Daily Archives

February 9, 2018

୩ ନକ୍ସଲ ଗିରଫ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ପୁଲିସ ଆଜି ୩ ଜଣ ନକ୍ସଲକୁ ଗିରଫ କରିଛି। ସୂଚନା ଆନୁଯାୟୀ ଆଜି ସକାଳୁ କଟରୁ ଏସଡିଓ ପି.ପ୍ରଶାନ୍ତ ଶୁକ୍ଳାଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଆମ୍ପେଲି ନିକଟସ୍ଥ ଜଂଗଲରେ କମ୍ବିଂ କରୁଥିବା ବେଳେ ତିନି ଜଣ ସଂଦିଗ୍ଧ ବ୍ୟକ୍ତି ପୁଲିସକୁ ଦେଖି ଦୌଡି ପଳାଇ…
ଅଧିକ ଖବର ଦେଖନ୍ତୁ...

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ ଦଳ

ନୂଆଦିଲ୍ଲୀ: ସିବିଆଇ ବିଚାରପତି ବେଣୁଗୋପାଳ ହରିକିଶନ ଲୋୟାଙ୍କ ମୃତ୍ୟୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ବିରୋଧୀ ଦଳ ନେତାମାନେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ବହୁ ବରିଷ୍ଠ ନେତା ଏ ସଂପର୍କରେ ଏକ…
ଅଧିକ ଖବର ଦେଖନ୍ତୁ...

ଅଇଁଠାପାଲ୍ଲୀ ଥାନା ଅଧିକାରୀ ନିଲମ୍ବିତ

କଟକ : ସମ୍ବଲପୁରର ଅଇଁଠାପାଲ୍ଲୀ ଥାନା ଅଧିକାରୀ ତଥା ଭାରପ୍ରାପ୍ତ ଡିଏସ୍‌ପି ଶ୍ରୀମନ୍ତ ବାରିକଙ୍କୁ ନିଲମ୍ବିତ କରାଯାଇଛି। ଥାନା ହାଜତରେ ଅବିନାଶ ମୁଣ୍ଡୁ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଏ ପ୍ରକାର ଶୃଙ୍ଖଳାଗତ…
ଅଧିକ ଖବର ଦେଖନ୍ତୁ...

୨ ବାଇକ୍‌ ଧକ୍କା, ୩ ଗୁରୁତର

ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଂଘିରା କୋୟ ନାଳ ନିକଟରେ ଆଜି ସଂଧ୍ୟାରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୩ ଜଣ ଆରୋହୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା

ଓ୍ଵାସିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆଠାରେ ଗୁରୁବାର ଦୁଇ ଜଣ ଭାରତୀୟ ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁଳିମାଡ଼ରେ ଯୁବ ବ୍ୟବସାୟୀ ପରମଜିତ ସିଂହ(୪୪)ଙ୍କର ମୃତ୍ୟୁ ହୋଇଥିବା ବେଳେ ପାର୍ଥୀ ପଟେଲ(୩୦) ନାମକ ଅନ୍ୟ ଜଣେ ବ୍ୟବସାୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା…
ଅଧିକ ଖବର ଦେଖନ୍ତୁ...

ଜଳିଲା ପାଓ୍ଵାର୍‌ ଗ୍ରୀଡ୍‌ : ୩୦ମିନିଟ୍‌ରେ ୩କୋଟି ଛାର୍‌ଖାର୍‌

କଣ୍ଟାବଣିଆ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ସ୍ଥିତ ବିଦ୍ୟୁତ୍‌ ପାଓ୍ଵାର୍‌ ଗ୍ରୀଡ୍‌ରେ ଆଜି ସନ୍ଧ୍ୟାରେ ଭୟଙ୍କର ନିଆଁ ଲାଗଛି। ବିଦ୍ୟୁତ୍‌ ଟ୍ରାନ୍‌ସଫର୍ମର ହୁତ୍‌ହୁତ୍‌ ହୋଇ ଜଳିଛି। ମାତ୍ର ୩୦ମିନିଟ୍‌ ମଧ୍ୟରେ ଆନୁମାନିକ ପ୍ରାୟ ୩କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ମାଇଚିଆ କହି ଚିଡ଼େଇବାରୁ ଛାତ୍ରଙ୍କ ଆତ୍ମହତ୍ୟା

