Daily Archives

March 1, 2018

ଆତ୍ମଜୀବନୀରେ ଗାଙ୍ଗୁଲି କହିଲେ, ୨୦୦୩ ବିଶ୍ୱ କପ୍‌ରେ ଯଦି ଏମ୍‌ଏସ୍‌ ଧୋନି ଥାଆନ୍ତେ

ନୂଆଦିଲ୍ଲୀ: ଅତୀତରେ ଟିମ୍‌ ଇଣ୍ଡିଆର ସଫଳ ଅଧିନାୟକ ଦାୟିତ୍ୱ ତୁଲାଇଥିବା ସୌରଭ ଗାଙ୍ଗୁଲି ନିଜର ଆତ୍ମଜୀବନୀ ‘ଏ ସେଞ୍ଚୁରି ଇଜ୍‌ ନଟ୍‌ ଏନଫ୍‌’ରେ ଏକ ବଡ଼ ଖୁଲାସା କରିଛନ୍ତି। ଗାଙ୍ଗୁଲି ଲେଖିଛନ୍ତି, ସେହି ସମୟରେ ଆମେ ୨୦୦୩ ବିଶ୍ୱ କପ୍‌ ଖେଳୁଥିଲୁ, ଯଦି ଆମ ଟିମ୍‌ରେ ଧୋନି ଥାଆନ୍ତେ।…
ଅଧିକ ଖବର ଦେଖନ୍ତୁ...

ସିପିଇସି ନିର୍ମାଣ କାର୍ଯ୍ୟରେ ଚୀନ୍‌ ମୁତୟନ କରିଛି ତା’ ଜେଲଖାନାର ବନ୍ଦୀମାନଙ୍କୁ

ଇସ୍‌ଲାମାବାଦ: ସଂପ୍ରତି ପାକିସ୍ତାନରେ ଚୀନ୍‌ ପକ୍ଷରୁ ନିର୍ମାଣାଧୀନ ଥିବା ଚୀନ୍‌ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ସଂପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ପାକିସ୍ତାନ୍‌ର ଜନୈକ ବରିଷ୍ଠ ସାଂସଦ। ପାକିସ୍ତାନ ପିପୁଲସ୍‌ ପାର୍ଟି (ପିପିପି)ର ବରିଷ୍ଠ ସାଂସଦ ନଓ୍ଵାବ୍‌…
ଅଧିକ ଖବର ଦେଖନ୍ତୁ...

ଶସ୍ତା ହେଲା ରେଳ ଟିକେଟ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସାଧାରଣ ଖାଉଟିଙ୍କ ପାଇଁ ହୋଲି ଉପହାର ଘୋଷଣା କରିଛନ୍ତି । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପକ୍ଷରୁ ଘରୋଇ ରନ୍ଧନ ଗ୍ୟାସ (ଏଲପିଜି)ର ମୂଲ୍ୟ ହ୍ରାସ କରିଛନ୍ତି । ଅଣସବସିଡି ଏଲପିଜି ମୂଲ୍ୟ ସିଲିଣ୍ଡର ପିଛା ୪୭ ଟଙ୍କା ଓ ସବସିଡିଯୁକ୍ତ…
ଅଧିକ ଖବର ଦେଖନ୍ତୁ...

ହୋଲିରେ ଷ୍ଟାଇଲିସ୍‌ ଦେଖାଯିବାକୁ ଚାହୁଁଛନ୍ତି କି? ପିନ୍ଧନ୍ତୁ ଏହି ଡିଜାଇନର ଡ୍ରେସ

କାଲି ହେଉଛି ରଙ୍ଗର ପର୍ବ ହୋଲି । ଏହା ହେଉଛି ଏକ ଏମିତି ଏକ ପର୍ବ, ଯାହା କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ପାଳନ କରାଯାଇଥାଏ । ଏହି ଦିନରେ ଲୋକମାନେ ଭଲ ଏବଂ ସମସ୍ତଙ୍କଠାରୁ ଅଲଗା ଦେଖାଯିବା ପାଇଁ ଅନେକ ଚେଷ୍ଟା କରିଥାଆନ୍ତି । ପୂର୍ବରୁ ଯୁବପିଢ଼ି ଏହି ଦିନଟିକୁ ପାଳନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ସାବାଡ ହେବେ ଫେରାର୍‌ ଆର୍ଥିକ ଠକ, ସରକାର ଆଣିଲେ ନୂଆ ଆଇନ

