Daily Archives

February 8, 2018

ମହାକାଶରେ ବାଟ ହୁଡ଼ିଲା ଟେସ୍‌ଲା କାର

ଓ୍ଵାସିଂଟନ: ବୁଧବାର ଆମେରିକାର ଜର୍ଜ କେନେଡ଼ି ଲଞ୍ଚ ପ୍ୟାଡ଼୍‍ରୁ ଉତ୍‌କ୍ଷେପିତ ବିଶ୍ୱର ଶକ୍ତିଶାଳୀ ରକେଟ ‘ଫାଲ୍‌କନ ହେଭି’ ପରିବହନ କରି ନେଇଥିବା ଏଲନ ମସ୍କଙ୍କ ସୌଖୀନ୍‌ ସ୍ପୋଟର୍ସ କାର ‘ଟେସ୍‌ଲା’ ବାଟ ହୁଡ଼ିଥିବା ଜଣାଯାଇଛି। ଆଜି ତାହା ନିଜର ନିର୍ଦ୍ଧାରିତ ଗତିିପଥ ପରିବର୍ତ୍ତନ କରି…
ଅଧିକ ଖବର ଦେଖନ୍ତୁ...

ଅଧାରୁ ପରୀକ୍ଷା ଛାଡ଼ିଲେ ୫ ଲକ୍ଷ ବିଦ୍ୟାର୍ଥୀ

ଲକ୍ଷ୍ନୌ: ସମ୍ପ୍ରତି ଉତ୍ତରପ୍ରଦେଶରେ ଚାଲିଥିବା ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାର୍ଥୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଅସଦ୍‌ ଉପାୟ ସହ ପରିଚିତ ଥିବା ପରୀକ୍ଷାର୍ଥୀମାନଙ୍କୁ ଏ ବର୍ଷର କପି କଟକଣାକୁ କଡ଼ାକଡ଼ି ସାମନା କରିବାକୁ ପଡ଼ିଛି। ଫଳରେ ପ୍ରଥମ ଦୁଇ ଦିନର ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କ ବିରୋଧରେ ସ୍ୱାଧୀକାର ନୋଟିସ୍‌ ଆଣିବେ ରେଣୁକା

ନୂଆଦିଲ୍ଲୀ:  ରାଜ୍ୟସଭାରେ ଗତକାଲି  କଂଗ୍ରେସ ସାଂସଦ ରେଣୁକା ଚୌଧୁରୀଙ୍କ ଜୋର୍‌ଦାର ହସକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୋକ୍ଷରେ ରାମାୟଣ ସିରିଏଲ୍‌ର ସୁର୍ପଣଖାର ହସ ସହିତ ତୁଳନା କରିବାରୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଭ୍ରଷ୍ଟାଚାର ମାମଲାରେ ଖାଲେଦା ଜିଆଙ୍କୁ ଜେଲ୍‌

ଢାକା: ଭ୍ରଷ୍ଟାଚାର ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଏନ୍‌ପି ଦଳ ମୁଖ୍ୟ ଖାଲେଦା ଜିଆ(୭୨)ଙ୍କୁ ଢାକାସ୍ଥିତ ସ୍ୱତନ୍ତ୍ର ଅଦାଲତ ୫ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି। ଅଦାଲତଙ୍କ ରାୟ ପରେ ଢାକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଛି। ଅପରପକ୍ଷେ, ଆଇନ୍‌ ଶୃଙ୍ଖଳା…
ଅଧିକ ଖବର ଦେଖନ୍ତୁ...

ବନ୍ଧୁକ ମୁନରେ ଟଙ୍କା ଲୁଟ ଘଟଣା : ୪ ଗିରଫ

ଦେବଗଡ଼ : ଦେବଗଡ ଥାନା ଛୁରିଆବାହାଳ ଗ୍ରାମ ନିକଟରେ ନିର୍ମାଣକାରୀ ସଂସ୍ଥା ଓରିଆଲ ଷ୍ଟ୍ରକଚରାଲ କଂପାନି କ୍ୟାମ୍ପରୁ ମାଓବାଦୀ ପରିଚୟ ଦେଇ ବନ୍ଧୁକ ମୁନରେ ୨ ଲକ୍ଷ ଟଙ୍କା ଲୁଟ ହୋଇଥିବା ଘଟଣାରେ ଦେବଗଡ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରେୁ ୭୦ ହଜାର ଟଙ୍କା, ବନ୍ଧୁକ, ୪ଟି…
ଅଧିକ ଖବର ଦେଖନ୍ତୁ...

