Daily Archives

February 11, 2018

ପାଣ୍ଡିଆନଙ୍କ ଘର ଉପରକୁ ଗୋବର ମାଡ଼ ଘଟଣାକୁ ସମାଲୋଚନା

ଭାରତବର୍ଷରେ ପ୍ରଥମ ଘଟଣା: ସାଂସଦ ଭର୍ତ୍ତୃହରି ମହତାବ ବିଜେପି ଓ ବୈଜୟନ୍ତଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ:ମନ୍ତ୍ରୀ ପ୍ରତାପ ଜେନା କଟକ :ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନକୁ ବିଜେପି କର୍ମୀଙ୍କ ଗୋବର ମାଡ ଘଟଣାକୁ ଅତ୍ୟନ୍ତ କଡା…
ଅଧିକ ଖବର ଦେଖନ୍ତୁ...

ସମୟ ପୂର୍ବରୁ ନିର୍ବାଚନ ସମ୍ଭାବନା ନାହିଁ: ଜେଟ୍‌ଲି

ନୂଆଦିଲ୍ଲୀ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗରେ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଚାହୁଥିବା ବେଳେ ସମୟ ପୂର୍ବରୁ ସାଧାରଣ ନିର୍ବାଚନ ହେବାନେଇ ନାନା କଳ୍ପନାଜଳ୍ପନା ଚାଲିଛି। କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଆଗୁଆ ନିର୍ବାଚନ ସମ୍ଭାବନା ଦୃଷ୍ଟିରୁ…
ଅଧିକ ଖବର ଦେଖନ୍ତୁ...

୩୦ଫୁଟ କୂଅରୁ ଛୁଆ ଭାଲୁ ଉଦ୍ଧାର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ଥାନା ବୁଢ଼ାବଣ ଗ୍ରାମର ଏକ ୩୦ଫୁଟ ଗଭୀର କୂଅରୁ ଆଜି ଏକ ଭାଲୁ ଛୁଆକୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସକାଳେ ଭାଲୁ ଛୁଆଟି ବୁଢ଼ାବଣ ଗ୍ରାମର ଏକ ପୋଖରୀ ହୁଡ଼ାରେ ବୁଲୁଥିବା ଦେଖି ଗ୍ରାମବାସୀ ଧରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଭାଲୁ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରେ ପିପିଲି ଅଗ୍ନିକାଣ୍ଡ ପୀଡ଼ିତା : ବାପ-ଝିଅ ମୃତ, ମା’ ଗୁରୁତର

କଟକ : ପୁରୀ ଜିଲ୍ଲା ପିପିଲିର ଦାନଗହରି ଅଞ୍ଚଳରେ ଘଟିଥିବା ଅଗ୍ନିକାଣ୍ଡରେ ଆହତ ୩ ଜଣ ଆଜି ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ମେଡିକାଲ୍‌ରେ ପହଞ୍ଚିବା ପରେ ବାପା ମହମ୍ମଦ ଅବଦୁଲ୍‌ ଓ ଝିଅ ନଜୌ ବେଗମ୍‌ଙ୍କର ମୃତ୍ୟୁ ଘଟିଥିଲା ବେଳେ ମା’ ରେହମା ବିବିଙ୍କ ସ୍ୱାସ୍ଥ୍ୟାବସ୍ଥା…
ଅଧିକ ଖବର ଦେଖନ୍ତୁ...

ରେସ୍ତୋରାଁରେ ଆଇନ୍‌ ଛାତ୍ରଙ୍କୁ ବୀଭତ୍ସ ହତ୍ୟା

ଆହ୍ଲାବାଦ: ଆହ୍ଲାବାଦ ସହରର ଏକ ରେସ୍ତୋରାଁ ସାମ୍ନାରେ ଜଣେ ଆଇନ୍‌ ଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣରେ ବୀଭତ୍ସ ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ଭିଡିିଓ ସୋସିଆଲ ମିଡିିଆରେ ଭାଇରାଲ ହେବା ପରେ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ଛାନ୍‌ଭିନ୍‌ ଚଳାଇଛି। ଭିଡିଓ କ୍ଲିପ୍‌ ଅନୁସାରେ ୩-୪ଜଣ…
ଅଧିକ ଖବର ଦେଖନ୍ତୁ...

