Daily Archives

February 7, 2018

ଶ୍ୱଶୁର ଘର ଜମି ବିବାଦର ସମାଧାନ ପାଇଁ ଆସି ଜ୍ୱାଇଁର ଜୀବନ ଗଲା

କଟକ/ବାଙ୍କୀ : ଶ୍ୱଶୁର ଘର ଜମିବାଡି ବିବାଦର ସମାଧାନ ପାଇଁ ଯାଇଥିଲା ଜ୍ୱାଇଁ । ହେଲେ ବିବାଦର ସମାଧାନ ହେଲାନି ବରଂ ସୁବର୍ଣ୍ଣପୁର ଫାଣ୍ଡିକୁ ଶ୍ୱଶୁର, ଶଳା ସହ ଏତଲା ଦେବାକୁ ବାଇକ୍‌ରେ ଯାଉଥିବାବେଳେ ଢେଙ୍କାନାଳ ଅଞ୍ଚଳର କିଛି ଯୁବକଙ୍କ ଫାର୍ସା ଓ କାଠଫାଳିଆ ମାଡରେ ଗଲା ହୋମାଗାର୍ଡ…
ଅଧିକ ଖବର ଦେଖନ୍ତୁ...

ଏଲ୍‌ଓସିରେ ୧୪ ହଜାର ବଙ୍କର ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ସୀମାରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତି ହେତୁ ଅକାରଣଷଣ ସାଧାରଣ ଜନତା ବଳି ପଡ଼ିଯାଉଛନ୍ତି। ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଲୋକମାନେ ଆଦୌ ସୁରକ୍ଷିତ ନଥିବାରୁ ଲୋକମାନଙ୍କୁ ସୁରକ୍ଷିତ ଆଶ୍ରୟ ଯୋଗାଇଦେବା ଲାଗି ନିୟନ୍ତ୍ରଣ ରେଖା ଏବଂ ଅନ୍ତର୍ଜାତୀୟ ସୀମା ନିକଟରେ ଭାରତ ୧୪୦୦୦ରୁ…
ଅଧିକ ଖବର ଦେଖନ୍ତୁ...

ଭାଣିଜୀକୁ ଦୁଷ୍କର୍ମ, ମାମୁକୁ ୧୦ ବର୍ଷ ଜେଲ୍‌

ବାରିପଦା : ଆଜି ବାରିପଦା ସ୍ପେଶାଲ ଟ୍ରାକ୍‌ କୋର୍ଟ ଅମିୟ ରଂଜନ ଜେନା ଏକ ଦୁଷ୍କର୍ମ ମାମଲାର ବିଚାର କରି ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ କରିବା ସହିତ ୧୫ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦାୟ ରହିଲେ ଆସାମୀକୁ ଅତିରିକ୍ତ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି…
ଅଧିକ ଖବର ଦେଖନ୍ତୁ...

ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ୍‌ର ସଫଳ ଉତ୍‌କ୍ଷେପଣ

ଓ୍ଵାସିଂଟନ: ଆଜି ବିଶ୍ୱର ସବୁଠୁ ଶକ୍ତିଶାଳୀ ରକେଟ ‘ଫାଲ୍‌ିକନ ହେଭି’ର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆମେରିକାର ଫ୍ଲୋରିଡା ସ୍ଥିତ ଜର୍ଜ କେନେଡ଼ି ମହାକାଶ ଗବେଷଣା ପ୍ରତିଷ୍ଠାନରେ ଥିବା ନାସାର ଐତିହାସିକ ଲଞ୍ଚପ୍ୟାଡ଼୍‍ରୁ ହୋଇଥିବା ଉତ୍‌କ୍ଷେପଣ ସଂପୂର୍ଣ୍ଣ ସଫଳ ରହିଛି । ଆମେରିକାର ମହାକାଶ…
ଅଧିକ ଖବର ଦେଖନ୍ତୁ...

ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ

ଆଠଗଡ : ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୈାରା ଜଜ୍‌ ଅମୃତ ରଞ୍ଜନ ନନ୍ଦ ଏକ ପତ୍ନୀ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ୱାମୀକୁ ଆଇପିସିର ଦଫା ୩୦୨ରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଦାଲତ ଆଠଗଡ ଏନ୍‌ଏସି ଅନ୍ତର୍ଗତ ବୀରକିଶୋରପୁରର ବାବାଜୀ ଓରଫ୍‌ ଗୁରୁବାରୀ ବେହେରାକୁ ଆଜୀବନ କାରାଦଣ୍ଡ ସହିତ…
ଅଧିକ ଖବର ଦେଖନ୍ତୁ...

