Daily Archives

February 10, 2018

କଟକ ମହାନଗରରେ ୧୫ରୁ ୧୭ ସ୍ୱଚ୍ଛ ଭାରତ ସର୍ବେକ୍ଷଣ

କଟକ : ଫେବ୍ରୁଆରି ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କଟକ ମହାନଗରରେ ହେବ ସ୍ୱଚ୍ଛ ଭାରତ ସର୍ବେକ୍ଷଣ। କେନ୍ଦ୍ରରୁ ଆସିଥିବା ପ୍ରତିନିଧି ଦଳ କଟକ ମହାନଗରର ସ୍ୱଚ୍ଛତା ପରୀକ୍ଷା କରି ରିପୋର୍ଟ ଦେବେ। ସେହି ଅନୁଯାୟୀ କଟକର ର‍୍ୟାଙ୍କ ପ୍ରସ୍ତୁତ ହେବ। ସ୍ୱଚ୍ଛତା କ୍ଷେତ୍ରରେ କଟକର ପୂର୍ବ ରେକର୍ଡ…
ଅଧିକ ଖବର ଦେଖନ୍ତୁ...

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ପ୍ରତିବାଦରେ ବାଲେଶ୍ୱର ବନ୍ଦ ସଫଳ

ବାଲେଶ୍ୱର : ବାଲେଶ୍ୱର ସହରରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ଟିୟୁଏସିସିର ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି। ସହରର ପରିସ୍ଥିତିକୁ ନେଇ ଭିତରେ ଭିତରେ କ୍ଷୁବ୍ଧ ଓ ଅସନ୍ତୁଷ୍ଟ ହୋଇଥିବା ଲୋକେ ଆଜିର ୧୨ ଘଣ୍ଟିଆ ବନ୍ଦକୁ ସ୍ୱତଃସ୍ଫୁର୍ତ୍ତ ସମର୍ଥ ଦେଇଥିବା ସ୍ପଷ୍ଟ ହୋଇ ଯାଇଛି।…
ଅଧିକ ଖବର ଦେଖନ୍ତୁ...

ଶିଶୁକୁ ଦୁଷ୍କର୍ମ ପରେ ହତ୍ୟା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ଜଣେ ୮ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ଅପହରଣ ପରେ ହତ୍ୟା କରିଥିବା ଅଭିଯୋଗରେ ଆଜି କ୍ରାଇମ୍‌ ବ୍ରାଞ୍ଚ ଜମ୍ମୁ କଶ୍ମୀରର ସ୍ୱତନ୍ତ୍ର ପୁଲିସ ଅଧିକାରୀ ଦୀପକ ଖୁଜାରିଆ(୨୮)କୁୁ ଗିରଫ କରିଛି। ନମୋଡ଼ ସମ୍ପ୍ରଦାୟର ଜଣେ ୮ ବର୍ଷର ଶିଶୁ ନିଖୋଜ ହୋଇଯାଇଥିବା ସମ୍ପର୍କରେ…
ଅଧିକ ଖବର ଦେଖନ୍ତୁ...

ବିଦା ହେବେ ୧୩ ହଜାର ରେଳ କର୍ମଚାରୀ

ନୂଆଦିଲ୍ଲୀ: ଅନୁମତି ନନେଇ ଦୀର୍ଘ ଦିନ ଧରି ନିଜ କର୍ତ୍ତବ୍ୟସ୍ଥଳରେ ଅନୁପସ୍ଥିତ ରହିବା ଘଟଣା ରେଳବାଇ କର୍ମଚାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରେଲ ବିଭାଗ ସେ ପ୍ରକାର ୧୩ ହଜାର କର୍ମଚାରୀଙ୍କୁ ବହିଷ୍କାର କରିବ ବୋଲି ଜଣାଯାଇଛି।…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ ମରୁଭୂମିରେ ସୁନା ଖଣି

ଜୟପୁର, : ରାଜସ୍ଥାନର ମରୁଭୂମିରେ ଏକ ବିରାଟ ସୁନାଖଣିର ସନ୍ଧାନ ମିଳିବା ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭୂବୈଜ୍ଞାନିକ ସର୍ବେକ୍ଷଣର ରିପୋର୍ଟ ମୁତାବକ, ରାଜସ୍ଥାନର ବଂସଓ୍ଵାଡ଼ା ଓ ଉଦୟପୁର ଜିଲ୍ଲାରେ ସାଢ଼େ ଏଗାର କୋଟି ଟନ୍‌ ସୁନା ଗଚ୍ଛିତ ଥିବା ଖଣି ରହିଛି। ଏଥି…
ଅଧିକ ଖବର ଦେଖନ୍ତୁ...