ନୂଆଦିଲ୍ଲୀ : ଦେଶରେ ବଡ଼ ଆକାରର ଆର୍ଥିକ ଠକେଇ କରି ବିଦେଶ ପଳେଇଯାଉଥିବା ଠକମାନଙ୍କ ସଂଖ୍ୟା ବଢିଚାଲିଛି । ଗତ ବର୍ଷ ବିଜୟମାଲ୍ୟା, ନିକଟରେ ନିରବ ମୋଦି ଓ ତାଙ୍କ ମାମୁଁ ମୋହୁଲ ଚୋକସୀ ଭାରତରେ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଠକେଇ କରି ବିଦେଶ ପଳାଇଯାଇଛନ୍ତି । ଏହାକୁ ନେଇ ସାରାଦେଶରେ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାର ପରେ ଶାହାରୁଖ ନିଜ ଭାବନକୁ ଟୁଇଟର ଜରିଆରେ ଏପରି ବ୍ୟକ୍ତ କଲେ

ମୁମ୍ବାଇ: ଗତକାଲି ପଞ୍ଚଭୂତରେ ଲୀନ ହୋଇଛି ଭାରତୀୟ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କର ମରଶରୀର। ମୁମ୍ବାଇର ଭିଲେ ପର୍ଲେ ସେବା ସମାଜ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହୋଇଛି। ତ୍ରିରଙ୍ଗାରେ ଅଚ୍ଛାଦିତ ଶ୍ରୀଦେବୀଙ୍କ ମରଶରୀର…
ଅଧିକ ଖବର ଦେଖନ୍ତୁ...

ଡାକ ବିଭାଗ ପ୍ରକାଶ କଲା ନିଳାଦ୍ରୀବିଜେ ରସଗୋଲା ସମ୍ବଳିତ ସ୍ୱତନ୍ତ୍ର ଲଫାପା

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୋଳପୂର୍ଣ୍ଣିମା ଏବଂ ରସଗୋଲାକୁ ନେଇ ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି। ଗୁରୁବାର ପୁରୀରେ ଶ୍ରୀକ୍ଷେତ୍ର ସାଙ୍ଗୀ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ଉତ୍ସବରେ ନିଳାଦ୍ରୀବିଜେ ରସଗୋଲା ସ୍ୱତନ୍ତ୍ର ଲଫାପାକୁ ମୁଖ୍ୟ ମହାଡାକପାଳ ଡ.ସନ୍ତୋଷ କୁମାର କାମିଲା…
ଅଧିକ ଖବର ଦେଖନ୍ତୁ...

ଆଖୁ କିଆରୀରେ ନିଅାଁ, ୫ ଲକ୍ଷ ଟଙ୍କା ମୂଲ୍ୟର ଆଖୁ ଭସ୍ମୀଭୂତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଣ୍ଡାରୀପଦା ଗାଁରେ ଏକ ଆଖୁ କିଆରୀରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ପ୍ରାୟ ୫ ଏକର ଜମିରେ ଏହି ନିଅାଁ ଅଳ୍ପ ସମୟ ମଧ୍ୟରେ ୫ଲକ୍ଷ ଟଙ୍କାର ଆଖୁ ଭସ୍ମ କରି ଦେଇଛି। ନିଅାଁ ଲାଗିବା ପରେ ଗାଁର ଚାଷୀମାନେ ଧାମନଗର ଦମକଳ…
ଅଧିକ ଖବର ଦେଖନ୍ତୁ...

ଭାରତ ଡ୍ରୋନ ତିଆରି କରୁଥିବାରୁ ପାକିସ୍ତାନର ଚିନ୍ତା

ଇସ୍ଲାମାବାଦ: ଭାରତ ସ୍ୱଦେଶୀ ଜ୍ଞାନ କୌଶଳରେ ଡ୍ରୋନ ଟେକନଲୋଜୀର ବିକାଶ କରିବାରେ ସଫଳ ହୋଇଥିବାରୁ ପାକିସ୍ତାନ ଚିନ୍ତା ପ୍ରକଟ କରିଛି । ଏହା ଆଞ୍ଚଳିକ ସ୍ତରରେ ନିରାପତ୍ତା ଭାରସାମ୍ୟକୁ ବିପନ୍ନ କରିବ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି । ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର…
ଅଧିକ ଖବର ଦେଖନ୍ତୁ...

ପ୍ରଶାସନିକ ସ୍ତରରେ ଅଦଳବଦଳ: ଜଗତସିଂହପୁର ଫେରିଲେ ଯାମିନୀ ଷଡଙ୍ଗୀ

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଯାମିନୀ ଷଡ଼ଙ୍ଗୀ ପୁଣି ଥରେ ଜଗତସିଂହପୁରକୁ ଜିଲ୍ଲାପାଳ ଭାବରେ ଫେରିଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କୁ ବରଗଡ଼ ଜିଲ୍ଲାପାଳ ଦାୟିତ୍ୱ ମିଳିଥିଲା। ଓଡ଼ିଶା ପ୍ରଶାସନିକ ସେବା…
ଅଧିକ ଖବର ଦେଖନ୍ତୁ...