ ଆଗରେ ଫୁଟିଲା ଗୁଳି

ପାଣିକୋଇଲି: ଯାଜପୁର ଜିଲ୍ଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରବିବାର ରାତିରେ ଜଣେ କର୍ତ୍ତବ୍ୟରତ ଆରଟିଓଙ୍କୁ ହାଇଓ୍ଵା ଚଢ଼ାଇ ହତ୍ୟା କରିଥିବା ଚର୍ଚା ହେଉଥିବା ବେଳେ ଆଜି ଖୋଦ୍‌ ଏସପି ଅଫିସ୍‌ ଆଗରେ ଦୁର୍ବୃତ୍ତମାନେ ଜଣେ ବୋଲେରୋ ଡ୍ରାଇଭରଙ୍କ ଉପରକୁ ଆଖିବୁଜା ଗୁଳି ମାଡ଼ କରି…
ଅଧିକ ଖବର ଦେଖନ୍ତୁ...

ରାଜୀବ-ବେନାଜିର ତୁଟାଇଥାନ୍ତେ କଶ୍ମୀର ବିବାଦ

ଲାହୋର୍‌: କଶ୍ମୀର ସମସ୍ୟାର ସମାଧାନ ପାଇଁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀ ଏବଂ ପାକିସ୍ତାନ ପ୍ରତିପକ୍ଷ ସ୍ୱର୍ଗତ ବେନାଜିର୍‌ ଭୁଟୋ ପ୍ରସ୍ତୁତ ଥିଲେ। ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହି ବିବାଦର ସ୍ଥାୟୀ ସମାଧାନ କରିବାକୁ ଉଭୟ ରାଜି ଥିଲେ। ମାତ୍ର ୧୯୯୧…
ଅଧିକ ଖବର ଦେଖନ୍ତୁ...

ଭାରତ-ପାକ୍‌ ଯୁଦ୍ଧ ଆଡ଼କୁ ମୁହାଁଇଛନ୍ତି: ଫାରୁକ୍‌

ଶ୍ରୀନଗର : ଲଗାତାର ଭାରତ ବିରୋଧୀ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲା କହିଛନ୍ତି ଯେ ଏବେ ଭାରତ ଓ ପାକିସ୍ତାନ ଯୁଦ୍ଧ ଆଡ଼କୁ ମୁହାଁଇଛନ୍ତି। ଉଭୟ ପଟୁ ଗୁଳିଗୋଳା ବର୍ଷା ଜାରି ରହିଥିବାରୁ ନିରୀହ ଲୋକଙ୍କ ମୃତ୍ୟୁ ଘଟୁଛି ଏବଂ ମାମଲା…
ଅଧିକ ଖବର ଦେଖନ୍ତୁ...

କୌଳିକ ବୃତ୍ତି ବ୍ରାଉନ୍‌ସୁଗାର: ପୁଅ ପରେ ବାପା ଗିରଫ

କଟକ: ପରିବାରର କୌଳିକ ବୃତ୍ତି ପାଲଟିଛି ବ୍ରାଉନ୍‌ସୁଗାର ବେପାର। ପୁଅ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ହାତରେ ପୂର୍ବରୁ ଧରା ପଡ଼ିଥିବା ବେଳେ ଆଜି ବାପାକୁ ରାଜ୍ୟ ଫ୍ଲାଇଂ ସ୍କ୍ଵାଡ୍‌ ଗିରଫ କରିଛି । ଗିରଫ ଅଭିଯୁକ୍ତ ବାପା ମଙ୍ଗଳାବାଗ ଥାନା ବ୍ୟାରେଜ ରୋଡ୍‌ ଅଞ୍ଚଳର ପରୀକ୍ଷିତ ପ୍ରଧାନ ।…
ଅଧିକ ଖବର ଦେଖନ୍ତୁ...

ରାଫେଲ ଚୁକ୍ତି ଏକ ଦୁର୍ନୀତି: ରାହୁଲ

ନୂଆଦିଲ୍ଲୀ: ସୁରକ୍ଷା ଓ ବ୍ୟବସାୟିକ କାରଣରୁ ରାଫେଲ ଯୁଦ୍ଧ ବିମାନ କ୍ରୟ ସଂକ୍ରାନ୍ତ ସବିଶେଷ ତଥ୍ୟ ପ୍ରଘଟ ନ କରିବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରୋକ୍‌ଠୋକ ଶୁଣାଇ ଦେବାପରେ ଏହାକୁ ନେଇ ରାଜନୀତି ଜୋର୍‌ ଧରିଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କହିଛନ୍ତି ଯେ ଗୋପନ ତଥ୍ୟ…
ଅଧିକ ଖବର ଦେଖନ୍ତୁ...