Daily Archives

February 14, 2018

ବିବାଦରେ ପ୍ରିୟା ପ୍ରକାଶଙ୍କ ଭାଲେଣ୍ଟାଇନ୍‌ ଭିଡିଓ

ହାଇଦ୍ରାବାଦ୍‌: ମାଲୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କ ଭାଲେଣ୍ଟାଇନ୍‌ ସଂଗୀତ ଭିଡିଓ ଇଣ୍ଟରନେଟ୍‌ରେ ଚହଳ ସୃଷ୍ଟି କରିବା ପରେ ଏହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହୋଇଛି । ଏହି ସଂଗୀତରେ ପ୍ରିୟାଙ୍କ ଅଭିବ୍ୟକ୍ତି ଏବଂ ନିର୍ଦ୍ଦେଶକଙ୍କ ଆଭିମୁଖ୍ୟ ଇସ୍‌ଲାମ ବିରୋଧୀ ବୋଲି ଦର୍ଶାଇ…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲରୁ ମିଳିଲା ଛୁଆ ଓ ମା ହାତୀର ଗଳିତ ମୃତ ଦେହ

ପର୍ଜଙ୍ଗ/କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ରଘୁଆବୋଲ ଗାଁ ନିକଟସ୍ଥ ଜଙ୍ଗଲରୁ ବୁଧବାର ସକାଳେ ଏକ ଛୁଆ ଓ ମାଆ ହାତୀର ଗଳିତ ମୃତଦେହ ବନ ବିଭାଗ ଜବତ କରିଛି। ଏକ ସପ୍ତାହ ପୂର୍ବରୁ ଛୁଆକୁ ଜନ୍ମ ଦେଇ ମାଈହାତୀର ମୃତ୍ୟୁ ଘଟିଥିବା କୁହାଯାଉଥିଲେ ହେଁ…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ର ପ୍ରଯୋଜକଙ୍କୁ ଆକ୍ରମଣ କରି ଲୁଟ୍‌

କେନ୍ଦ୍ରାପଡ଼ା : ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ପ୍ରଯୋଜକ ତଥା କେନ୍ଦ୍ରାପଡ଼ାର ଜଣାଶୁଣା ବ୍ୟବସାୟୀ ରବୀନ୍ଦ୍ର ମୋହନ ସାହୁଙ୍କୁ ଗତକାଲି ସନ୍ଧ୍ୟାରେ ଆକ୍ରମଣ କରି ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ସୁନା ଚେନ୍‌ ଲୁଟି ନେଇଛନ୍ତି। ବଡ଼ହାଟ ଗ୍ରାମର ଶ୍ରୀ ସାହୁ ମଙ୍ଗଳବାର ସନ୍ଧ୍ୟାରେ ସାନ୍ଧ୍ୟ…
ଅଧିକ ଖବର ଦେଖନ୍ତୁ...

ଅଣୁ ଅସ୍ତ୍ର କ୍ଷମତା ବଢ଼ାଉଛି ପାକିସ୍ତାନ

ନୂଆଦିଲ୍ଲୀ ପାକିସ୍ତାନ ଅଳ୍ପ ଦୂରତା ବିଶିଷ୍ଟ କ୍ଷୁଦ୍ର କ୍ଷେପଣାସ୍ତ୍ର ସମେତ ବିଭିନ୍ନ ପରମାଣୁ ଅସ୍ତ୍ରର ବିକାଶ କରୁଛି। କ୍ଷୁଦ୍ର ପରମାଣୁ ଅସ୍ତ୍ରର ବିକାଶ ଭାରତକୁ ଲକ୍ଷ୍ୟରେ ରଖି କରାଯାଉଥିବାରୁ ଏହା ସମଗ୍ର ଦକ୍ଷିଣ ଏସିଆକୁ ଅସ୍ଥିରତା ଭିତରକୁ ଟାଣିନେବ ବୋଲି ଆମେରିକା ଗୁଇନ୍ଦା ମୁଖ୍ୟ…
ଅଧିକ ଖବର ଦେଖନ୍ତୁ...