ସିରିୟାରେ ଆମେରିକା ଆକ୍ରମଣ: ଶତାଧିକ ସିରିୟା ସୈନ୍ୟ ନିହତ

ଓ୍ଵାସିଂଟନ: ସିରିୟାରେ ଆମେରିକା ସ୍ଥଳସେନା ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ଗତକାଲି ହୋଇଥିବା ଆକ୍ରମଣରେ ୧ଶହରୁ ଅଧିକ ସିରିୟା ସରକାରୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଆମେରିକା ଅଧିକାରୀଙ୍କ କହିବା ମୁତାବକ ଆକ୍ରମଣରେ ତୋପ,ଟ୍ୟାଙ୍କ, ରକେଟ ଲଞ୍ଚର ଓ ମୋର୍ଟାର ବ୍ୟବହାର କରାଯାଇଥିଲା। ଆମେରିକାର…
ଅଧିକ ଖବର ଦେଖନ୍ତୁ...

ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ସକାଳୁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଜଣେ ନକ୍ସଲ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ କୋଣ୍ଡାସବାଲୀ ଜଂଗଲକୁ ଡିଆରଜି, ଏସଟିଏଫ ଏବଂ ଜିଲ୍ଲା ପୁଲିସ ମିଳିତ କମ୍ବିଂ…
ଅଧିକ ଖବର ଦେଖନ୍ତୁ...

ଶିକ୍ଷକଙ୍କ ଚାପୁଡ଼ାରେ ଛାତ୍ରୀ ମୃତ

ବାଲିଆ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ରସଡ଼ା ଗ୍ରାମର ଏକ ଘରୋଇ ସ୍କୁଲରେ ଶିକ୍ଷକଙ୍କ ଚାପୁଡ଼ା ମାଡ଼ରେ ଜଣେ ପଞ୍ଚମ ଶେଣୀ ଛାତ୍ରୀ(୧୧)ଙ୍କ ମୃତ୍ୟୁ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଆଜି ମୃତ ଛାତ୍ରୀଙ୍କ ଶବକୁ ସ୍କୁଲ୍‌ ଆଗରେ ରଖି ପରିବାର ଲୋକେ ଧାରଣା ଦେବା ସହ ସଂପୃକ୍ତ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ : କ୍ରାଇମ୍‌ବ୍ରାଞ୍ଚ ହାତରେ ଦିଲ୍ଲୀର ଅଭିଯୁକ୍ତ ଛାତ୍ର

କଟକ : ଓଡ଼ିଶାର ଜଣେ ଯୁବତୀଙ୍କ ଅଶ୍ଳୀଳ ଫଟୋ ଫେସ୍‌ବୁକ୍‌ରେ ଭାଇରାଲ୍‌ ହେବା ଅଭିଯୋଗରେ ଦିଲ୍ଲୀର ଜଣେ ଛାତ୍ରକୁ କ୍ରାଇମ୍‌ବ୍ରାଞ୍ଚ ସାଇବର୍‌ ସେଲ୍‌ ଆଜି ଗିରଫ କରିଛି । ଅଭିଯୁକ୍ତ ଛାତ୍ର ମନିଶ ଝା(୨୬)। ତା’ ନିକଟରୁ ଅପରାଧରେ ବ୍ୟବହୃତ ହୋଇଥିବା ମୋବାଇଲ୍‌ ଫୋନ୍‌, ସିମ୍‌ କାର୍ଡ, ମେମୋରି…
ଅଧିକ ଖବର ଦେଖନ୍ତୁ...

କାର୍‌ ଭଳି ସୁବିଧା ଥିବା ଇଲେକ୍ଟ୍ରି ସ୍କୁଟର ଉପସ୍ଥାପିତ, ମୂଲ୍ୟ ୪୮ ହଜାର

ନୂଆଦିଲ୍ଲୀ: ଟୁଏଣ୍ଟି ଟୁ ମୋଟର୍ସ ପକ୍ଷରୁ କାର୍‌ ଭଳି ସୁବିଧା ଥିବା ଭାରତରେ ପ୍ରଥମ ଥର ପାଇଁ ସ୍ମାର୍ଟ ଇଲେକ୍ଟ୍ରିକ୍‌ ସ୍କୁଟର ଉପସ୍ଥାପନା କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ‘ଅଟୋ ଏକ୍ସପୋ’ର ୨ୟ ଦିନରେ କମ୍ପାନି ଇଲେକ୍ଟ୍ରି ସ୍କୁଟର ‘ଫ୍ଲୋ’ ଉନ୍ମୋଚିତ ହୋଇଛି। ଫେବ୍ରୁଆରି ୮ରୁ ବୁକିଂଗ…
ଅଧିକ ଖବର ଦେଖନ୍ତୁ...