Daily Archives

February 11, 2018

ଭାଇରାଲ ହେଉଥିବା ୩୫୦,୧୦୦୦ ଓ ୫୦୦୦ଟଙ୍କିଆ ନୋଟର ସତ୍ୟତା ସମ୍ପର୍କରେ ଜାଣନ୍ତୁ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ୩୫୦ଟଙ୍କିଆ, ୧୦୦୦ଟଙ୍କିଆ ଓ ୫୦୦୦ଟଙ୍କିଆ ନୋଟ ଘୁରି ବୁଲୁଛି। ଏହି ଫଟୋରେ ଦାବି କରାଯାଉଛି କି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଖୁବ୍‌ ଶୀଘ୍ର ଏହି ଟଙ୍କା ବଜାରରେ ପ୍ରବେଶ କରାଇବ। କେବଳ ଏତିକି ନୁହେଁ ୭୫ଟଙ୍କିଆ, ୧୦୦ଟଙ୍କିଆ, ୧୫୦ଟଙ୍କିଆ ଓ…
ଅଧିକ ଖବର ଦେଖନ୍ତୁ...

ନିରାପଦ ଯାତ୍ରା ପାଇଁ ଆପ୍‌ ତିଆରି କଲେ ଭାରତୀୟ ବଂଶୋଦ୍ଭବ ବାଳିକା

ଭର୍ଜିନିଆ: ଆମେରିକାର ଭର୍ଜିନିଆରେ ରହୁଥିବା ଏକ ଭାରତୀୟ ବଂଶୋଦ୍ଭବ ଝିଅ ଏପରି ଏକ ମୋବାଇଲ ଆପ୍‌ ବିକଶିତ କରିଛି ଯାହାକି ଲୋକମାନଙ୍କୁ ବିଶେଷକରି ମହିଳାମାନଙ୍କୁ ନିଜ ଗନ୍ତବ୍ୟସ୍ତଳରେ ନିରାପଦରେ ପହଞ୍ଚିବାକୁ ସାହାଯ୍ୟ କରିବ । ଏହି ଝିଅ ନାଁ ହେଉଛି ମେଧା ଗୁପ୍ତା । ଭର୍ଜିନିଆର ହରଡନରେ…
ଅଧିକ ଖବର ଦେଖନ୍ତୁ...

ବିମୁଦ୍ରାୟନର ୧୫ ମାସ ପରେ ବି ନୋଟ ଗଣୁଛି ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ଦେଶରେ ବିମୁଦ୍ରାୟନ ହେବାର ୧୫ ମାସ ବିତିଯାଇଥିଲେ ମଧ୍ୟ ରିଜର୍ଭ ବ୍ୟାଙ୍କ ଏପର୍ଯ୍ୟନ୍ତ ଅଚଳ ଟଙ୍କା ଗଣୁଛି। ଏହି କାମ ବେଶ ଜୋରସୋରରେ ଚାଲିଥିଲେ ମଧ୍ୟ ଏହା କେବେ ସରିବ ତାହା ରିଜର୍ଭ ବ୍ୟାଙ୍କ ମଧ୍ୟ କହିପାରୁନାହିଁ । ସୂଚନା ଅଧିକାର ବଳରେ ମିଳିଥିବା ସୂଚନା ଅନୁସାରେ ଗତ ବର୍ଷର ୩୦…
ଅଧିକ ଖବର ଦେଖନ୍ତୁ...

ନିଟ ପରୀକ୍ଷା ନିୟମରେ ପରିବର୍ତ୍ତନ, ଜାଣନ୍ତୁ କେଉଁ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇ ପାରିବେ

ନୂଆଦିଲ୍ଲୀ: ନିଟ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା। ମେଡିକାଲ କଲେଜଗୁଡିକର ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ଲାଗି ମଇ ୬ ତାରିଖରେ ନିଟ ପରୀକ୍ଷା ହେବ । ତେବେ ଚଳିତ ବର୍ଷ ନିଟ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

ଭୁବନେଶ୍ୱର: ଓଲିଉଡ଼ର ବର୍ଷିଆନ୍‌ ଅଭିନେତ୍ରୀ ମହାଶ୍ୱେତା ରାୟ ସୋମବାର ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ଯାଉଛନ୍ତି। ମହାଶ୍ୱେତାଙ୍କ ଯୋଗଦାନ ନେଇ ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ ରବିବାର ଏହି ସୂଚନା ଦେଇଛନ୍ତି। ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ…
ଅଧିକ ଖବର ଦେଖନ୍ତୁ...

୪୫ ବର୍ଷର ଜମାପୁଞ୍ଜିକୁ ନେଇ ବ୍ୟାଙ୍କରେ ପହଞ୍ଚିଲେ ଯୁବକ, ଏହାକୁ ଦେଖି ବ୍ୟାଙ୍କ କର୍ମଚାରୀଙ୍କର ଉଡ଼ିଲା ହୋସ, କାରଣ…

ସବୁ ଲୋକ ନିଜ ଭବିଷ୍ୟତକୁ ଆଖି ଆଗରେ ରଖି କରୁଥିବା ଆୟରୁ କିଛି କିଛି ସଞ୍ଚୟ କରି ରଖିଥାନ୍ତି । ଲୋକମାନଙ୍କୁ ଏହି କାମରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ମଧ୍ୟ ରହିଛି । କିନ୍ତୁ କିଛି ଲୋକ ନିଜେ ଆୟ କରୁଥିବା ଟଙ୍କା ବ୍ୟାଙ୍କରେ ଜମା ନ ରଖି ଘରେ ଜମା କରି ରଖିଥାନ୍ତି । ସେଭଳି ଏକ…
ଅଧିକ ଖବର ଦେଖନ୍ତୁ...

ପାହାଡ଼କୁ କାଟି ନିର୍ମାଣ କଲେ ୨୦୦୦ ବର୍ଗଫୁଟ୍‌ର ଘର, ଘରର ଭିତରର ସାଜସଜ୍ଜା ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ପୂର୍ବରୁ ବିଭିନ୍ନ ସେଲିବ୍ରିଟିମାନଙ୍କର ଘର ଭିତରର ସାଜସଜ୍ଜା ଆପଣଙ୍କୁ ଦେଖାଇଛୁ । ଯାହାକୁ ଦେଖିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଥିବେ ନିଶ୍ଚୟ । କିନ୍ତୁ ଆଜି ଆମେ ଯାହାଙ୍କ ବିଷୟରେ ଆପଣଙ୍କୁ ଜଣାଇବୁ ସେ କୌଣସି ସେଲିବ୍ରିଟି ନୁହନ୍ତି । ସେ ଆମେରିକାର ସାନ୍‌ ଇସିଡ୍ରୋ ଡେ ପାରା ଜଲେଡେନ୍‌ରେ…
ଅଧିକ ଖବର ଦେଖନ୍ତୁ...