Daily Archives

February 24, 2018

ପିଜି ଡାକ୍ତରଙ୍କ ଆନ୍ଦୋଳନରେ ଏସ୍‌ଆର୍‌ ସାମିଲ

କଟକ : ଏସ୍‌ସିବି ମେଡିକାଲ୍‌ ପିଜି ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଧିରେଧିରେ ବ୍ୟାପକ ହେବାରେ ଲାଗିଛି। ଏହି ଆନ୍ଦୋଳନରେ ଏବେ ସିନିଅର୍‌ ରେସିଡେଣ୍ଟ (ଏସ୍‌ଆର୍‌) ଡାକ୍ତରମାନେ ସାମିଲ ହୋଇଛନ୍ତି। ପିଜି ଡାକ୍ତରଙ୍କ ଆନ୍ଦୋଳନ ଚାଲିବା ପରେ କର୍ତ୍ତୃପକ୍ଷ କୌଣସି ନିଷ୍ପତ୍ତି ନେବାରେ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ସେନାମୁଖ୍ୟଙ୍କ ଚେତାବନୀ: ପରିଣାମ ଭୋଗିବା ସୁନିଶ୍ଚିତ

ନୂଆଦିଲ୍ଲୀ: ଭାରତରେ ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଏହାର ପରିଣାମ ଭୋଗିବା ସୁନିଶ୍ଚିତ। ସୁଂଜୁଓ୍ଵାନ୍‌ ସେନା ଶିବିର ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ତା’ର ମୂଲ୍ୟ ଦେବାକୁ ପଡ଼ିବ। ଏଥିପାଇଁ ସର୍ଜିକାଲ ଷ୍ଟ୍ରାଇକ୍‌ ସମେତ ଅନେକ ବିକଳ୍ପ ଆମ…
ଅଧିକ ଖବର ଦେଖନ୍ତୁ...

ବାରମୁଳାରେ ଅଣାୟତ୍ତ ସ୍ଥିତି, ଗୁଳିବର୍ଷା ଚତୁର୍ଥ ଦିନରେ

ଶ୍ରୀନଗର: ଦକ୍ଷିଣ କଶ୍ମୀରର ବାରମୁଳା ଜିଲ୍ଲାର ଉରି ସେକ୍ଟରକୁ ପାକ୍‌ ସେନା ଦୀର୍ଘ ୪ ଦିନ ହେଲା ଟାର୍ଗେଟ୍‌ କରି ଗୁଳିବର୍ଷା ଜାରି ରଖିଛି। ଏହି ସେକ୍ଟରରେ ଥିବା ୧୪ଟି ଆଗୁଆ ପୋଷ୍ଟକୁ କ୍ଷତି ପହଞ୍ଚାଇବା ପାଇଁ ପାକିସ୍ତାନ ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରିଥିଲେ ମଧ୍ୟ ଏଥିରେ ସଫଳ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍‌ସ ଜାଲରେ ରାଜସ୍ୱ ନିରୀକ୍ଷକ

ଛତିଆ : ଯାଜପୁର ଭିଜିଲାନ୍‌ସ ବିଭାଗ ଆଜି ଦର୍ପଣ ତହସିଲ୍‌ ଅଧୀନ ଛତିଆ ରାଜସ୍ୱ ସର୍କଲ୍‌ର ରାଜସ୍ୱ ନିରୀକ୍ଷକ ସ୍ମିତାଞ୍ଜଳି ମହାନ୍ତିଙ୍କ ଅଫିସ୍‌ରେ ଚଢ଼ଉ କରି ତାଙ୍କୁ ଗିରଫ କରିଛି। ସେ ୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଯାଇଛନ୍ତି। ତାଙ୍କ ଘର ବିଂଝାରପୁର…
ଅଧିକ ଖବର ଦେଖନ୍ତୁ...

ଶ୍ରମିକ ମୃତ୍ୟୁ ନେଇ ଉତ୍ତେଜନା : ତାଳଚେରର ୭ କୋଇଲା ଖଣି ବନ୍ଦ

ଅନୁଗୁଳ : ତାଳଚେର ଭୁବନେଶ୍ୱରୀ କୋଇଲା ଖଣିରେ କାର୍ଯ୍ୟରତ ଜଣେ ଠିକା ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମାନସିକ ନିର୍ଯାତନା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ମୃତକଙ୍କ ପୁଅ ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଆଜି ଦିନତମାମ୍‌ ଖଣି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ…
ଅଧିକ ଖବର ଦେଖନ୍ତୁ...

