Daily Archives

February 12, 2018

ଭାଲେଣ୍ଟାଇନ୍‌ ଡେ’କୁ ତୋଗାଡ଼ିଆଙ୍କ ସମର୍ଥନ : ପ୍ରେମ କରିବା ଯୁବକ-ଯୁବତୀଙ୍କ ଅଧିକାର

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସଭାପତି ପ୍ରବୀଣ ତୋଗାଡ଼ିଆ ଭାଲେଣ୍ଟାଇନ୍‌ ଡେ’କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ଯେ ପ୍ରେମ କରିବା ଯୁବକ-ଯୁବତୀଙ୍କ ଅଧିକାର ଏବଂ ଏଥିରୁ ସେମାନଙ୍କୁ କେହି ବଞ୍ଚିତ କରିାପରିବେ ନାହିଁ। ଯୁବକ-ଯୁବତୀ ପ୍ରେମ ନକଲେ ସୃଷ୍ଟି ଚାଲିପାରିବ…
ଅଧିକ ଖବର ଦେଖନ୍ତୁ...

ଇଜିପ୍ଟରେ ବିଦ୍ରୋହୀ ଦମନ ଅଭିଯାନ:୨୮ ନିହତ, ୯୨ ଗିରଫ

ସିନାଇ(ଇଜିପ୍ଟ), : ଇଜିପ୍ଟର ଉତ୍ତର ଓ କେନ୍ଦ୍ରୀୟ ସିନାଇ ଅଞ୍ଚଳରେ ସେନା ପକ୍ଷରୁ ଚାଲୁ ରହିଥିବା ବିଦ୍ରୋହୀ ଦମନ ଅଭିଯାନରେ ସୋମବାର ୧୨ ଜଣ ସନ୍ତ୍ରାସବାଦୀ ନିହତ ହୋଇଥିବା ବେଳେ ୯୨ ଜଣଙ୍କୁ ଗିରଫ କରାଯାଇଛି। ରବିବାର ମଧ୍ୟ ଅନୁରୂପ ଭାବେ ୧୬ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ପୁଲିସ ବାବୁଙ୍କୁ ଏସପିଙ୍କ ଛାଟ : ବିଳମ୍ବରେ ଆସିଥିବା ଯୋଗୁଁ ଘଣ୍ଟାଏ ଅଫିସ ବାହାରେ

ଭବାନୀପାଟଣା : କଳାହାଣ୍ଡି ପୁଲିସ ଏସପି ସୋମବାର ଜିଲ୍ଲା ପୁଲିସ ମୁଖ୍ୟାଳୟ କର୍ମଚାରୀଙ୍କୁ ଉଚିତ ଶିକ୍ଷା ଦେଇଛନ୍ତି। ବିଳମ୍ବରେ ଆସିଥିବା ପୁଲିସ କର୍ମଚାରୀଙ୍କୁ ଗେଟ ବନ୍ଦ କରିବା ଯୋଗୁଁ ଏକ ଘଣ୍ଟା ପର୍ଯ୍ୟନ୍ତ ସେମାନେ ବାହାରେ ହଟହଟା ହୋଇଥିଲେ। ଏସପି ମାଡ଼କର ସନ୍ଦିପ ସମ୍ପଦ ସୋମବାର…
ଅଧିକ ଖବର ଦେଖନ୍ତୁ...

ଦଳିତ ଆଇନ୍‌ ଛାତ୍ରଙ୍କ ହତ୍ୟା ଘଟଣା:ପ୍ରତିବାଦରେ ଆହ୍ଲାବାଦରେ ପୋଡ଼ାଜଳା

ଆହ୍ଲାବାଦ: ଆହ୍ଲାବାଦ ସହରର କଳିକା ରେସ୍ତୋରାଁ ସାମ୍ନାରେ ଦଳିତ ଆଇନ୍‌ ଛାତ୍ରଙ୍କୁ ବିଭତ୍ସ ହତ୍ୟା କରାଯିବା ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବିନେଇ ଆଜି ସହରରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି। କର୍ଣ୍ଣେଲଗଞ୍ଜ ପୁଲିସ୍‌ ଷ୍ଟେସନକୁ ଆଜି ଏକ ଛାତ୍ରଗୋଷ୍ଠୀ ଘେରାଉ କରି ମୃତ ଆଇନ୍‌ ଛାତ୍ର…
ଅଧିକ ଖବର ଦେଖନ୍ତୁ...