୯ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଆନ୍ଧ୍ର ପ୍ରଦେଶର ନରସିପାଟଣମ୍‌ ପୁଲିସ ନିକଟରେ ଆଜି ୯ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ବବଲି ରାଜୁ (୨୫), ଭି.ଭିରାନ୍ନା (୪୫), ଜରଥା ବାଲାରାଜୁ (୪୮), ପାଙ୍ଗି ମାଗେ (୪୫), ଜେ.ଗାଙ୍ଗାମା (୪୦), କାକୁରି ନାରାୟାଣମା (୪୦), କାକୁରି ପାର୍ବତୀ…
ଅଧିକ ଖବର ଦେଖନ୍ତୁ...

ତୀର ମାଡ଼ରେ ଯୁବକ ଗୁରୁତର

ଠାକୁରମୁଣ୍ଡା : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆଜି ଜଣେ ଯୁବକଙ୍କୁ ତୀର ମାଡ଼ ହୋଇଛି। ଏଥିରେ ଯୁବକ ଜଣକ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ମହୁଲଡିହା ଥାନା ଅନ୍ତର୍ଗତ ବାଉଁଶପାଣି ଗାଁର ପ୍ରମୋଦ ଦାସଙ୍କ ସାନପୁଅ ଉତ୍କଳକେଶରୀ (୩୦)। ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଆହ୍ଲାବାଦ୍‌ ଆଇନ ଛାତ୍ର ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ

ହାଇଦ୍ରାବାଦ୍‌: ଆହ୍ଲାବାଦ୍‌ ଆଇନ ଛାତ୍ର ଦିଲ୍ଲୀପ ସରୋଜ୍‌ଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଆଜି ପୁଲିସ ସୁଲତାନପୁରରୁ ଗିରଫ କରିଛି। ଗତ ଫେବ୍ରୁଆରି ୯ ତାରିଖରେ ଆହ୍ଲାବାଦ୍‌ ବିଶ୍ୱବିଦ୍ୟାଳୟର ଜଣେ ଦଳିତ ଆଇନ ଛାତ୍ର ଦିଲ୍ଲୀପଙ୍କୁ ଏକ ରେସ୍ତୋରାଁ ବାହାରେ କିଛି ଯୁବଗୋଷ୍ଠୀ ଅତି ନୃସଂଶ…
ଅଧିକ ଖବର ଦେଖନ୍ତୁ...

ସିଧୁଙ୍କୁ ମାଙ୍କଡ଼ କହିଲେ ସୁଖବୀର

ହାଇଦ୍ରାବାଦ୍‌: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ୧୯୮୪ ମସିହା ଶିଖ୍‌ ବିରୋଧୀ ଆନ୍ଦୋଳନ ନେଇ ଆକ୍ରମଣ କରିବାର କିଛିଦିନ ପରେ ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲ ପୁନର୍ବାର କ୍ରିକେଟରରୁ ରାଜନେତା ପାଲଟିଥିବା କଂଗ୍ରେସ ନେତା ନବଜୋତ ସିଂହ ସିଧୁୁଙ୍କୁ କଡ଼ା…
ଅଧିକ ଖବର ଦେଖନ୍ତୁ...

ଆହତ ଯୁବକଙ୍କୁ ବଞ୍ଚାଇବାକୁ ଯାଇ ରେଳ ଧାରଣାରେ ଠିଆ ହୋଇ ଚଳନ୍ତା ଟ୍ରେନକୁ ରୋକିଲେ ଏମ୍‌ବିଏ ଛାତ୍ର

ମୁମ୍ବାଇ : ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ମାନବିକତାର ଏକ ବିରଳ ଉଦାହରଣ । ନିଜ ଜୀବନକୁ ବାଜି ଲଗାଇ  ଆହାତ ଯୁବକଙ୍କୁ ବଞ୍ଚାଇଛନ୍ତି ଜଣେ ଏମ୍‌ବିଏ ଛାତ୍ର । ରେଳ ଧାରଣା ଉପରେ ଠିଆ ହୋଇ ସାହାସିକତାର ସହ ଟ୍ରେନକୁ ରୋକିବା ପାଇଁ ହାତ ହଲାଇବା ସହ ଆହତ ହୋଇଥିବା ଯୁବକଙ୍କୁ ଧାରଣାରୁ…
ଅଧିକ ଖବର ଦେଖନ୍ତୁ...