Daily Archives

February 10, 2018

ଜମ୍ମୁ: ଆତଙ୍କୀ ଆକ୍ରମଣ ପରେ ଅପରେସନରେ ସାମିଲ ହେଲା ପାରା କମାଣ୍ଡୋ, ୨ ଯବାନ ସହିଦ୍

ଜମ୍ମୁ: ସୁଞ୍ଜବା ଆର୍ମି ଶିବିର ଉପରେ ଶନିବାର ସକାଳୁ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ ହୋଇଛନ୍ତି। ତାଙ୍କ ଭିତରୁ  ଜଣେ ଜେସିଓ ହୋଇଥିବା ବେଳେ ଅାଉ ଜଣେ ଅଣ-ଅଧିକାରୀ ବର୍ଗର ଯବାନ। ଏହା ଜମ୍ମୁରେ ପରେ ଉତ୍ତେଜନା ଦେଖାଯାଇଛି। ଆକ୍ରମଣ ପରେ ଭାରତୀୟ ସେନାଧ୍ୟକ୍ଷ ସୁଞ୍ଜବାରେ…
ଅଧିକ ଖବର ଦେଖନ୍ତୁ...

ବିବାହରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରି, ୧୫ଲକ୍ଷ ଟଙ୍କାର କାର ଯୌତୁକ ଦେଲା ପରେ ବି ନବବଧୂକୁ ହତ୍ୟା

ଶାହଜହାପୁର: ଉତ୍ତରପ୍ରଦେଶର ଶାହାଜହାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌତୁକ ଲୋଭରେ ଜଣେ ନବବଧୂକୁ ଶାଶୁଘର ଲୋକ ହତ୍ୟା କରାଯିବାର ଏକ ମାମଲା ପୁଣି ସାମ୍ନାକୁ ଆସିଛି। ଯୌତୁକରେ ଇଷ୍ଟର ଗାଡ଼ି ନଦେବାକୁ ବଧୂକୁ ଶାଶୁଘର ଲୋକ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ମୃତ୍ୟୁ ପୂର୍ବରୁ ଶାଶୁଘର…
ଅଧିକ ଖବର ଦେଖନ୍ତୁ...

ଅସହାୟ ମହିଳାଙ୍କୁ ଗୋଇଠା, ଚାପୁଡ଼ା ମାରୁଥିବା ଯୁବକ ସିିସିଟିଭିରେ କଏଦ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବରେଇଲି ଜିଲ୍ଳାରେ ଦେଖିବାକୁ ମିଳିଛି ଏକ ଲଜ୍ଜାଜନକ ଘଟଣା। ଜଣେ ଯୁବକ ତାଙ୍କଠାର ବୟସ୍କା ଜଣେ ମହିଳାଙ୍କୁ ଗୋଇଠା ଓ ମାଡ଼ ମାରୁଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ମହିଳା ଜଣକ ଛିଡ଼ା ହେବା ପାଇଁ ଚେଷ୍ଟା କରୁଥିବା ବେଳେ ଯୁବକ…
ଅଧିକ ଖବର ଦେଖନ୍ତୁ...

ଲିଫ୍ଟରେ ଫସିଲେ କ୍ରିତି ସାନନ୍‌, ଘଣ୍ଟାଏ କାଳ ଟ୍ଵିଟରରେ ପ୍ରଶଂସକଙ୍କ ସହ ମଉଜ କଲେ !

ମୁମ୍ବାଇ : ଏକ କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇ ଲିଫ୍ଟରେ ଫସି ଯାଇଥିଲେ ଦିଲ୍‌ଓ୍ଵାଲେ ଗର୍ଲ କ୍ରିତି ସାନନ୍‌ । ପାଖାପାଖି ଏକ ଘଣ୍ଟା ପରେ ତାଙ୍କୁ ଲିଫ୍ଟରୁ ବାହାର କରା ଯାଇଥିଲା । କିନ୍ତୁ ମଜାଦାର କଥା ହେଉଛି, ଲିଫ୍ଟରେ ଫସିବାରେ ଚିନ୍ତା ଛାଡ଼ି ଲିପ୍ଟ ଭିତରେ ୩ଜି ନେଟ୍‌ଓ୍ଵାର୍କ କିପରି…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଦିନିକିଆ: ଧାଓ୍ଵନଙ୍କ ଶତକ, ଟିମ୍‌ ଇଣ୍ଡିଆର ସ୍କୋର ୨୦୦ ରନ୍‌, ବଜ୍ରପାତ ଯୋଗୁଁ ଅଟକିଲା ମ୍ୟାଚ୍‌

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ୩ଟି ଦିନିକିଆରେ ଅଦ୍ଭୁତପୂର୍ଣ୍ଣ ବିଜୟ ହାସଲ କରିବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ କୋହଲିଙ୍କ ବିରାଟ ବାହିନୀ ୬ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ନିଜର ନାମରେ କରିବାକୁ ଲକ୍ଷ୍ୟ ରଖିଛି। ଜୋହାନେସବର୍ଗରେ ୪ର୍ଥ ଦିନିକିଆରେ ଟସ୍‌ ଜିଣି…
ଅଧିକ ଖବର ଦେଖନ୍ତୁ...

