Daily Archives

February 13, 2018

ସେନା ଶିବିରରେ ଆକ୍ରମଣ ଉଦ୍ୟମ ପଣ୍ଡ

ଜମ୍ମୁ: ସୁଞ୍ଜଓ୍ଵାନ ସେନା ଶିବିରରେ ଶନିବାର ଭୋର୍‌ ବେଳର ଆତଙ୍କବାଦୀ ଆକ୍ରମଣ ଘଟଣା ମନରୁ ନଲିଭୁଣୁ ଆଜି ଜମ୍ମୁ ସ୍ଥିତ ସେନା ଶିବିର ଉପରେ ଅନୁରୂପ ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ହୋଇଛି। ତେବେ ସତର୍କ ଥିବା ଯବାନମାନେ ଏହାକୁ ପଣ୍ଡ କରି ଏକ ବିରାଟ ଅଘଟଣକୁ ହଟେଇ ଦେଇପାରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ସୁଞ୍ଜଓ୍ଵାନା ସହିଦଙ୍କ ସଂଖ୍ୟା ୭ ହେଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ ସେନା ଶିବିରରେ ଉପରେ ଜୈଶ୍‌-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନ କରିଥିବା ଆକ୍ରମଣରେ ଆଉ ଜଣେ ଯବାନ ସହିଦ ହୋଇଛନ୍ତି। ପୂର୍ବରୁ ଜଣେ କନିଷ୍ଠ ସେନାଧିକାରୀ ଏବଂ ୫ ଜଣ ସୈନିକ ସହିଦ ହୋଇଥିବା ବେଳେ ଆଜି ସେନା ଶିବିରରେ ତଲାସ ଅଭିଯାନ ବେଳେ ଆଉ ଜଣେ ସୈନିକଙ୍କ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଆପ୍‌ ସରକାରକୁ ପୁରିଲା ତିନି ବର୍ଷ: ନକଲି ଡିଗ୍ରୀରୁ ନେଇ ସେକ୍ସ ସିଡ଼ି ଯାଏଁ ମାମଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସତ୍ତାରୂଢ ଆମ୍‌ ଆଦ୍‌ମୀ ପାର୍ଟି ସରକାରକୁ ବୁଧବାର ୩ବର୍ଷ ପୂରିଛି। ଏନେଇ ଦଳ ପକ୍ଷରୁ ଦିଲ୍ଲୀରେ ବିକାଶ ଯାତ୍ରାର ଆୟୋଜନ କରାଯାଇ ବିଗତ ୩ବର୍ଷରେ ଦିଲ୍ଲୀ ସରକାରଙ୍କ ବିଭିନ୍ନ ଉପଲବ୍‌ଧିକୁ ନେଇ ଲୋକଙ୍କ ପାଖରେ ପହଞ୍ଚାଯାଇଛି। ଏହି ସମୟ ଅବଧି ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ପାକ୍‌ର ପୁଣି ଧମକ: ଭାରତ ଭାଷାରେ ଜବାବ ଦିଆଯିବ

ନୂଆଦିଲ୍ଲୀ: ସର୍ଜିକାଲ ଷ୍ଟ୍ରାଇକ୍‌ ଭୟରେ ପିଳେହି ପାଣି ହୋଇଯିବା ପରେ ପାକିସ୍ତାନ ଆଜି ଭାରତକୁ ପୁଣିଥରେ ପରୋକ୍ଷ ଧମକ ଦେଇଛି। ସୁଞ୍ଜଓ୍ଵାନ୍‌ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଦିଦ୍‌ ଯବାନଙ୍କ ବଳିଦାନର ମୂଲ୍ୟ ପାକିସ୍ତାନକୁ ଦେବାକୁ ପଡ଼ିବ ବୋଲି ଗତକାଲି ଜମ୍ମୁରେ ପ୍ରତିରକ୍ଷା ମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଆନ୍ତର୍ଜାତିକ ଚାପରେ ମାନିଲା ପାକିସ୍ତାନ: ହାଫିଜ୍‌କୁ ଆତଙ୍କବାଦୀ ଘୋଷଣା!

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଚାପରେ ପାକିସ୍ତାନ ମୁଣ୍ଡ ନୁଆଁଇବା ସହ ମୁମ୍ବାଇ ବିସ୍ଫୋରଣର ମାଷ୍ଟରମାଇଣ୍ଡ୍‌ ତଥା ଜାମାତ୍‌-ଉଦ୍‌-ଦାଓ୍ଵା(ଜେୟୁଡି)ର ମୁଖ୍ୟ ହାଫିଜ୍‌ ସଇଦ୍‌କୁ ଆତଙ୍କବାଦୀ ଭାବେ ଘୋଷଣା କରିଛି। ସଂଗଠନର ମୁଖ୍ୟ କାର୍ଯ୍ୟାଳୟକୁ ସୁରକ୍ଷା ଦେବା ଲାଗି ପାକିସ୍ତାନ ପୁଲିସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ସେନାକୁ ୧୬ ହଜାର କୋଟିର ଆଧୁନିକୀକରଣ: ଆସିବ ୭.୪୦ ଲକ୍ଷ ଅତ୍ୟାଧୁନିକ ବନ୍ଧୁକ

ନୂଆଦିଲ୍ଲୀ : ଶତ୍ରୁ ପକ୍ଷଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଅଧିକ ସଜାଗ୍‌ ହୋଇପଡ଼ିଛି। ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ଆଜି ମୋଟ ୧୫ ହଜାର ୯୩୫ କୋଟି ଟଙ୍କାର ସରଞ୍ଜାମ କିଣିବାକୁ ମଞ୍ଜୁରି ମିଳିଛି।  ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ…
ଅଧିକ ଖବର ଦେଖନ୍ତୁ...

