Daily Archives

February 7, 2018

ପୂର୍ବ ରାଫେଲ ଚୁକ୍ତି ତୁଳନାରେ ନୂଆ ଚୁକ୍ତି ସବୁଦୃଷ୍ଟିରୁ ଉତ୍ତମ : ପ୍ରତିରକ୍ଷା ମନ୍ତ୍ରାଳୟ

ନୂଆଦିଲ୍ଲୀ: ଫ୍ରାନ୍ସ ସହିତ ହୋଇଥିବା ରାଫେଲ ଚୁକ୍ତି ସଂପର୍କରେ ପ୍ରକାଶ କରିବାକୁ ବିରୋଧୀ ଦଳମାନେ କରିଥିବା ଦାବି ଅବାସ୍ତବ ବୋଲି କହିଛି ପ୍ରତିରକ୍ଷା ମନ୍ତ୍ରାଳୟ । ଫ୍ରାନ୍ସଠାରୁ ୩୬ଟି ରାଫେଲ ଯୁଦ୍ଧ ବିମାନର ଏକ ମୋଟାମୋଟି ମୂଲ୍ୟ ସଂସଦକୁ ପୂର୍ବରୁ ହିଁ ଜଣାଇଦିଆଯାଇଛି ବୋଲି ମନ୍ତ୍ରାଳୟ…
ଅଧିକ ଖବର ଦେଖନ୍ତୁ...

ନବରଙ୍ଗପୁର: ମୋଟର ସାଇକେଲ-ଜେସିବି ଧକ୍କା, ଯୁବକଙ୍କ ମୃତ୍ୟୁ

ନବରଙ୍ଗପୁର: ମହିଳା ମହାବିଦ୍ୟାଳୟ ନିକଟରେ ଜେସିବି ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଟାଉନ୍‌ ଥାନା ଅନ୍ତର୍ଗତ ଭାଟସାଲଗୁଡାର ଗୋପାଳ ମାଝୀ(୨୬) ମୋଟର ସାଇକେଲରେ ସଂଧ୍ୟା ୭.୩୦ରେ ଘରକୁ ଫେରୁଥିବା ବେଳେ ଜେସିବି ଗାଡି ସହିତ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ…
ଅଧିକ ଖବର ଦେଖନ୍ତୁ...

ବଜାରରେ ଭିଭୋ ଭି-୭ ପ୍ଲସ୍‌ ଲିମିଟେଡ୍‌ ଏଡିସନ

ନୂଆଦିଲ୍ଲୀ : ଆଗକୁ ଭାଲେଣ୍ଟାଇନ ଡେ ଥିବାରୁ ଚାଇନିଜ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍‌ ସ୍ମାର୍ଟଫୋନ୍‌ ଭି-୭ ପ୍ଲସ୍‌ର ଲିମିଟେଡ୍‌ ସଂସ୍କରଣ ବଜାରକୁ ଛଡାଯାଇଛି । ଏହାର ନାଁ ରହିଛି ‘ଇନଫାନାଇଟ୍‌ ରେଡ୍‌’ । ରେଡ୍‌ ରଙ୍ଗ ଭଲ ପାଇବାର ରଙ୍ଗ ଭାବେ ପ୍ରତିପାଦିତ…
ଅଧିକ ଖବର ଦେଖନ୍ତୁ...

ପ୍ଲାଟଫର୍ମ ଫିକ୍‌ସିଙ୍ଗ: ମୁଜାଫରପୁର ରେଳ ଷ୍ଟେସନ୍‌ରେ ୧୦୦ ଟଙ୍କାରେ ପରିବର୍ତ୍ତନ ହୁଏ ଟ୍ରେନ୍‌ର ପ୍ଲାଟଫର୍ମ

ପାଟନା: ପ୍ଲାଟଫର୍ମ ଫିକ୍‌ସିଙ୍ଗ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ହେଲେ ବିହାରର ଏକ ରେଳ ଷ୍ଟେସନରେ ମାତ୍ର ୧୦୦ ଟଙ୍କା ଲାଞ୍ଚ ଦେଇ ଏଠାକାର କର୍ମଚାରୀମାନେ କୌଣସି ବି ଟ୍ରେନ୍‌ର ପ୍ଲାଟଫର୍ମ ଅତି ସହଜରେ ବଦଳାଇ ଦେଇଥାନ୍ତି। ଅତି ସାଧାରଣ ଭାବରେ ଏହାକୁ ପ୍ଲାଟଫର୍ମ ଫିକ୍‌ସିଙ୍ଗ କୁହାଯାଇ…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ଥରେ କି ଦୁଇଥର ନୁହେଁ, ଅନେକ ଥର ପୁଲିସ ଇନ୍ସପେକ୍ଟର ମହିଳା କନେଷ୍ଟବଳଙ୍କୁ କରିଥିଲେ ଦୁଷ୍କର୍ମ

ମିରଟ: ପଶ୍ଚିମ ଉତ୍ତର ପ୍ରଦେଶର ମିରଟ ଜିଲ୍ଲାରେ ଜଣେ ପୁଲିସ ଇନ୍ସପେକ୍ଟର ନିଜର ସାଥୀ ମହିଳା କନେଷ୍ଟବଳଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି। କେବଳ ଏତିକି ନୁହେଁ ଦୁଷ୍କର୍ମ ସମୟରେ ଭିଡିଓ କ୍ଲିପ୍‌ ବି ସେ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ଯେଉଁ ପୁଲିସ…
ଅଧିକ ଖବର ଦେଖନ୍ତୁ...

