Monthly Archives

March 2018

ସ୍ମିଥ୍‌ କେବଳ ପ୍ରଥମ ବଲ୍‌ ଟ୍ୟାମ୍ପରିଂ ସହିତ ସଂପୃକ୍ତ ବ୍ୟକ୍ତି ନୁହଁନ୍ତି, ତାଙ୍କୁ ଦେଖିଲେ ଦୁଃଖ ଲାଗୁଛି: ଯୁବରାଜ…

ନୂଆଦିଲ୍ଲୀ: ବଲ୍‌ ଟ୍ୟାମ୍ପରିଂ ଘଟଣାରେ ସ୍ମିଥ୍‌ ଦଣ୍ଡିତ ହେବା ଘଟଣାରେ ଭାରତୀୟ କ୍ରିକେଟର ଯୁବରାଜ ସିଂ ନିଜର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆଗରୁ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ଏପରି ନିନ୍ଦନୀୟ କାମ କରିଛନ୍ତି। ତେଣୁ ତାଙ୍କୁ ଏପରି କଠୋର ଦଣ୍ଡବିଧି ଲାଗୁ କରିବା ଉଚିତ ନୁହେଁ।…
ଅଧିକ ଖବର ଦେଖନ୍ତୁ...

ବାରଣାସୀରେ ଝାଡ଼ାବାନ୍ତିର ଚିକିତ୍ସା ପାଇଁ ବିଦେଶୀଙ୍କୁ ଦିଆଗଲା ୬୦ ହଜାର ଟଙ୍କାର ବିଲ୍‌

ବାରଣାସୀ : ଉତ୍ତରପ୍ରଦେଶର ବାରଣାସୀ ସହରରେ ଘଟିଛି ଏକ ଲଜ୍ଜାଜନକ ଘଟଣା । କାନାଡ଼ା ନିବାସୀ ମ୍ୟାଡିସନ୍‌ ପିଚୁଙ୍କୁ ଝାଡ଼ାବାନ୍ତିର ଚିକିତ୍ସା ପାଇଁ ଏକ ଜଣାଶୁଣା ଡ଼ାକ୍ତରଖାନା ୬୦ ହଜାର ଟଙ୍କାର ବିଲ୍‌ ଦେଇଛି । ବିଲ୍‌ର ହିସାବ ଡ଼ାକ୍ତରଖାନାରେ ମାଗିବାରୁ ପିଚୁଙ୍କୁ ମାରପିଟ କରିବା ସହ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ  କାହିଁକି ପାଳନ କରାଯାଇଥାଏ ଏପ୍ରିଲ ଫୁଲ୍‌ ଡେ

ନୂଆଦିଲ୍ଲୀ : ପ୍ରତି ବର୍ଷ ଇଂରାଜୀ ମାସ ଏପ୍ରିଲର ୧ ତାରିଖକୁ ଭିନ୍ନ ଢ଼ଙ୍ଗରେ ପାଳନ କରାଯାଇଥାଏ। ଏପ୍ରିଲ ମାସ ଆରମ୍ଭ ଦିନ ଲୋକମାନେ ପରସ୍ପରକୁ ବୋକା ବନାଇ ଏପ୍ରିଲ ଫୁଲ୍‌ ଦିବସ ପାଳନ କରିଥାନ୍ତି । ଛୋଟରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପାଳନ କରିଥିଲେ ମଧ୍ୟ ଏହା ପଛର ପ୍ରକୃତ…
ଅଧିକ ଖବର ଦେଖନ୍ତୁ...

ରାମାୟଣ ଅନୁଯାୟୀ ଏହି ଆଚରଣ ଦ୍ୱାରା ଦାମ୍ପତ୍ୟ ଜୀବନରେ ପଡ଼ିପାରେ ଖରାପ ପ୍ରଭାବ

ନୂଆଦିଲ୍ଲୀ :ମନୁଷ୍ୟ ଜୀବନର ସମସ୍ତ ସଂପର୍କ ବିଷୟରେ ଭାରତୀୟ ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । ଏପରିକି କେଉଁ ସମୟରେ କ’ଣ କଲେ ଖରାପ ଏବଂ ଭଲ ତାହା ବିଷୟରେ ମଧ୍ୟ ଉପଦେଶ ପ୍ରଦାନ କରାଯାଇଛି । ପ୍ରାୟତଃ ଦାମ୍ପତ୍ୟ ଜୀବନରେ ଅନେକ କଥାକୁ ନେଇ ବିବାଦ ସୃଷ୍ଟି ହୋଇଥାଏ । ବେଳେବେଳେ ସେହି…
ଅଧିକ ଖବର ଦେଖନ୍ତୁ...

କାହିଁକି ଓବାମା ସବୁବେଳେ ନିଜ ପକେଟରେ ରଖିଥାନ୍ତି ହନୁମାନଙ୍କ ମୂର୍ତ୍ତି

ନୂଆଦିଲ୍ଲୀ : ଭାରତରେ ବହୁ ଦେବାଦେବୀ ପୂଜିତ ହେଉଥିବା ସହ ତାଙ୍କର ମାନ୍ୟତା ମଧ୍ୟ ଭିନ୍ନ ଭିନ୍ନ ରହିଛି । ତେବେ ଖାଲି ଯେ ଭାରତୀୟଙ୍କ ମଧ୍ୟରେ ଦେବାଦେବୀଙ୍କର ମାନ୍ୟତା ରହିଛି ତାହା ନୁହଁ ବରଂ ବିଦେଶୀମାନେ ମଧ୍ୟ ଭାରତୀୟ ଭଗବାନଙ୍କ ଉପରେ ବହୁ ମାତ୍ରାରେ ବିଶ୍ୱାସ କରଥାନ୍ତି । ତାହାର ଏକ…
ଅଧିକ ଖବର ଦେଖନ୍ତୁ...

