Daily Archives

February 22, 2018

ପାକ୍‌ ସମର୍ଥନରେ ଚୀନ୍‌, ସାଉଦି ଆରବ

ନୂଆଦିଲ୍ଲୀ: ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ପାକିସ୍ତାନକୁ ଅନ୍ତର୍ଜାତୀୟ ତାଲିକାଭୁକ୍ତ ରଖିବାପାଇଁ ଆମେରିକାର ପଦକ୍ଷେପକୁ ପାକିସ୍ତାନର ଘନିଷ୍ଠ ବନ୍ଧୁ ଚୀନ୍‌, ସାଉଦି ଆରବ ଏବଂ ତୁର୍କୀ ବିରୋଧ…
ଅଧିକ ଖବର ଦେଖନ୍ତୁ...

ଅଡ଼ୁଆରେ ଟ୍ରୁଡ୍ୟୁ: ରାତ୍ରିଭୋଜନ କାର୍ଯ୍ୟକ୍ରମରେ ଖଲିସ୍ତାନୀ ଆତଙ୍କବାଦୀ ଅତିଥି

ଗୋଆ: କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡ୍ୟୁଙ୍କ ଭାରତ ଗସ୍ତ ବିବାଦୀୟ ହୋଇପଡ଼ିଛି। ପ୍ରଥମ ଥର ପାଇଁ ଦ୍ୱିପାକ୍ଷିକ ଭାରତ ଗସ୍ତରେ ଆସିଥିବା ଟ୍ରୁଡ୍ୟୁ ଏବେ ଖଲିସ୍ତାନୀ ଆତଙ୍କବାଦୀ ଜଶପାଲ୍‌ ଅଟଓ୍ଵାଲଙ୍କୁ ନେଇ ଅଡ଼ୁଆରେ ପଡ଼ିଛନ୍ତି। ନୂଆଦିଲ୍ଲୀରେ ଏକ ରାତ୍ରିଭୋଜନ କାର୍ଯ୍ୟକ୍ରମରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ଆପ୍‌ ବିଧାୟକଙ୍କ ଜାମିନ୍‌ ନାମଞ୍ଜୁର

ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ଦୁର୍ବ୍ୟବହାର ଏବଂ ମାର୍‌ପିଟ ମାମଲାରେ ଗିରଫ ହୋଇଥିବା ଆପ୍‌ ବିଧାୟକ ଅମାନତୁଲ୍ଲା ଖାନ୍‌ ଏବଂ ପ୍ରକାଶ ଜାରଓ୍ଵାଲଙ୍କ ଜାମିନ ନାମଂଜୁର ହୋଇଯାଇଛି। ଏହି ମାମଲାରେ କୋର୍ଟରୁ ଝଟ୍‌୍‌କା ଖାଇବା ପରେ ଦୁଇ ବିଧାୟକଙ୍କୁ ତିହାର…
ଅଧିକ ଖବର ଦେଖନ୍ତୁ...

ବିବାଦରେ ସେନାଧ୍ୟକ୍ଷ ରାଓ୍ଵତ

ନୂଆଦିଲ୍ଲୀ: ଭାରତର ପୂର୍ବୋତ୍ତର ରାଜ୍ୟରେ ମୁସ୍‌ଲିମ୍‌ମାନଙ୍କ ସମର୍ଥନରେ ରାଜନୈତିକ ଦଳର ଉତ୍‌ଥାନ ହୋଇଛି ବୋଲି ସେନାଧ୍ୟକ୍ଷ ବିପିନ୍‌ ରାଓ୍ଵତ ଦେଇଥିବା ମନ୍ତବ୍ୟକୁ ନେଇ ବଡ଼ ଧରଣର ବିବାଦ ସୃଷ୍ଟି ହୋଇଛି। ସର୍ବ ଭାରତୀୟ ସଂଯୁକ୍ତ ଗାଣତନ୍ତ୍ରିକ ମଞ୍ଚ(ଏଆଇୟୁଡିଏଫ୍‌)ର ଶକ୍ତିବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ରାଜନୀତିକୁ ଫେରିବେ ବିଗ୍‌ ବି!

ନୂଆଦିଲ୍ଲୀ: ବଲିଉଡ୍‌ ସୁପର୍‌ଷ୍ଟାର୍‌ ଅମିତାଭ ବଚ୍ଚନ ରାଜନୀତିକୁ ଫେରିବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କିଛି ଦିନ ହେବ ବିଗ୍‌ ବି ତାଙ୍କ ଟ୍ଵିଟର ପେଜ୍‌ରେ କଂଗ୍ରେସ ତଥା ବିରୋଧୀ ଦଳ ନେତାଙ୍କୁ ଫଲୋ କରୁଥିବା ଦେଖାଯାଇଛି। ଟ୍ଵିଟରରେ ଅମିତାଭଙ୍କର ପ୍ରାୟ ସାଢେ ୩ କୋଟି ଅନୁଗାମୀ ଥିବା…
ଅଧିକ ଖବର ଦେଖନ୍ତୁ...