ଚେନ୍ନାଇ: ସ୍କୁଲରେ ସାଙ୍ଗମାନେ ମାଇଚିଆ କହି ଚିଡ଼ାଉଥିବାରୁ ତାମିଲନାଡୁ ନିରୁଞ୍ଜଲାକୁଡ଼ି ଗ୍ରାମର ଦଶମ ଶେଣୀ ଛାତ୍ର ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିବା ଘଟଣାନ ଚାଞ୍ଚଲ୍ୟ ଖେଳାଇଦେଇଛି। ମୃତ୍ୟୁ ପୂର୍ବରୁ ଛାତ୍ର ଜଣକ ଲେଖିଥିବା ଚିଠିରୁ ଘଟଣା ସମ୍ପର୍କରେ ଜଣାଯାଇଛି। ଶ୍ରେଣୀର ୪ ଜଣ ସହପାଠୀ…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ରେ ଆଲୋଚନା କଲେ ମୋଦି-ଟ୍ରମ୍ପ

ନୂଆଦିଲ୍ଲୀ: ମାଳଦ୍ୱୀପରେ ଜାରି ରହିଥିବା ରାଜନୈତିକ ସଙ୍କଟ ସମ୍ପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫୋନ୍‌ରେ କଥା ହୋଇଛନ୍ତି। ଏଭଳି ସ୍ଥିତିରେ ଏକ ଗାଣତନ୍ତ୍ରିକ ରାଷ୍ଟ୍ରକୁ କିଭଳି ସାହାଯ୍ୟ କରିହେବ ସେନେଇ ଉଭୟ ରାଷ୍ଟ୍ରନେତା ସେମାନଙ୍କ…
ଅଧିକ ଖବର ଦେଖନ୍ତୁ...

ମାଟି ତଳୁ ମିଳିଲା ପ୍ରାଚୀନ ଖଣ୍ଡା

ଯଶିପୁର : ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଯାମୁକେଶ୍ୱର ଗ୍ରାମରେ ଆଜି ମାଟିତଳୁ ୧୯ଟି ପ୍ରାଚୀନ ଖଣ୍ଡା ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଯାମୁକେଶ୍ୱର ଗ୍ରାମର ବଡ଼ପୋଖରୀ ନିକଟ ପଡ଼ିଆରୁ ମାଟି ଖୋଳିବା ବେଳେ ଏହି ପ୍ରାଚୀନ ଖଣ୍ଡା ବାହାରିଥିଲା। ସୂଚନା ଅନୁସାରେ, ସ୍ଥାନୀୟ…
ଅଧିକ ଖବର ଦେଖନ୍ତୁ...

ଡ୍ରାଇଭିଂ ଲାଇସେନ୍ସ ପାଇଁ ଆଧାରକୁ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରିହେବ

ନୂଆଦିଲ୍ଲୀ : ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦେନ ବେଳେ ‘ଆଧାର’କୁ ବୟସ ଓ ଠିକଣା ପ୍ରମାଣପତ୍ର ଭାବେ ବ୍ୟବହାର କରାଯାଇପାରିବ । ଡ୍ରାଇଭିଂ ଲାଇସେନ୍ସ ଆବେଦନ ସଂକ୍ରାନ୍ତରେ ଥିବା ପ୍ରସ୍ତାବିତ ସଂଶୋଧିତ ନିୟମାବଳୀରେ ଏହି ବ୍ୟବସ୍ଥା ରହିଥିବା ଜଣାଯାଇଛି । କେନ୍ଦ୍ର ସଡ଼କ ପରିବହନ ଓ…
ଅଧିକ ଖବର ଦେଖନ୍ତୁ...