ସୁଟ୍‌କେସ୍‌ରୁ ମିଳିଲା ନିଖୋଜ ଶିଶୁର ଶବ

ନୂଆଦିଲ୍ଲୀ : ପାଖାପାଖି ମାସେ ତଳେ ନିଖୋଜ ହୋଇଯାଇଥିବା ଦିଲ୍ଲୀର ଏକ ଶିଶୁର ମୃତଦେହ ଆଜି ଏକ ସୁଟ୍‌କେସ୍‌ରୁ ମିଳିଛି। ଉତ୍ତରପଶ୍ଚିମ ଦିଲ୍ଲୀର ସ୍ୱରୂପନଗର ଅଞ୍ଚଳର ୭ ବର୍ଷୀୟ ଶିଶୁ ଆଶିଶକୁ ଅତି ନିର୍ମମ ଭାବେ ହତ୍ୟା କରାଯିବା ପରେ ତା’ ମୃତ ଶରୀରକୁ ଏକ ସୁଟ୍‌କେସ୍‌ ଭିତରେ ପୁରାଇ…
ଅଧିକ ଖବର ଦେଖନ୍ତୁ...

୧୫ଶହ ଟଙ୍କା ଲାଞ୍ଚ ନେଇ କିରାଣି ଗିରଫ

କେନ୍ଦ୍ରାପଡ଼ା: ୧୫ଶହ ଟଙ୍କା ଲାଞ୍ଚ ନେଇ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ କାର୍ଯ୍ୟାଳୟର ବରିଷ୍ଠ କିରାଣି ତଥା କର୍ମଚାରୀ ସଂଘ ସଭାପତି ଶୁଭେନ୍ଦୁ ତ୍ରିପାଠୀ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଶ୍ରୀ ତ୍ରିପାଠୀ ଏକ କ୍ଲବ୍‌ର ପଞ୍ଜୀକରଣ ପାଇଁ ଲାଞ୍ଚ…
ଅଧିକ ଖବର ଦେଖନ୍ତୁ...

‘ବାଂଲାର ରସଗୋଲା’କୁ ଆରଡିଟି ପକ୍ଷରୁ ପ୍ରତିବାଦ, ରଦ୍ଦ କରିବା ନେଇ ଦାବିପତ୍ର ପ୍ରଦାନ

ଚେନ୍ନାଇ: ‘ବାଂଲାର ରସଗୋଲା’କୁ ଚେନ୍ନାଇରେ ମଙ୍ଗଳବାର ବିରୋଧ କରାଯାଇଛି। ବାଂଲାର ନାଁରେ ମିଳିଥିବା ଭୌଗଳିକ ପରିଚିତ ଅର୍ଥାତ ଜିଆଇ ମାନ୍ୟତାକୁ ଅସିଦ୍ଧ ଘୋଷଣା କରିବା ପାଇଁ ଚେନ୍ନାଇସ୍ଥିତ ଇଣ୍ଟେଲକ୍‌ଚୁଆଲ ପ୍ରପର୍ଟି ଅଫିସରେ ଭୁବନେଶ୍ୱରର ରିଜିଓନାଲ ଡେଭଲପ୍‌ମେଣ୍ଟ ଟ୍ରଷ୍ଟ (ଆରଡିଟି)…
ଅଧିକ ଖବର ଦେଖନ୍ତୁ...

କୋଚିନ୍‌ ଜାହାଜ କାରଖାନାରେ ଦୁର୍ଘଟଣା: ଓଏନ୍‌ଜିସି ଜାହାଜରେ ବିସ୍ଫୋରଣ ଘଟି ୫ ମୃତ, ୧୦ ଆହତ

ନୂଆଦିଲ୍ଲୀ : କୋଚିନ୍‌ ଜାହାଜ ନିର୍ମାଣ ସଂସ୍ଥାରେ ଆଜି ଏକ ଜାହାଜରେ ବିସ୍ଫୋରଣ ଘଟି ୫ ଜଣଙ୍କର ପ୍ରାଣହାନୀ ହୋଇଥିବାବେଳେ ପାଖାପାଖି ୧୦ ଜଣ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ କୋଚିନ୍‌ ଜାହାଜ କାରଖାନାକୁ ମରାମତି ପାଇଁ ଯାଇଥିିବା ଓନ୍‌ଜିିସି ( ଅଏଲ ଆଣ୍ଡ ନ୍ୟାଚୁରାଲ ଗ୍ୟାସ କାର୍ପୋରେସନ୍‌)ର…
ଅଧିକ ଖବର ଦେଖନ୍ତୁ...