ବଜେଟ୍‌ ଉପସ୍ଥାପନ କଲେ ପାରିକର

ଗୋଆ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଗୋଆ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଅସୁସ୍ଥତା ହେତୁ ଗତ ଫେବ୍ରୁଆରି ୧୫ ତାରିଖରୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ପାରିକର ଆଜି ଡିସ୍‌ଚାର୍ଜ ହେବାପରେ ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିଛନ୍ତି। ତେବେ ଜରୁରୀ…
ଅଧିକ ଖବର ଦେଖନ୍ତୁ...

ପୁଣି ସୁପ୍ରିମ୍‌ କୋର୍ଟରେ ସଂକଟ: ରାୟରେ ଅନ୍ୟ ଖଣ୍ଡପୀଠର ହସ୍ତକ୍ଷେପକୁୁ ବିରୋଧ

ନୂଆଦିଲ୍ଲୀ: ଜମି ଅଧିଗ୍ରହଣ ମାମଲାରେ ସୁପ୍ରିମ କୋର୍ଟର ଗୋଟିଏ ଖଣ୍ଡପୀଠ ଦେଇଥିବା ରାୟ ଉପରେ ଅନ୍ୟ ଏକ ଖଣ୍ଡପୀଠ ପ୍ରଶ୍ନ ଉଠାଇବାକୁ ନେଇ ପୁଣି ବିବାଦ ଦେଖାଯାଇଛି। ଗତ ମାସ ୧୨ ତାରିଖରେ ସୁପ୍ରିମକୋର୍ଟରେ ମାମଲା ଆବଣ୍ଟନକୁ ନେଇ ଚାରି ଜଣ ବରିଷ୍ଠ ବିଚାରପତି ସର୍ବସାଧାରଣରେ ବିଦ୍ରୋହ ଘୋଷଣା…
ଅଧିକ ଖବର ଦେଖନ୍ତୁ...

ବାନ୍ଦିପୁରାରେ ଏନ୍‌କାଉଣ୍ଟର: ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁ କଶ୍ମୀରର ବାନ୍ଦିପୁରା ଜିଲ୍ଲାରେ ଆଜି ସୁରକ୍ଷାବାହିନୀ- ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଛନ୍ତି। ହାଜିନ୍‌ ଅଞ୍ଚଳର ପାରିବଲ୍‌ ଗ୍ରାମରେ ୩ ଜଣ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ପାଇ ଆଜି ସକାଳେ ସୁରକ୍ଷାବାହିନୀ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳକୁ…
ଅଧିକ ଖବର ଦେଖନ୍ତୁ...

ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପରିବହନ ବିମାନ ‘ସାରସ’ର ସଫଳ ଉଡ଼ାଣ

ନୂଆଦିଲ୍ଲୀ : ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ହାଲୁକା ପରିବହନ ବିମାନ ‘ସାରସ’ ତାର ଦ୍ୱିତୀୟ ପରୀକ୍ଷାମୂଳକ ଉଡ଼ାଣ ସଫଳତାର ସହ ସଂପୂର୍ଣ୍ଣକରିଛି । ଏହାକୁ ଭାରତୀୟ ଏରୋନୋଟିକ୍ସ ଲାବରୋଟୋରୀ ପକ୍ଷରୁ ନିର୍ମାଣ କରାଯାଇଛି । ଭାରତୀୟ ବାୟୁ ସେନାର ୱିଙ୍ଗ୍ କମାଣ୍ଡର ୟୁ ପି ସିଂହ,…
ଅଧିକ ଖବର ଦେଖନ୍ତୁ...

ଜଗା ପିନ୍ଧିଲା ସ୍ୱତନ୍ତ୍ର ହେଲମେଟ: ଡିସଚାର୍ଜ ନକରିବାକୁ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ

ନୂଆଦିଲ୍ଲୀ: ଏମ୍ସରେ ଚିକିତ୍ସାଧୀନ ଜଗାକୁ ଆଜି ସ୍ୱତନ୍ତ୍ର ହେଲମେଟ ପିନ୍ଧାଯାଇଛି। ଖପୁରୀକୁ ସୁରକ୍ଷିତ ରଖିବା ସହ ସଂକ୍ରମଣ ନହେବା ପାଇଁ ଏହି ହାଲୁକା ହେଲମେଟ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ସେପଟେ ଜଗା-ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏଁ ସେମାନଙ୍କୁ ଡିସଚାର୍ଜ ନକରିବା ପାଇଁ…
ଅଧିକ ଖବର ଦେଖନ୍ତୁ...