ସରକାର ମାନିଲେ : ଢିଲା ସୁରକ୍ଷାର ସୁଯୋଗ ନେଇଥିଲେ ଆତଙ୍କବାଦୀ

ଶ୍ରୀନଗର ହସ୍ପିଟାଲରେ ଆତଙ୍କବାଦୀ ଆକ୍ରମଣ ମାମଲା ନୂଆଦିଲ୍ଲୀ: ଲସ୍କର ଆତଙ୍କବାଦୀ ନାଭେଦ ଜାଟ୍ଟକୁ ପୁଲିସ କବ୍‌ଜାରୁ ଛଡ଼ାଇ ନେବାପାଇଁ ଗତକାଲି ଶ୍ରୀନଗର ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲରେ ହୋଇଥିବା ଆକ୍ରମଣ ପ୍ରସଙ୍ଗ ନେଇ ଆଜି ଜମ୍ମୁ କଶ୍ମୀର ବିଧାନସଭାରେ ପ୍ରବଳ ହଙ୍ଗାମା ହୋଇଛି।…
ଅଧିକ ଖବର ଦେଖନ୍ତୁ...

ପୃଥ୍ଵୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର : ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରମାଣୁ କ୍ଷମତା ସଂପନ୍ନ କ୍ଷେପଣାସ୍ତ୍ର ‘ପୃଥ୍ଵୀ-୨’ର ସଫଳ ପରୀକ୍ଷଣ ହୋଇଛି। ଚାନ୍ଦିପୁରସ୍ଥିତ ଲଞ୍ଚ କଂପ୍ଲେକ୍ସ-୩ରୁ ‘ପୃଥ୍ଵୀ-୨’ର ପରୀକ୍ଷଣ ପୂର୍ବାହ୍ନ ୧୧ଟା ୩୫ ମିନିଟରେ କରାଯାଇଥିଲା। ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଇପାରୁଥିବା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭାରେ ରେଣୁକାଙ୍କ ହସ- ମୋଦିଙ୍କ କଟାକ୍ଷ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜ୍ୟସଭାରେ ଭାଷଣ ଦେଉଥିବା ସମୟରେ କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ଖୁବ୍‌ ଜୋର୍‌ରେ ହସିଥିଲେ। ତୁହାକୁ ତୁହା ତାଙ୍କର ହସ ଏବଂ ମଝି ମଝିରେ ଅଖାଡ଼ୁଆ ମନ୍ତବ୍ୟ ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହେଉଥିଲା। ରାଜ୍ୟସଭା ସଭାପତି ଭେଙ୍କୟା ନାଇଡୁ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରରେ ଚାଞ୍ଚଲ୍ୟ: ଦଶମ ଶ୍ରେଣୀ ଛାତ୍ରକୁ ସ୍କୁଲ୍‌ରେ ହତ୍ୟା, ୨ ସହପାଠୀ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ଏକ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ହତ୍ୟା କରାଯିବା ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍କୁଲ୍‌ ପରିସରରୁ ପୁଲିସ କ୍ଷତବିକ୍ଷତ ଶବ ଉଦ୍ଧାର କରିଛି । ମହାରାଷ୍ଟ୍ରର ସୋଲାପର ଜିଲ୍ଲାର ପିରେଲ ଗ୍ରାମରେ ଏହି ଘଟଣା ଘଟିଛି। ଗ୍ରାମର ସମତା…
ଅଧିକ ଖବର ଦେଖନ୍ତୁ...

ସ୍କୁଲ ପିଲା କଲେ ପାଇଖାନା ସଫେଇ, ଭିଡିଓ ଭାଇରାଲ

ନବରଙ୍ଗପୁର: ନବରଙ୍ଗପୁର ସହରରେ ଥିବା ଫରେଷ୍ଟ୍ର କଲୋନି ପ୍ରାଥମିକ ବିଦ୍ୟାଳୟରେ କୁନି କୁନି ପିଲାମାନେ ବିଦ୍ୟାଳୟର ପାଇଖାନ ସଫେଇ କରୁଥିବା ନେଇ ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରୀୟା ଦେଖିବାକୁ ମିଳିଛି। ମିଶନ ଶକ୍ତି ସମ୍ମିଳନୀ କକ୍ଷ ପାଖରେ ଥିବା ଏହି ବିଦ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...