Daily Archives

February 10, 2018

ପାଣ୍ଡିଆନଙ୍କ ବାସଭବନ ଆକ୍ରମଣ ଘଟଣା: ବିଜେପି ଯୁବ ମୋର୍ଚ୍ଚା କର୍ମୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭି.କାର୍ତ୍ତିକେୟନ ପାଣ୍ଡିଆନଙ୍କ ବାସଭବନରେ ବିଜେପି ଯୁବ ମୋର୍ଚ୍ଚା କର୍ମୀ ପଶି ଗୋବର ଫିଙ୍ଗିବା ଓ ଭଙ୍ଘାରୁଜା ଘଟଣାରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଘୋଷଣା କରିଛନ୍ତି । ଏହି ଘଟଣାରେ ସଂପୃକ୍ତ ଥିବା ୪…
ଅଧିକ ଖବର ଦେଖନ୍ତୁ...

ସଉତୁଣୀର ଝିଅକୁ ଇଟାରେ ଛେଚି ମାରିଲେ, ରାଗ ନଥମିବାରୁ ୪ଘଣ୍ଟା ଧରି ଛୁରୀରେ ମୃତଦେହକୁ ଖଣ୍ଡଖଣ୍ଡ କଲେ

ଡେରାଡୁନ୍‌: ମା’ ଓ ସନ୍ତାନର ସମ୍ପର୍କର ଖୁବ୍‌ ମଧୁର। ତେବେ ନିକଟରେ ଜଣେ ସାବତ ମା’ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ସଉତୁଣୀର ଝିଅକୁ ଶୋଇଥିବା ଅବସ୍ଥାରେ ଇଟାରେ ଛେଚି ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି।…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ : ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ଅଭିଯୋଗରେ ଗିରଫ ହେଲେ ସ୍ୱତନ୍ତ୍ର ପୁଲିସ ଅଧିକାରୀ

ଜମ୍ମୁ : ଗତ ଜାନୁଆରିରେ ଜମ୍ମୁର କଠୁଆ ଜିଲ୍ଲାରେ ହୋଇଥିବା ଦୁଷ୍କର୍ମ ଏବଂ ହତ୍ୟାରେ ସଂପୃକ୍ତି ଥିବା ନେଇ ଜଣେ ସ୍ୱତନ୍ତ୍ର ପୁଲିସ ଅଧୀକାରୀଙ୍କୁ ଗିରଫ କରିଛି ସ୍ୱତନ୍ତ୍ର ତଦନ୍ତକାରୀ ଦଳ । ଏହି ସ୍ୱତନ୍ତ୍ର ପୁଲିସ ଅଧିକାରୀ ଜଣେ ୮ବର୍ଷିୟ ନାବାଳିକା ସହ ଦୁଷ୍କର୍ମ କରିବା ପରେ ଗଳା କାଟି…
ଅଧିକ ଖବର ଦେଖନ୍ତୁ...

ଏଣିକି ମୋବିକ୍ୱିକ୍‌ରେ ମିଳିବ ଜିଓଫୋନ୍‌, କିପରି ପାଇବେ ଜାଣନ୍ତୁ

ନୂଆଦିଲ୍ଲୀ: ରିଲାଏନ୍ସ ଜିଓର ଲୋକପ୍ରିୟ ଶସ୍ତା ୪ଜି ଫୋନ ଏବେ ଡିଜିଟାଲ ପେମେଣ୍ଟ ଆପ୍‌ ମୋବିକ୍ୱିକ୍‌ରେ ମିଳିବ । ଏ ନେଇ ଉଭୟ କମ୍ପାନି ମଧ୍ୟରେ ବୁଝାମଣା ହୋଇଛି ।  ପୂର୍ବରୁ କେବଳ ଜିଓର ନିଜସ୍ୱ େଓ୍ଵବସାଇଟ୍‌ ଜିଓଡଟ୍‌କମରେ ଏହି ଫୋନ ମିଳୁଥିଲା । ଆହୁରି ମଧ୍ୟ ମୋବିକ୍ୱିକ୍‌ରେ ଏହି ଫୋନଟି…
ଅଧିକ ଖବର ଦେଖନ୍ତୁ...

ଏହି ୨ ଦ୍ୱୀପକୁ କାହିଁକି ଯିବାକୁ ମନା: ସ୍ନେକ୍‌ ଆଇଲାଣ୍ଡ୍‌ରେ ପ୍ରତି ବର୍ଗ ମିଟରରେ ଦେଖିବେ ସାପ

ଆପଣ ଶୁଣିଥିବେ ଏପରି ଅନେକ ସ୍ଥାନ ରହିଛି ଯେଉଁଟଠିକୁ ଯିବାକୁ ବାରଣ କରାଯାଇଛି। ମାତ୍ର କେତେକ ସମୟରେ ଏପରି କିଛି ସ୍ଥାନ ପ୍ରଦର୍ଶକଙ୍କ ପାଇଁ ଖୋଲାଯାଇଥାଏ। ସେହିପରି ଦୁଇଟି ଦ୍ୱୀପ ରହିଛି ଯେଉଁଠିକି ଯିବାକୁ ବାରଣ କରାଯାଇଛି। ନର୍ଥ ସେନ୍‌ଟିନେଲ୍‌ ଆଇଲାଣ୍ଡ୍‌: ବଙ୍ଗୋପସାଗରର…
ଅଧିକ ଖବର ଦେଖନ୍ତୁ...