Daily Archives

February 15, 2018

ବ୍ୟବସାୟୀ ପାର୍ଥସାରଥୀ ହତ୍ୟା ମାମଲା : ଦୁଇ ଗିରଫ, ବିପୁଳ ମାରଣାସ୍ତ୍ର ଜବତ

ବାରିପଦା : ବାରିପଦା ସହରର ବ୍ୟବସାୟୀ ପାର୍ଥସାରଥୀ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତି ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦୁହେଁ ହେଲେ ବାରିପଦା ସହର ପାଲବଣିର ଡଲାର୍‌ ମଜୁମ୍‌ଦାର (୩୨) ଓ ତାଙ୍କ ସହଯୋଗୀ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ଲୋଭ: ବରବେଶ ସାଜିଲେ ମହିଳା, ଦୁଇ ମହିଳାଙ୍କୁ ବିବାହ ପରେ ଧରାପଡ଼ିଲେ

ଡେରାଡୁନ୍‌: ଯୌତୁକ ପାଇବା ଲୋଭରେ ଜଣେ ଯୁବତୀ ବରବେଶ ସାଜି ଦୁଇ ଦୁଇ ଥର କନ୍ୟାଗ୍ରହଣ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତେବେ ଜଣେ ପତ୍ନୀଙ୍କୁ ଯୌତୁକ ନିର୍ଯାତନା ଦେଇଥିବା ଉତ୍ତରପ୍ରଦେଶର ଏହି ପୁରୁଷବେଶୀ ଯୁବତୀକୁ ପୁଲିସ ଗିରଫ କରିବା ପରେ ସବୁ କାରନାମା ଧରାପଡ଼ିଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

ସାଇକେଲ୍‌ରେ ୬୫ ଗାଁ ଘୁରି ପତ୍ନୀଙ୍କୁ ପାଇଲେ

ରାଞ୍ଚି: ନିଖୋଜ ହୋଇଯାଇଥିବା ନିଜର ମାନସିକ ବିକୃତ ପତ୍ନୀଙ୍କୁ ଠାବ କରିବା ପାଇଁ ସାଇକେଲ ଧରି ଦୀର୍ଘ ପଥ ଅତିକ୍ରମ କରିବା ଅସାଧାରଣ ହୋଇନପାରେ। ତେବେ ସାଇକେଲ୍‌ରେ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ୬୫ଟି ଗାଁ ଖୋଜି ଖୋଜି ଦିନ ମଜୁରିଆ ମନୋଜ ଶେଷରେ ମାସକ ପରେ ପତ୍ନୀ ଅନୀତାଙ୍କୁ ପାଇବା ଖବର…
ଅଧିକ ଖବର ଦେଖନ୍ତୁ...

ଠିକାଦାରୀକୁ ନେଇ ବିବାଦ : ମିକ୍ସଚର ମେସିନ ଓ ପିଚୁ ଜାଳିଦେଲେ

କିଶନନଗର : ଠିକାକାମକୁ ନେଇ ଦେଖାଦେଇଛି ବିବାଦ। କାମ ଆରମ୍ଭ ନହେବା ପୂର୍ବରୁ ମିକ୍ସଚର ମେସିନ୍‌କୁ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ବିଳମ୍ବିତ ରାତିରେ କିଶନନଗର ଥାନା ଅନ୍ତର୍ଗତ ରଟିଲୋ-ପାଣିମାଣ୍ଡୁଅ ରାସ୍ତା ମରାମତି ପାଇଁ ଆସିଥିବା ମିକ୍ସଚର ମେସିନ ଓ ପିଚୁ ତରଳାଇବା ପାଇଁ ଆସିଥିବା…
ଅଧିକ ଖବର ଦେଖନ୍ତୁ...

୩ ଦିନିଆ ଭାରତ ଗସ୍ତରେ ପହଞ୍ଚିଲେ ଇରାନ୍‌ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଇରାନ୍‌ ରାଷ୍ଟ୍ରପତି ହାସନ ରୋହାନି ଆଜି ୩ ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ଆଜି ହାଇଦ୍ରାବାଦ୍‌ରେ ଆସି ପହଞ୍ଚିଛନ୍ତି ରୋହାନି। ରୋହାନିଙ୍କ ଗସ୍ତ ପାଇଁ ଆଜି ହାଇଦ୍ରାବାଦ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା…
ଅଧିକ ଖବର ଦେଖନ୍ତୁ...