ପୁରସ୍କାର ଘୋଷିତ ନକ୍ସଲ ଦମ୍ପତ୍ତିଙ୍କ ବିଜାପୁରରେ ଆତ୍ମସମର୍ପଣ, ମହରାଷ୍ଟ୍ରରୁ ଗିରଫ ହେଲେ ପତି-ପତ୍ନୀ ରମନ୍ନା-ପଦ୍ମା

ମାଲକାନଗିରି: ପୁରସ୍କାର ଘୋଷିତ ନକ୍ସଲ ଦମ୍ପତ୍ତି ଶନିବାର ପଡୋଶୀ ଛତିଶଗଡ଼ର ବିଜାପୁର ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ବେଳେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାର ଏକ ଜଙ୍ଗଲରୁ ଶୁକ୍ରବାର ରାତିରେ ମାଓବାଦୀ ରମନ୍ନା ଓ ପତ୍ନୀ ପଦ୍ମା ଗିରଫ ହୋଇଛନ୍ତି। ଛତିଶଗଡ଼ରେ ଆତ୍ମସମର୍ପଣ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ କାରଣ ପାଇଁ ‘ପ୍ୟାଡ୍‌ମ୍ୟାନ୍‌’ ନିଶ୍ଚୟ ଦେଖନ୍ତୁ

ଖିଲାଡି ଅକ୍ଷୟ କୁମାରଙ୍କ ଅଭିନୀତ ସିନେମା ପ୍ୟାଡମ୍ୟାନ ଗତକାଲି ରିଲିଜ୍‌ ହୋଇଛି। ଯେଉଁଥିରେ ରହିଛି ଅନେକ ମଜାଦାର ଦୃଶ୍ୟ ସହିତ ସଚେତନତାର ବାର୍ତ୍ତା। ଆଉ ଏଥିପାଇଁ ହିଁ ଆପଣ ଏହି ସିନେମାଟିକୁ ଦେଖିବା ନିହାତି ଦରାକାର। ତେବେ ଆସନ୍ତୁ ଜାଣିବା ସିନେମାର ୫ଟି ବଡ଼ କାରଣ ବିଷୟରେ, ଯେଉଁଥିପାଇଁ…
ଅଧିକ ଖବର ଦେଖନ୍ତୁ...

ହନୁମାନଙ୍କ ଜନ୍ମସ୍ଥଳୀରେ ହଟ୍‌ ଡ୍ରେସ୍‌ରେ ପିନ୍ଧି ଫଟୋ ଉଠାଇଲେ ସେଲିବ୍ରିଟି , ଜାଣନ୍ତୁ କ’ଣ ମିଳୁଛି ପ୍ରତିକ୍ରିୟା

ନୂଆଦିଲ୍ଲୀ: ‘ବିଗ୍‌ବସ୍‌’ ସିଜନ୍‌-୧୦ରେ ପ୍ରତିଯୋଗୀ ଥିବା ନିତିଭା କୋଲ ନିଜର ଏକ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରି ବିବାଦରେ ଅଛନ୍ତି। କର୍ଣ୍ଣାଟକରେ ଛୁଟି କଟାଇବାକୁ ଯାଇ ନିତିଭା ହନୁମାନଙ୍କ ଜନ୍ମସ୍ଥଳୀରେ ଏକ ହଟ ଫଟୋ ଉଠାଇଛନ୍ତି। ଯାହାକୁ ନେଇ ତାଙ୍କ ଫ୍ୟାନ୍‌ଫଲୋୟୋର୍ସ ଅସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ବିଶାଖାପାଟଣା ସମୁଦ୍ରରୁ ମିଳିଲା ପିଏନଏସ୍‌ ଘାଜିର ଧ୍ୱଂସାବଶେଷ, କହିବ ଭାରତୀୟ ନୌସେନାର ବିଜୟ ଗାଥା

ବିଶାଖାପାଟଣା: ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ଆଇଏନଏସ ରାଜପୁତ ଦ୍ୱାରା ଧ୍ୱଂସ ପ୍ରାପ୍ତ ହୋଇଥିବା ପାକିସ୍ତାନର ପ୍ରଥମ ଲଢୁଆ ବୁଡ଼ାଜାହଜ ପିଏନଏସ ଘାଜିର ଧ୍ୱଂସାବଶେଷର ସନ୍ଧାନ ମିଳିଛି । ବିଶାଖାପାଟଣା ଉପକୂଳରେ ଏହି ଧ୍ୱାଂସାବଶେଷ ମିଳିଛି । ବିଶାଖାପାଟଣା ବନ୍ଦରଠାରୁ…
ଅଧିକ ଖବର ଦେଖନ୍ତୁ...