ଆଫଗାନ୍‌ ଶୈଳୀରେ କାର୍‌ ବୋମା ପ୍ରସ୍ତୁତି :ହ୍ଵାଟସ୍‌ ଆପ୍‌ରୁ ସୁରାକ୍‌ ପାଇଲା ଗୁଇନ୍ଦା ବିଭାଗ

ଶ୍ରୀନଗର: ଆଫଗାନିସ୍ତାନ ଶୈଳୀରେ କାର୍‌ ବୋମା ବିସ୍ଫୋରଣ କରି ସାରା ଦେଶରେ ଆତଙ୍କରାଜ୍‌ କରିବା ପାଇଁ କଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ଯୋଜନା ଚାଲିଥିବା ଜାଣିବାକୁ ମିଳିଛି। କିଛିଦିନ ପୂର୍ବେ ଶ୍ରୀନଗର ହସ୍ପିଟାଲରୁ ପୁଲିସ୍‌ କର୍ମୀଙ୍କୁ ହତ୍ୟା କରି ଫେରାର୍‌ ହୋଇଯାଇଥିବା ଲସ୍କର ଆତଙ୍କବାଦୀ…
ଅଧିକ ଖବର ଦେଖନ୍ତୁ...

ଏସ୍‌ସିବିରୁ ଡିସ୍‌ଚାର୍ଜ ହେଲେ ରାଜଶ୍ରୀ କାମିଳା

କଟକ : ବାଲେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଅଣ୍ଡାମାଡ଼ କରିଥିବା ରାଜଶ୍ରୀ କାମିଳା ଆଜି ଏସ୍‌ସିବି ମେଡିକାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି। ଚିକିତ୍ସା ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଡାକ୍ତରୀ ଦଳର ପରାମର୍ଶକ୍ରମେ ତାଙ୍କୁ ଏଠାରୁ ଯିବାକୁ ଅନୁମତି ଦିଆଯାଇଛି। ତେବେ ଆଉ ୧୦ ଦିନ ପରେ ସେ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମକୁ ବିରୋଧ କରିବାରୁ ନାବାଳିକାକୁ ଜାଳିଦେଲା

ରାଜଗଡ଼: ଦୁଷ୍କର୍ମକୁ ବିରୋଧ କରିବାରୁ ୧୩ ବର୍ଷିୟା ନାବାଳିକାଙ୍କୁ କିାରାସିନ୍‌ ଢାଳି ଜାଳିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ନାବାଳିକାଙ୍କୁ ଗରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି।…
ଅଧିକ ଖବର ଦେଖନ୍ତୁ...

ଲାଞ୍ଚ ନେବା ବେଳେ କଟକ ସଦର ବ୍ଲକ୍‌ କୋର୍ଡିିନେଟର୍‌ ଗିରଫ

କଟକ : ସ୍ୱଚ୍ଛ ଭାରତ ଯୋଜନାରେ ଆସିଥିବା ଶୌଚାଳୟ ନିର୍ମାଣ ପାଇଁ ଟଙ୍କା ମଂଜୁର କରିବାକୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡିଛନ୍ତି କଟକ ସଦର ବ୍ଲକ୍‌ କୋର୍ଡିନେଟର୍‌ ସନ୍ତୋଷ କୁମାର କର। ମହାନଦୀବିହାର ସ୍ଥିତ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌-୧ ନିର୍ବାହୀ ଯନ୍ତ୍ରୀଙ୍କ ଅଧୀନରେ…
ଅଧିକ ଖବର ଦେଖନ୍ତୁ...

ମଦୁଆ ପୁଅ ମାଡ଼ରେ ମାଆର ମୃତ୍ୟୁ, ଅଭିଯୁକ୍ତ ଗିରଫ

କାଳିଆପାଣି : ଦୈତାରି ଥାନା ଅନ୍ତର୍ଗତ ରେବଣା ପଳାସପଳା ଗାଁରେ ଗତକାଲି ଏକ ଅଭାବନୀୟ କାଣ୍ଡ ଘଟିଛି। ଜନୈକ ମଦ୍ୟପ ପୁଅର ମାଡ଼ରେ ବିଧବା ମାଆର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ଜଣକ ମହାନ୍ତସାହିର ସ୍ୱର୍ଗତ କଷ୍ଟୁ ନାଏକଙ୍କ ପତ୍ନୀ ମାଳତୀ ବୋଲି ଜଣାପଡ଼ିଛି। ପୁଲିସ୍‌ ଅଭିଯୁକ୍ତ ପୁଅ…
ଅଧିକ ଖବର ଦେଖନ୍ତୁ...

ଓମାନ୍‌ରେ ମୋଦି: ଆଠ ରାଜିନାମା ସ୍ୱକ୍ଷର

ମସ୍କାଟ(ଓମାନ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଶ୍ଚିମ ଏସିଆର ତ୍ରିରାଷ୍ଟ୍ରୀୟ ଗସ୍ତକ୍ରମର ଆଜି ଶେଷ ଚରଣରେ ସେ ଓମାନ୍‌ର ସୁଲତାନଙ୍କ ସହ ଆଲୋଚନା କରିବା ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ୮ଟି ରାଜିନାମା…
ଅଧିକ ଖବର ଦେଖନ୍ତୁ...