Daily Archives

February 6, 2018

ଆନ୍ଧ୍ରକୁ ସ୍ୱତନ୍ତ୍ର ମାନ୍ୟତା ଦାବି: ଟିଡିପି ସାଂସଦଙ୍କ ହଙ୍ଗାମା, ଗୃହ ମୁଲତବୀ

ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଶାସକ ଏନ୍‌ଡିଏର ସହଯୋଗୀ ତେଲୁଗୁ ଦେଶମ୍‌ ପାର୍ଟି(ଟିଡିପି)ର ସାଂସଦମାନେ ଆଜି ସଂସଦର ଉଭୟ ଗୃହରେ ହଙ୍ଗାମା କରିଥିଲେ। ଫଳରେ ଉଭୟ ଗୃହକୁ ମୁଲତବୀ ରଖାଯାଇଥିବା ଦେଖାଯାଇଥିଲା। ଆଜି ସକାଳେ ଟିଡିପି ମୁଖ୍ୟ ତଥା…
ଅଧିକ ଖବର ଦେଖନ୍ତୁ...

ନକଲି ଡାକ୍ତରଙ୍କ ଖାମଖିଆଲ ଚିକିତ୍ସା: ୪୬ ଜଣଙ୍କୁ ଏଚ୍‌ଆଇଭି ସଂକ୍ରମିତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଉନ୍ନାଓ ତହସିଲ ଅନ୍ତର୍ଗତ ବାଙ୍ଗରମାଉ ଥାନା ଇଲାକାରେ ଜଣେ ନକଲି ଡାକ୍ତରଙ୍କ ଅସାବଧାନତା ଯୋଗୁଁ ଅତି କମ୍‌ରେ ୪୬ ଜଣ ଲୋକଙ୍କୁ ଏଚ୍‌ଆଇଭି ସଂକ୍ରମଣ ହୋଇଥିବା ଜଣାଯାଇଛି। ସଂଖ୍ୟାଧିକ ରୋଗୀଙ୍କ ପାଇଁ ସେ ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରିଥିବାରୁ ଏଭଳି ଅଭାବନୀୟ…
ଅଧିକ ଖବର ଦେଖନ୍ତୁ...

ରାହୁଲ ଦ୍ରାବିଡ଼ଙ୍କ ବଡ଼ପଣ, କହିଲେ ସମସ୍ତଙ୍କୁ ମିଳୁ ସମାନ ପରିମାଣରେ ରାଶି

ନୂଆଦିଲ୍ଲୀ: ପୂର୍ବତନ ଲୋକପ୍ରିୟ କ୍ରିକେଟର ତଥା ଜୁନିଅର ଟିମ୍‌ ଇଣ୍ଡିଆର କୋଚ୍‌ ରାହୁଲ ଦ୍ରାବିଡ଼ ପୁଣି ଥରେ ବଡ଼ଲୋକର ପରିଚୟ ଦେଇଛନ୍ତି। ୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ୍‌ରେ ଚମ୍ପିଅନ୍‌ ହେବା ପରେ ଭାରତୀୟ ଟିମ୍‌କୁ ପୁରସ୍କାର ଦେବା ପାଇଁ ବିସିସିଆଇ ଘୋଷଣା କରିଛି। ଟିମ୍‌ର ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

ଆମେମାନେ ବର୍ଜ୍ୟବସ୍ତୁ ସଂଗ୍ରାହକ ନୋହୁୁଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଏକ ମାମଲାର ବିଚାର କାଳରେ ଆଜି ସୁପ୍ରିମ୍‌ କୋର୍ଟର ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଉପରେ ଖୁବ୍‌ ବର୍ଷିଛନ୍ତି। ବେଶ୍‌ ସ୍ପଷ୍ଟ ଏବଂ ଶାଣିତ ସ୍ୱରରେ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ କହିଛନ୍ତି, ‘ଏପରି ଆଚରଣ ପ୍ରଦର୍ଶନ କରନାହିଁ! ତୁମମାନଙ୍କ…
ଅଧିକ ଖବର ଦେଖନ୍ତୁ...