ଆମ୍ମା ସ୍କୁଟର ଯୋଜନାର ଶୁଭାରମ୍ଭ କଲେ ମୋଦି

ଚେନ୍ନାଇ: ଆଜି ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ.ଜୟଲଳିତାଙ୍କ ୭୦ତମ ଜୟନ୍ତୀ ଉତ୍ସବ ପାଳନ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। ଏହି କାର୍ଯ୍ୟକ୍ରମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେନ୍ନାଇ ଗସ୍ତକୁ ନେଇ ନୂଆ ରାଜନୈତିକ ସମୀକରଣ ସମ୍ଭାବନା ଦେଖାଦେଇଛି। ରାୟେପେଠ…
ଅଧିକ ଖବର ଦେଖନ୍ତୁ...

ଠିକାକାମକୁ ନେଇ ବିଜେଡି ସମର୍ଥକଙ୍କ ଲଙ୍କାକାଣ୍ଡ : ପୋଡ଼ିଦେଲେ ଜେସିବି; ଆକ୍ରମଣରେ ଠିକାଦାର ଲହୁଲୁହାଣ

ଆନନ୍ଦପୁର : ଜଳସମ୍ପଦ ବିଭାଗର ଏକ ଠିକାକାମକୁ ନେଇ ବିଜେଡି ସମର୍ଥକମାନେ ଶନିବାର ଲଙ୍କାକାଣ୍ଡ ଘଟାଇଛନ୍ତି। ଘସିପୁରା ଥାନା ରାଇପୁର ଗ୍ରାମ ନିକଟରେ କେନାଲ କାମ ଚାଲିଥିବା ବେଳେ ବିଜେଡି ସମର୍ଥକମାନେ ଠିକାସଂସ୍ଥାର ଏକ ଜେସିବିକୁ ପୋଡ଼ି ଦେବା ସହିତ ଠିକାଦାର ନୀଳମଣି ସେଠୀ (୫୨)ଙ୍କୁ…
ଅଧିକ ଖବର ଦେଖନ୍ତୁ...

ମୋଦି ସବୁଠୁ ମହଙ୍ଗା ଚୌକିଦାର : ସିବଲ

ନୂଆଦିଲ୍ଲୀ: ପିଏନ୍‌ବି ଦୁର୍ନୀତି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିରବତାକୁ ନେଇ ଆଜି କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ କଡ଼ା ସମାଲୋଚନା କରିଛନ୍ତି। ମୋଦି ବିଶ୍ୱର ସବୁଠୁ ଦାମୀ ଚୌକିଦାର ବୋଲି ସିବଲ କହିଛନ୍ତି। ଉପା ସରକାର ସମୟରେ ୧.୭୬ ଲକ୍ଷ କୋଟି ଟଙ୍କାର ୨ଜି ଦୁର୍ନୀତି…
ଅଧିକ ଖବର ଦେଖନ୍ତୁ...

ବୋକୋ ହାରାମ୍‌ ଆକ୍ରମଣ ପରେ ୧୦୫ ଛାତ୍ରୀ ନିଖୋଜ

କାନୋ(ନାଇଜେରିଆ): ନାଇଜେରିଆ ୟୋବେ ରାଜ୍ୟର ଡାପ୍‌ଚୀ ନିକଟସ୍ଥ ଏକ ଆଦିବାସୀ ସ୍କୁଲରେ ଆତଙ୍କବାଦୀ ସଂଗଠନ ବୋକୋ ହାରମ୍‌ର ଆକ୍ରମଣ ପରେ ଅନ୍ୟୁନ ୧୦୫ ଜଣ ଛାତ୍ରୀ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ମୋହମଦ୍ଦୁ ବୁହାରୀ ଏହି ଆକ୍ରମଣକୁ ଜାତୀୟ ସଙ୍କଟ ବୋଲି କହିଥିବା ବେଳେ ନାଇଜେରିଆ…
ଅଧିକ ଖବର ଦେଖନ୍ତୁ...

ତାଲିବାନର ବଡ଼ ଆକ୍ରମଣ : ୨୩ ଆଫ୍‌ଗାନ ସୈନିକ ନିହତ

କାବୁଲ: ଆଫଗାନିସ୍ତାନରେ ତାଲିବାମ ଆତଙ୍କବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି। ଏକା ସଙ୍ଗରେ ୪ଟି ସ୍ଥାନରେ ସେନା ବାହିନୀ ଉପରେ ଆକ୍ରମଣ କରି ୨୩ ଜଣ ସୈନିକଙ୍କ ଜୀବନ ନେଇଥିବା ବେଳେ ୫୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମଧ୍ୟ ୧୨ ଆତଙ୍କବାଦୀ ନିପାତ…
ଅଧିକ ଖବର ଦେଖନ୍ତୁ...