ନିମୋନିଆର ଚିକିତ୍ସା କରିବାକୁ ଯାଇ ମାସକର ଶିଶୁ ଦେହରେ ଏସିଡ଼୍‍ ଢ଼ାଳିଲେ ନକଲି ଡ଼ାକ୍ତର

ସଓ୍ଵାଇ ମଧୋପୁର : ରୋଗର ଚିକିତ୍ସା କରିବାକୁ ଯାଇ ଶିଶୁ ଦେହରେ ଏସିଡ଼୍‍ ଢ଼ାଳିଛନ୍ତି ଡ଼ାକ୍ତର । ନକଲି ଡ଼ାକ୍ତର ବନି ଚିକିତ୍ସା କରୁଥିବା ଜଣେ ଡ଼ାକ୍ତର ଏକ ମାସକର ଶିଶୁ ଦେହରେ ଏସିଡ଼୍‍ ଢ଼ାଳିଥିବା ଅଭିଯୋଗ ହୋଇଛି । ଜନ୍ମ ହେବାର ମାସକ ପରେ ଶିଶୁକୁ ନିମୋନିଆ ଥିବା ଜାଣି ଶିଶୁର ମାତା-ପିତା…
ଅଧିକ ଖବର ଦେଖନ୍ତୁ...

ଜିମ୍‌ ଯାଉଥିଲେ ଏହି ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ, ନହେଲେ ଶରୀରର ଆକାର ଠିକ୍‌ ହେବା ପରିବର୍ତ୍ତେ ବିଗିଡ଼ି…

ନିଜ ଶରୀରକୁ ସୁସ୍ଥ ଏବଂ ସୁନ୍ଦର କରିବା ପାଇଁ ଆଜିକାଲି ଯୁବକ-ଯୁବତୀମାନେ ଜିମ୍‌ ଯିବାକୁ ପସନ୍ଦ କରୁଛନ୍ତି । କିନ୍ତୁ କେବେ କେବେ କିଛି ଲୋକ ଜିମ୍‌ ଯିବା ପରେ ମଧ୍ୟ ନିଜ ଶରୀରରେ କିଛି ଉନ୍ନତି ଆଣି ପାରନ୍ତି ନାହିଁ । ଏହା ପଛରେ ଅନେକ କାରଣ ରହିଛି । ଜିମ୍‌ ବିଷୟରେ ସଠିକ୍‌ ସୂଚନା ନ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତ: ଜେଜେବାପା ମୃତ, ନାତିଙ୍କୁ ହସ୍ପିଟାଲରେ ଭର୍ତ୍ତି

ନୟାଗଡ଼/ ଭୁବନେଶ୍ୱର: ଘଡ଼ଘଡ଼ି ସହ ବଜ୍ରପାତ ହେବାରୁ ଶନିବାର ନୟାଗଡ଼ ବ୍ଲକ ଅନ୍ତର୍ଗତ ସରପଡ଼ା ଗ୍ରାମରେ ଜଣେ ବରିଷ୍ଠ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଶନିବାର ସନ୍ଧ୍ୟାରେ ବଜ୍ରପାତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଭାବେ ଆହତ ନାତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...

ଆଇଆର୍‌ସିଟିସି ଆରମ୍ଭ କଲା ସାଧାରଣ ଯାତ୍ରୀଙ୍କ ପାଇଁ ସେଲୁନ ସେବା, ଯାତ୍ରାର ମଜା ନେଲେ ୬ ଯାତ୍ରୀ

ନୂଆଦିଲ୍ଲୀ : ରେଳରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏକ ବିଳାସପୂର୍ଣ୍ଣ ଯାତ୍ରାର ଅନୁଭବ ଦେବା ପାଇଁ ଆଇଆରସିଟିସି(ଭାରତୀୟ ଖାଦ୍ୟପେୟ ଏବଂ ପର୍ଯ୍ୟଟନ ନଗମ) ସେଲୁନ ସେବା ଆରମ୍ଭ କରିଛି । ଶୁକ୍ରବାର ଦିଲ୍ଲୀ ରେଳ ଷ୍ଟେସନରେ ଏହି କୋଚ ସଂଯୋଗ କରାଯିବା ସହ ସେଲୁନ୍‌ ଥିବା ରେଳଟି ଦିଲ୍ଲୀରୁ…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରୁ ଆରମ୍ଭ ହୋଇଥିବା ପ୍ରେମ କାହାଣୀର ଅନ୍ତ ହେଲା ଆତ୍ମହତ୍ୟାରେ…

ବୀଜା : ଫତେହଗଡ଼ରେ ଦେଖିବାକୁ ମିଳିଛି ପ୍ରେମର କରୁଣ ପରିଣତି । ଫେସ୍‌ବୁକ୍‌ରେ ଦେଖାହୋଇ ଫୋନ ଯୋଗେ କଥା ହେବା ପରେ ପ୍ରେମରେ ପଡ଼ିଥିଲେ ଦୁଇ ଯୁବକ-ଯୁବତୀ । ପରେ ଦୁଇ ଜଣ ସାଥୀରେ ଜୀବନ କାଟିବେ ବୋଲି ଭାବିଥିବା ବେଳେ ଘର ଲୋକଙ୍କ ସମର୍ଥନ ମିଳିଥିଲା । ଏଥି ପାଇଁ ପୀଡ଼ିତା ଜଣଙ୍କ ସ୍କୁଲରୁ ନିଜ…
ଅଧିକ ଖବର ଦେଖନ୍ତୁ...