ରାଫେଲ ବିମାନ ଖରିଦରେ ଏକ ବଡ଼ ଦୁର୍ନୀତି ହୋଇଛି: କଂଗ୍ରେସ

ନୂଆଦିଲ୍ଲୀ: ରାଫେଲ ଯୁଦ୍ଧ ବିମାନ ଖରିଦ କ୍ଷେତ୍ରରେ ଏକ ବଡ଼ ଦୁର୍ନୀତି ହୋଇଛି । ଜଣେ ବ୍ୟବସାୟୀଙ୍କୁ ଫାଇଦା ପହଞ୍ଚାଇବାକୁ ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ଗସ୍ତରେ ଯାଇଥିଲେ ବୋଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଅଭିଯୋଗ କରିଛନ୍ତି । ଏହି ବହୁ କୋଟି ଟଙ୍କାର କାରବାରରେ…
ଅଧିକ ଖବର ଦେଖନ୍ତୁ...

ନଷ୍ଟ ଗଳିରେ ଜନ୍ମ ନେଇ ନିଜ ବାପା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀର କରୁଣ କାହାଣୀ…

ମୁମ୍ବାଇ: ସମାଜରେ ଲୋକମାନଙ୍କ ଧାରଣା ଥାଏ ଯେ ଜଣେ ଦେହଜୀବୀର ଝିଅ ଦେହଜୀବୀ ହିଁ ହୋଇଥାଏ। କିନ୍ତୁ ଦେଶର ସବୁ ବଡ଼ ରେଡ ଲାଇଟ୍‌ ଏରିଆ ମୁମ୍ବାଇର କମାଥିପୁରାରେ ଜନ୍ମ ନେଇ, ସେଠାରେ ଖେଳି ବୁଲି ବଡ଼ ହୋଇଥିବା ୨୩ବର୍ଷୀୟ ବର୍ଷାୟା (ଛଦ୍ମନାମ) ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛି। ବର୍ଷା…
ଅଧିକ ଖବର ଦେଖନ୍ତୁ...

ଡକାୟତି ଯୋଜନା ପଣ୍ଡ: ୬ ଡକାୟତ ଗିରଫ, ୫ ଫେରାର

ଖୋର୍ଦ୍ଧା: ବରୁଣେଇ ପୀଠର ନିଛାଟିଆ ଆମ୍ବ ଗଛ ପିଣ୍ଡିରେ ଡକାୟତ ପାଇଁ ସୋମବାର ବିଳମ୍ବିତ ରାତିରେ ଯୋଜନା ପ୍ରସ୍ତୁତ କରୁଥିବା ଖୋର୍ଦ୍ଧା ପୁଲିସ ଅତର୍କିତ ଭାବରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ପୁଲିସ ଆଖିରେ ଧୂଳି ଦେଇ ଘଟଣାସ୍ଥଳରୁ ୫ଜଣ ଡକାୟତ ବାଇକ୍‌ରେ ଫେରାର…
ଅଧିକ ଖବର ଦେଖନ୍ତୁ...

ନିଆରା ପରମ୍ପରା : ସମ୍ମାନ ଜଣାଇବା ପାଇଁ ପରସ୍ପର ଉପରକୁ ଛେପ ଫିଙ୍ଗନ୍ତି

ଦୁନିଆରେ ସମସ୍ତଙ୍କୁ ପରସ୍ପର ସହ ଯୋଡ଼ି ରଖିଛି ପ୍ରେମ ବା ଭଲପାଇବା। ତେବେ ପ୍ରେମର ଅନେକ ରୂପ ଥିବା ସହ ଏହାକୁ ପରିପ୍ରକାଶ କରିବାର ଭିନ୍ନ ଭିନ୍ନ ଉପାୟ ରହିଛି । ପ୍ରେମିକପ୍ରେମିକା ପରସ୍ପର ମଧ୍ୟରେପ୍ରେମ ଆଦାନପ୍ରଦାନ ଲାଗି ବିଭିନ୍ନ ରାସ୍ତା ଆପାଣାଇଥାନ୍ତି । ତେବେ ଆପଣ କେବେ ଶୁଣିଛନ୍ତି…
ଅଧିକ ଖବର ଦେଖନ୍ତୁ...