Daily Archives

February 15, 2018

ଜାକୋବ ଜୁମାଙ୍କ ଇସ୍ତଫା ପରେ ଦକ୍ଷିଣ ଆଫ୍ରିକାକୁ ମିଳିଲା ନୂଆ ରାଷ୍ଟ୍ରପତି

ଜୋହାନେସବର୍ଗ: ଜାକୋବ ଜୁମା ବୁଧବାର ଇସ୍ତଫା ଦେବା ପରେ ଗୁରୁବାର ଦକ୍ଷିଣ ଆଫ୍ରିକାକୁ ନୂଆ ରାଷ୍ଟ୍ରପତି ମିଳିଛି। ୯ବର୍ଷ ରାଷ୍ଟ୍ରପତି ପଦରେ ରହିବା ପରେ କିଛି ଦିନ ହେବ ଦୁର୍ନୀତି ଓ ଭ୍ରଷ୍ଟାଚାର ନେଇ ଆଫ୍ରିକାନ୍‌ ନ୍ୟାସନାଲ କଂଗ୍ରେସ(ଏଏନ୍‌ସି) ପକ୍ଷରୁ ପଦ ଛାଡ଼ିବାକୁ ଜୁମାଙ୍କ ଉପରେ ଚାପ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ: ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ରାସ୍ତା କଡ଼ରେ ପରିଶ୍ରା କରିବା ଘଟଣା; କହିଲେ, ‘କିଛି ବଡ଼ କଥା ନୁହଁ ’…

ଜୟପୁର: ରାଜସ୍ଥାନର ସ୍ୱାସ୍ଥ୍ୟ ମନ୍ତ୍ରୀ କାଳୀଚରଣ ସରାଫ ରାସ୍ତାକଡ଼ରେ ପରିଶ୍ରା କରୁଥିବା ବେଳର ଭିଡ଼ିଓ ବୁଧବାର ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା । ଏହାର ଠିକ ଗୋଟେ ଦିନ ପରେ ଆଜି ସେ ସଂପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ଏହି ଘଟଣା କିଛି ବଡ଼ କଥା ନୁହଁ!’ ହେଲେ ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ସାହରିଆ ଜନଜାତିର ମହିଳାଙ୍କ ପାଇଁ ମୋବାଇଲ ନିଷେଧ କଲା ପଞ୍ଚାୟତ

ଜୟପୁର: ରାଜସ୍ଥାନର ସୀମା ତଥା ଭୋପାଳ ଠାରୁ ୪୦୦ କିଲୋମିଟର ଦୂରରେ ଥିବା ସୋଇପୁର ଜିଲ୍ଲାର ୨୭ଟି ଗ୍ରାମରେ ରହିଛନ୍ତି ସାହରିଆ ଜନଜାତି । ମଙ୍ଗଳବାର ଦିନ ଓଛା ଗ୍ରାମର ପଞ୍ଚାୟତ ସାହରିଆ ମହିଳାଙ୍କ ପାଇଁ ମୋବାଇଲ ଫୋନ୍‌ ବ୍ୟବହାର ଉପରେ ନଷେଧାଜ୍ଞା ଜାରି କରିଛି। ପଞ୍ଚାୟତର ମତ ଅନୁଯାୟୀ,…
ଅଧିକ ଖବର ଦେଖନ୍ତୁ...

ଜମ୍ମୁ କଶ୍ମୀର: ସିଆରପିଏଫ୍‌ ଶିବିର ଉପରକୁ ଆତଙ୍କବାଦୀ ଆକ୍ରମଣ, ସୁରକ୍ଷାକର୍ମୀଙ୍କ ଅପରେସନ୍‌ ଜାରି

କୁପଓ୍ଵାଡ଼ା: ଜମ୍ମୁ କଶ୍ମୀରରେ ସୁରକ୍ଷା ବଳଙ୍କ ଶିବିର ଉପରକୁ ଗୁରୁବାର ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀମାନେ କୁପଓ୍ଵାଡ଼ାର ଅବନ୍ତୀପୁରାସ୍ଥିତ ସିଆରପିଏଫ୍‌ ଶିବିର ଉପରକୁ ଏହି ଆକ୍ରମଣ କରିଛନ୍ତି। ଏହି ଶିବିର ଅବନ୍ତୀପୁରାର ପଞ୍ଜଗାମ ରେଳ ଷ୍ଟେସନ ନିକଟରେ ଅବସ୍ଥିତ।…
ଅଧିକ ଖବର ଦେଖନ୍ତୁ...