କୁଲଡିହରେ ମାଈହାତୀର ମୃତ୍ୟୁ

ନୀଳଗିରି : କୁଲଡିହା ଅଭୟାରଣ୍ୟର ଦେବଗିରି ପର୍ବତର ମନଭଙ୍ଗା ପାହାଡ଼ରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ହାତୀର ବୟସ ୪୦ରୁ ୪୫ ବର୍ଷ ହେବ ବୋଲି ବନ ଅଧିକାରୀମାନେ ଆକଳନ କରିଛନ୍ତି। ଆଜି ହାତୀର ଶବ ପଡ଼ିଥିବା ଖବର ପାଇ ଡିଏଫ୍‌ଓ ବିଶ୍ୱରାଜ ପଣ୍ଡା, କୁଲଡିହା ରେଞ୍ଜର ଲକ୍ଷ୍ମଣ ପ୍ରଧାନ…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ କୋଠା ଭୁଶୁଡ଼ି ୪ ମୃତ, ଭଗ୍ନସ୍ତୁପ ତଳେ ୧୫ ଶ୍ରମିକ

ବେଙ୍ଗାଲୁରୁ: ବେଙ୍ଗାଲୁରୁରେ ଏକ ପାଞ୍ଚ ମହଲା ବିଶିଷ୍ଟ ନିର୍ମାଣାଧିନ କୋଠା ଭୁଶୁଡ଼ି ପଡ଼ିବାଫଳରେ ଅତି କମ୍‌ରେ ୪ ଜଣ ଶ୍ରମିକଙ୍କ ପ୍ରାଣହାନୀ ହୋଇଛି। ଭଗ୍ନ ଇଟାପଥର ତଳେ ଅନେକ ଶ୍ରମିକ ଫଶି ରହିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଅନୁମାନ କରାଯାଉଛି। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁର…
ଅଧିକ ଖବର ଦେଖନ୍ତୁ...

ଭଗବାନ ଶିବଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ : ଅଡ଼ାରେ ଉତ୍ତେଜନା, ଯୁବକ ଗିରଫ

ସିମୁଳିଆ : ଭଗବାନ ଶିବଙ୍କ ଅଶ୍ଳୀଳ ଫଟୋ ଭାଇରାଲ୍‌ ଘଟଣାକୁ ନେଇ ଆଜି ସିମୁଳିଆ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିସ୍ଥିତି ଭିନ୍ନମୋଡ଼ ନେଉଥିବାରୁ ସଂପୃକ୍ତ ଅଞ୍ଚଳରେ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଘଟଣାରେ ଜଡ଼ିତ ଜଣେ ଯୁବକକୁ ଗିରଫ କରାଯାଇଛି। ଏମିତି ଏକ ଘଟଣା ଘଟିଛି ବାଲେଶ୍ୱର…
ଅଧିକ ଖବର ଦେଖନ୍ତୁ...

୨୧୦୦ ସୁଦ୍ଧା ସମୁଦ୍ର ପତ୍ତନ ୨ ଫୁଟ ବଢିବ, ବୁଡ଼ିଯିବ ଉପକୂଳବର୍ତ୍ତି ଅଞ୍ଚଳ

ନ୍ୟୁୟର୍କ: ଦ୍ରୁତ ତାପମାତ୍ରା ବୃଦ୍ଧି ଯୋଗୁଁ ବିଶ୍ୱ ଧୀରେ ଧୀରେ ଧ୍ୱଂସଆଡକୁ ଗତି କରୁଛି । ମେରୁ ଅଞ୍ଚଳର ବରଫ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ଦ୍ରୁତ ବଢିବ ଓ ୨୧୦୦ ସୁଦ୍ଧା ଜଳପତ୍ତନ ପ୍ରାୟ ୨ ଫୁଟ ବୃଦ୍ଧି ପାଇବ ବୋଲି ଏକ…
ଅଧିକ ଖବର ଦେଖନ୍ତୁ...