ଦେଶର ୧୦ଟି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳ ତାଲିକାରେ ଓଡ଼ିଶା ନାହିଁ

ନୂଆଦିଲ୍ଲୀ:  ଓଡ଼ିଶାର କୌଣସି ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳଖଉ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ୧୦ଟି ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନସ୍ଥଳ ତାଲିକାରେ ସାମିଲ କରାଯାଇନଥିବା ଜଣାପଡ଼ିଛି । କେନ୍ଦ୍ର ଅର୍ଥମନ୍ତ୍ରୀ  ଅରୁଣ ଜେଟ୍‌ଲି  ବଜେଟ ଅଭିଭାଷଣରେ ଦେଶର…
ଅଧିକ ଖବର ଦେଖନ୍ତୁ...

ଅଟୋ ଏକ୍ସପୋରେ ବିଏମ୍‌ଡବ୍ଲ୍ୟୁ ପକ୍ଷରୁ ମିନି ଏବଂ ମୋଟୋରାଡର

ନୂଆଦିଲ୍ଲୀ: ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ପକ୍ଷରୁ ପ୍ରଥମଥର ପାଇଁ ଅଟୋ ଏକ୍ସପୋ ୨୦୧୮ ରେ ବିଏମ୍‌ଡବ୍ଲ୍ୟୁ ୬ ସିରିଜ ଗ୍ରାନ୍‌ ଟୁରିଜ୍‌ମୋ ଏବଂ ଦି ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌-୫ର ଶୁଭାରମ୍ଭ କରାଯାଇଛି। ବିଏମ୍‌ଡବ୍ଲ୍ୟୁ ପାଭିଲିଅନ ଠାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଏମ୍‌ଡବ୍ଲ୍ୟୁ…
ଅଧିକ ଖବର ଦେଖନ୍ତୁ...

ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରେଷ୍ଠ ଗୁରୁ: ନବୀନ ପଟ୍ଟନାୟକ

ପୁରୀ: ଆମର ଗୁରୁ ପରମ୍ପରାରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ଶ୍ରେଷ୍ଠ ଗୁରୁ। ସମାଜରେ ଆଧ୍ୟାତ୍ମିକତାର ପ୍ରସାରରେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ମାର୍ଗ ଦର୍ଶନ ଗୁରୁତ୍ୱ ଭକ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର କହିଛନ୍ତି। ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକର ରୌପ୍ୟ ଜୟନ୍ତୀ…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଦିନିକିଆରେ ଧାଓ୍ଵନଙ୍କ ଧମାଲ, ଦକ୍ଷିଣ ଆଫ୍ରିକାକୁ ୨୯୦ ରନ୍‌ ଟାର୍ଗେଟ ଦେଲା ଭାରତ

ଜୋହାନେସବର୍ଗ: ଶିଖର ଧାଓ୍ଵନଙ୍କ ଶତକ(୧୦୯) ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ(୭୫) ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ ହରାଇ ୨୮୯ ରନ୍‌ ସଂଗ୍ରହ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ବିଜୟ ପାଇଁ ୨୯୦ ରନ୍‌ ଟାର୍ଗେଟ ମିଳିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ୩ଟି ଦିନିକିଆରେ…
ଅଧିକ ଖବର ଦେଖନ୍ତୁ...

ଲାଗିବ ସ୍ମାର୍ଟ ଏଟିଏମ୍‌ : ଟିପ ଚିହ୍ନ ଦେଇ ଟଙ୍କା ଉଠାଇହେବ

ନୂଆଦିଲ୍ଲୀ: ଖୁବଶୀଘ୍ର ଏଟିଏମ୍‌ ଗୁଡିକର ନବକଳେବର ହେବାକୁ ଯାଉଛି । ପ୍ରାୟ ୧୦ ବର୍ଷ ଧରି ବ୍ୟାଙ୍କମାନେ ଏଟିଏମ ମେସିନଗୁଡ଼ିକରେ ବିଶେଷ କିଛି ପରିବର୍ତ୍ତନ କରିନଥିଲେ । ପୁଣି ଏବେ ସୁଦ୍ଧା ଏଟିଏମଗୁଡିକ ଓ୍ଵିଣ୍ଡୋ ଏକ୍ସପି ସଫ୍ଟଓ୍ଵାର (ଅପରେଟିଂ ସିଷ୍ଟମ) ଦ୍ୱାରା ପରିଚାଳିତ ହେଉଛି । କିନ୍ତୁ…
ଅଧିକ ଖବର ଦେଖନ୍ତୁ...