କୋହଲିଙ୍କ ଅପରାଜିତ ଶତକ ବଳରେ ଦକ୍ଷିଣ ଆଫ୍ରିକାକୁ ୩୦୪ ରନ୍‌ ଟାର୍ଗେଟ ଦେଲା ଭାରତ

କେପ୍‌ଟାଉନ୍‌: ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ(୧୬୦ ରନ୍‌, ୧୨ ଚୌକା, ୨ଛକା) ବଳରେ ଦକ୍ଷିଣ ଆଫ୍ରିକାକୁ ୩୦୪ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି। ଭାତର ନିର୍ଦ୍ଧାରିତ ୫୦ ଓଭରରେ ୬ଟି ଓ୍ଵିକେଟ ହରାଇ ୩୦୩ ରନ୍‌ ସଂଗ୍ରହ କରିଛି। କୋହଲି ବୁଧବାର ଦିନିକିଆ କ୍ୟାରିୟରର ୩୪ତମ ଶତକ ହାସଲ…
ଅଧିକ ଖବର ଦେଖନ୍ତୁ...

ସିନେମା ଷ୍ଟାଇଲରେ ଅପହୃତ ୫ ବର୍ଷର ବାଳକକୁ ଉଦ୍ଧାର କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ସିନେମା ଷ୍ଟାଇଲରେ ଅପହୃତ ୫ ବର୍ଷର ବାଳକ ବିହାନ ଗୁପ୍ତାଙ୍କୁ ଗାଜିଆବାଦ୍‌ ବିଲଡିଙ୍ଗରୁ ଦିଲ୍ଲୀ ପୁଲିସ ମଙ୍ଗଳବାର ରାତିରେ ଉଦ୍ଧାର କରିଛି। କୌଣସି ପ୍ରକାରେ କ୍ରାଇମ୍‌ ବ୍ରାଞ୍ଚ ଅଫିସର ସୁରାକ୍‌ ପାଇ ଉକ୍ତ ଅପରାଧୀଙ୍କୁ ଚିହ୍ନଟ କରିଥିଲେ। ଗତ ଜାନୁଆରି ୨୫ରେ ବିହାନ ପୂର୍ବ…
ଅଧିକ ଖବର ଦେଖନ୍ତୁ...

ଅପରେସନ କାକଟସ୍‌ : ଭାରତୀୟ ସେନାର ଅସାଧାରଣ ବୀରତ୍ୱ ଗାଥା

ନୂଆଦିଲ୍ଲୀ: ଭାରତ ମହାସାଗରରେ ଥିବା ଦ୍ୱୀପରାଷ୍ଟ୍ର ମାଳଦୀପରେ ଚାଲିଥିବା ଜରୁରିକାଳୀନ ପରିସ୍ଥିତିରେ ଭାରତ ହସ୍ତକ୍ଷେପ କରୁ ବୋଲି ସେଠାକାର ବିରୋଧୀଦଳ ନେତା, ସାଧାରଣ ଜନତା ଚାହାନ୍ତି । ଶ୍ରୀଲଙ୍କାରେ ରହୁଥିବା ମାଲଦୀପର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସୀଦ ସାମରିକ ହସ୍ତକ୍ଷେପ ଲାଗି…
ଅଧିକ ଖବର ଦେଖନ୍ତୁ...

କଙ୍କଡ଼ା ବିଛା କାମୁଡ଼ିଲେ ଆପଣାନ୍ତୁ ଏହି ଘରୋଇ ଉପଚାର…

କଙ୍କଡ଼ା ବିଛା ହେଉଛି ଗୋଟେ ବିଷାକ୍ତ ପ୍ରାଣୀ। କଙ୍କଡ଼ା ବିଛା ମନୁଷ୍ୟକୁ କାମୁଡ଼ିଦେଲେ, ଶରୀର ପୋଡ଼ିବା ସହ ପୂରା ଦେହ ଲାଲ ପଡ଼ିବା ଆରମ୍ଭ ହୋଇ ଯାଇଥାଏ । କଙ୍କଡ଼ା ବିଛା କାମୁଡ଼ିବା ପରେ ଯେଉଁ କଷ୍ଟ ହୁଏ ତାକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟ । କିଛି ବିଷାକ୍ତ ବିଛା ଥାନ୍ତି ଯିଏ କାମୁଡ଼ିବା ପରେ…
ଅଧିକ ଖବର ଦେଖନ୍ତୁ...