Daily Archives

February 14, 2018

ଦୁନିଆର ସବୁଠାରୁ ବଡ଼ ମନ୍ଦିର ଭାରତରେ ନୁହେଁ ବରଂ ବିଦେଶରେ

ଭାରତକୁ ଏତିହାସିକ ସଂସ୍କୃତିର ଗନ୍ତାଘର ବୋଲି କୁହାଯାଉଥିଲେ ମଧ୍ୟ ବିଶ୍ୱର ସବୁଠାରୁ ବଡ଼ ହିନ୍ଦୁ ମନ୍ଦିର ଦେଖିବାକୁ ମିଳେ ବିଦେଶରେ। ଆଜ୍ଞା ହଁ! ଆମେରିକାରେ ଏକ ଅତ୍ୟନ୍ତ ସୁନ୍ଦର ଏବଂ ବିଶାଳ ହିନ୍ଦୁ ମନ୍ଦିର ରହିଛି ଯାହାକୁ ଦେଖିବା ପାଇଁ ଦୂରାନ୍ତରରୁ ପର୍ଯ୍ୟଟକମାନେ ସେଠାକୁ ଯାଇଥାନ୍ତି।…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା ଆପଣ ଦେଖୁଥିବା ସ୍ୱପ୍ନ କଣ ସୂଚାଇ ଥାଏ…

ଦୁନିଆରେ ଏମିତି କେହି ମଣିଷ ନାହିଁ ଯିଏ ସ୍ୱପ୍ନ ଦେଖୁ ନଥିବ? ସବୁ ଲୋକ ନିଜର ଆଗାମୀ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିଥାନ୍ତି । କେବେ ଆପଣ, ଯାହା ଚାହୁଁଥିବେ ତାହା ଆପଣ ସ୍ୱପ୍ନରେ ଦେଖୁଥିବା ବେଳେ ଆଉ କେବେ କେବେ ଆପଣ ଭାବି ନଥିବା ଜିନିଷ ସବୁ ଆପଣଙ୍କ ସ୍ୱପ୍ନରେ ଆସି ଯାଇଥାଏ । କିଛି ଲୋକ…
ଅଧିକ ଖବର ଦେଖନ୍ତୁ...

ଭାଲେଣ୍ଟାଇନ୍ସ ଡେ’କୁ ସମର୍ଥନ କରି କର୍ଣ୍ଣାଟକରେ ମେଣ୍ଢା ଓ ବିରୋଧ କରି ତାମିଲନାଡୁରେ କୁକୁର-ଗଧ ବିବାହ 

ବାଙ୍ଗଲେରୁ/ଚେନ୍ନାଇ: ଭାଲେଣ୍ଟାଇନ୍ସ ଡେ’ ଏକ ବିଦେଶୀ ପ୍ରଥା ହୋଇଥିଲେ ବି ବେଶ୍‌ କିଛି ବର୍ଷ ହେବ ଆମ ଦେଶ ଭାରତରେ ଏହା ଖୁବ୍‌ ସକ୍ରିୟ। ଏହି ଦିନଟିକୁ ପ୍ରେମୀମାନେ ନିଜ ମୁତାବକ ନିଆରା ଢଙ୍ଗରେ ପାଳନ କରିଥାନ୍ତିି। ଭାଲେଣ୍ଟାଇନ୍ସ ଡେ’ ବା ପ୍ରେମ ଦିବସକୁ କର୍ଣ୍ଣାଟକରେ ସମର୍ଥନ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ତୁରନ୍ତ କରନ୍ତୁ ସିମ୍‌ ସହ ଆଧାର ସଂଯୋଗ, ନଚେତ ସାମ୍ନା କରିବାକୁ ହେବ ଗୁଡ଼ାଏ ସମସ୍ୟା

ମୋବାଇଲ ନମ୍ବର ସହ ଆଧାର କାଡକୁ ସଂଯୋଗ କରାଇବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଏବେ ପର୍ଯ୍ୟନ୍ତ ରହିଛି ଅନେକ ପ୍ରଶ୍ନ। ଲୋକମାନେ ଚିନ୍ତା କରୁଛନ୍ତି କାଳେ ତାଙ୍କର ମୋବାଇଲ ନମ୍ବରର ଦୁରୂପୋଯୋଗ ହେବ। ଆଧାର ଅଥରିଟି ୟୁଆଇଡିଏଆଇ ମୋବାଇଲ ନମ୍ବର ଆଧାର ସହ…
ଅଧିକ ଖବର ଦେଖନ୍ତୁ...

ନବୀନ-ମୋଦିଙ୍କ ଭେଟ ନେଇ ବଢ଼ିଲା ରାଜନୈତିକ ଉଷ୍ମତା, ଆଲୋଚନାର ବିଷୟ ଅସ୍ପଷ୍ଟ

ଭୁବନେଶ୍ୱର: ରାଜ୍ୟରେ ତୀବ୍ର ରାଜନୈତିକ ପ୍ରତିନ୍ଦ୍ୱନ୍ଦ୍ୱିିତା ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ନବୀନଙ୍କ ୪ ଦିନିଆ ଗସ୍ତର ପ୍ରଥମ ଦିନରେ ଦିଲ୍ଲୀର ଜନକଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ…
ଅଧିକ ଖବର ଦେଖନ୍ତୁ...

ସଲମାନ ଶେଷ କଲେ ‘ଦଶ କା ଦମ୍‌’ର ଟ୍ରିଜର ସୁଟିଂ, ଜୁନରେ ଆରମ୍ଭ ହେବ ସୋ’

ନୂଆଦିଲ୍ଲୀ: ଦବଙ୍ଗ କଳାକାର ସଲମାନ ଖାନ ୨୦୦୮ ମସିହାରେ ଛୋଟପରଦାରେ ପ୍ରସାରିତ ହେଉଥିବା ତାଙ୍କର ସୁପରହିଟ ସୋ’ ‘ଦଶ କା ଦମ୍‌’ର ସିକ୍ୱିଲରେ ଖୁବ୍‌ଶୀଘ୍ର ନଜର ଆସିବା ପାଇଁ ଯାଉଛନ୍ତି। ତେବେ ବର୍ତ୍ତମାନ ଏହାର ଟ୍ରିଜର ଏବଂ ପ୍ରୋମ ସୁଟିଂ ଶେଷ ହୋଇଥିବା ବେଳେ ବହୁତ ଶୀଘ୍ର ଏହା ଟେଲିଭିଜନରେ…
ଅଧିକ ଖବର ଦେଖନ୍ତୁ...

ଗଛରେ ବେଲୁନ ଏବଂ କଣ୍ଡୋମ ଲଗାଇ ଭାଲେଣ୍ଟାଇନ ଡେ’ ପାଳିଲେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ

ନୁଆଦିଲ୍ଲୀ: ପ୍ରେମ ଦିବସ, ଭାଲେଣ୍ଟାଇନ ଡେ’କୁ ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରେ ପାଳନ କରା ଯାଉଥିବା ବେଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହାକୁ ନିଆରା ଭାବେ ପାଳନ କରିଥାନ୍ତି। ଏଠାର ଶିଖିତ ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନ ସାଥୀ କିମ୍ବା ପ୍ରେମିକ-ପ୍ରେମିକାଙ୍କୁ…
ଅଧିକ ଖବର ଦେଖନ୍ତୁ...