ପ୍ରିୟଙ୍କା ଚୋପ୍ରା ଛାଡ଼ିଲେ ମୋଦିଙ୍କ ସାଥ୍‌: କହିଲେ ବିଜ୍ଞାପନର ଦେୟ ଦେଉ ନଥିଲେ

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦେଶର ବୃହତ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଉପରେ ୧୧,୪୦୦ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛି । ଏହି ଅଭିଯୋଗ ଆସିବା ପୂର୍ବରୁ ହିଁ ନିରବ ଦେଶ ଛାଡ଼ି ପଳାଇଛନ୍ତି। ତେବେ, ବର୍ତ୍ତମାନ ଏହି ଘଟଣାରେ ଏକ…
ଅଧିକ ଖବର ଦେଖନ୍ତୁ...

ମହିଳା ଧରିଥିଲେ ପୁରୁଷ ବେଶ, ଯୌତୁକ ପାଇଁ ଅନ୍ୟ ମହିଳାଙ୍କୁ ଫସେଇ କରୁଥିଲେ ମିଛ ବିବାହ

ନୈନିତାଲ୍‌: ନୈନିତାଲ୍‌ର ଜଣେ ମହିଳାଙ୍କୁ ଉତ୍ତର୍‌ଖଣ୍ଡ ପୁଲିସ୍‌ ଗିରଫ କରିଛି। ରାଜ୍ୟର ନୈନିତାଲ୍‌ ଜିଲ୍ଲାର ଏହି ମହିଳା ଜଣକ ଯୌତୁକ ଲୋଭରେ ଛଦ୍ମବେଶଧାରୀ ପୁରୁଷ ହୋଇ ମହିଳାମାନଙ୍କୁ ଠକୁଥିବା ଅଭିଯୋଗ ହୋଇଛି ବୋଲି ଗୁରୁବାର ଜଣେ ବରିଷ୍ଟ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ରେଡ୍‌ମି ନୋଟ୍‌ ୫ ଓ ନୋଟ୍‌ ୫ ପ୍ରୋ କିଣିଲେ ଜିଓ ଦେଉଛି ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌, କିପରି କ୍ୟାସବ୍ୟାକ ପାଇବେ…

ନୂଆଦିଲ୍ଲୀ: ଗତକାଲି ଚାଇନିଜ୍‌ ସ୍ମାର୍ଟଫୋନ କମ୍ପାନି ସାଓମୀ ପକ୍ଷରୁ ଗତକାଲି ଲଞ୍ଚ କରାଯାଇଥିବା ନୂଆ ରେଡ୍‌ମି ନୋଟ୍‌ ୫ ଓ ରେଡ୍‌ମି ନୋଟ୍‌ ୫ ପ୍ରୋ ସହିତ ଏକ ଆକର୍ଷଣୀୟ ଅଫର ମିଳୁଛି । କମ୍ପାନି ରିଲାଏନ୍ସ ଜିଓ ସହିତ ମିଶି ଏକ ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌ ପ୍ରଦାନ କରୁଛି । ତେବେ ଏହି…
ଅଧିକ ଖବର ଦେଖନ୍ତୁ...

‘ପରୀ’ର ଟ୍ରେଲର ହେଲା ରିଲିଜ :ଅନୁଷ୍କାଙ୍କୁ ଦେଖି ଡରିଲେ ଦର୍ଶକ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଏବଂ ପ୍ରଯୋଜକ ଅନୁଷ୍କା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ପରୀ’କୁ ନେଇ ରହିଛନ୍ତି ବହୁତ ଚର୍ଚ୍ଚାରେ । ଆଜି ପରୀର ଟ୍ରେଲର ରିଲିଜ ହୋଇଥିବା ବେଳେ ଏହା ରହିଛି ବହୁତ ଭୟଙ୍କର । ପୂର୍ବରୁ ପ୍ରକାଶିତ ଥିଲା ଏହି ଚଳଚ୍ଚିତ୍ରଟି ଭୂତଙ୍କର କାହାଣୀ ଉପରେ ଆଧାରିତ ହେବ। ତେବେ…
ଅଧିକ ଖବର ଦେଖନ୍ତୁ...