ଆସ୍‌ମା ଜାହାଙ୍ଗୀରଙ୍କ ପରଲୋକ

ନୂଆଦିଲ୍ଲୀ: ଜଣାଶୁଣା ବରିଷ୍ଠ ଆଇନଜୀବୀ ତଥା ମାନବାଧିକାର କାର୍ଯ୍ୟକର୍ତ୍ତା ଆସ୍‌ମା ଜାହାଙ୍ଗୀରଙ୍କ ଆଜି ଲାହୋରରେ ପରଲୋକ ଘଟିଛି । ତାଙ୍କୁ ୬୬ ବର୍ଷ ହୋଇଥିବା ବେଳେ ହୃଦ୍‌୍‌ଘାତରେ ମୃତ୍ୟୁ ଘଟିଥବା ପ୍ରକାଶ। କୁଳଭୂଷଣ ଯାଦବ ମାମଲାରେ ଆସ୍‌ମା ଜାହାଙ୍ଗୀର ପାକିସ୍ତାନ ସରକାରଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ବିଜେପି ଦୁର୍ନୀତିରେ ବିଶ୍ୱ ରେକର୍ଡ କରିଛି: ରାହୁଲ

କୋପାଲ(କର୍ଣ୍ଣାଟକ): କର୍ଣ୍ଣାଟକରେ କଂଗ୍ରେସର ସିଦ୍ଦରମେୟାଙ୍କ ସରକାର ସଂପୂର୍ଣ୍ଣ ଦୁର୍ନୀତିମୁକ୍ତ ଥିବା ବେଳେ ପୂର୍ବରୁ ଥିବା ବିଜେପି ସରକାର ଦୁର୍ନୀତିରେ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ଉତ୍ତର କର୍ଣ୍ଣାଟକରେ ପ୍ରଚାର ଅଭିଯାନ ଚଳାଇଥିବା…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ଭୋଟ ଦିଅନି : ନାଗାଲାଣ୍ଡରେ ବାପ୍ଟିଷ୍ଟ ଚର୍ଚ୍ଚର ଆହ୍ଵାନ

ଦିମାପୁର: ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ନିର୍ବାଚନ ପାଇଁ ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି । ତେବେ ଖ୍ରୀଷ୍ଟିଆନ ବହୁଳ ଏହି ଦୁଇ ରାଜ୍ୟରେ ବିଜେପି ପାଇଁ ଏକ ବଡ଼ ସମସ୍ୟା ଦେଖାଦେଇଛି ।  ବିଜେପିକୁ ଭୋଟ ନଦେବାକୁ ବାପ୍ଟିଷ୍ଟ ଚର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ପାଣ୍ଡିଆନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା: ଏକାଠି ହେଲେ ଆଇଏଏସ୍‌ ଅଧିକାରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା ବିରୋଧରେ ରବିବାର ଭାରତୀୟ ପ୍ରଶାସନିକ ଅଧିକାରୀମାନେ ଏକାଠି ହୋଇଛନ୍ତି। ଓଡ଼ିଶା କ୍ୟାଡ଼ରର ଅଧିକାଂଶ ଆଇଏଏସ୍‌ ଅଧିକାରୀ ଏଠାରେ ଅନୁଷ୍ଠିତ ଏକ ବୈଠକରେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

୬ଟି ଛକା ମାରି ଯୁବରାଜଙ୍କ ପଞ୍ଜାବ ରେକର୍ଡ ସହ ସମକକ୍ଷ ହେଲେ ୧୯ ବର୍ଷରୁ କମ୍‌ ଉପ-ଅଧିନାୟକ ଶୁବମନ

ନୂଆଦିଲ୍ଲୀ: ୧୯ ବର୍ଷରୁ କମ୍‌ ବିଶ୍ୱ କପ୍‌ରେ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ହାସଲ କରିଥିବା ଭାରତର ଉଦୟମାନ ଖେଳାଳି ଶୁବମନ ଗିଲ ରବିବାର ବରିଷ୍ଠ ଖେଳାଳିଙ୍କ ଭଳି ପ୍ରଦର୍ଶନ କରିଛନ୍ତି। ସେ ୧୨୩ ରନ୍‌ ହାସଲ କରି ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ…
ଅଧିକ ଖବର ଦେଖନ୍ତୁ...