Daily Archives

March 2, 2018

ଭାରତୀୟ ମହିଳା ହକି ଟିମ୍‌ର କୋରିଆ ଗସ୍ତ

ବେଙ୍ଗାଲୁରୁ: ଭାରତୀୟ ମହିଳା ହକି ଟିମ୍‌ ଚଳିତ ବର୍ଷ ପ୍ରଥମ ଥର ବିଦେଶ ଗସ୍ତ କରିଛି। ଗତ ବର୍ଷ ନଭେମ୍ବରରେ  ମହିଳା ଏସିଆ କପ୍‌ରେ ଚମ୍ପିଅନ୍‌ ହେବା ପରେ ଶୁକ୍ରବାର କୋରିଆ ଅଭିମୁଖେ ଯାତ୍ରା କରିଛି। ରାନୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ରେ ୨୦ ଜଣ ଖେଳାଳିଙ୍କୁ ସାମିଲ କରାଯାଇଛି। ଟିମ୍‌ରେ…
ଅଧିକ ଖବର ଦେଖନ୍ତୁ...

୩୪ ବର୍ଷରେ ୭୧ ଥର ବଦଳି: ହରିଆଣା ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌

ନୂଆଦିଲ୍ଲୀ: ହରିଆଣାରେ ପୁଣି ଥରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ସରକାରଙ୍କ ସମସ୍ତ ନୀତିକୁ ନ ମାନିବା ତଥା ଦୁର୍ନୀତି ବିରୋଧରେ ଲଢ଼ାଇ କରିବା ଯୋଗୁଁ ଆଇଏଏସ୍‌ ଅଧିକାରୀ ପ୍ରଦୀପ କାସନୀଙ୍କୁ ବହୁ ହଇରାଣ…
ଅଧିକ ଖବର ଦେଖନ୍ତୁ...

ପୂର୍ବାଞ୍ଚଳର ୩ ଟି ରାଜ୍ୟରେ ଆସନ୍ତାକାଲି କେଉଁ ଦଳ ପାଳନ କରିବ ହୋଲି, ତ୍ରିପୁରାରେ ଫୁଟିବ ପଦ୍ମ?

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ରାଜ୍ୟ ମେଘାଳୟ, ନାଗାଲାଣ୍ଡ ଓ ତ୍ରିପୁରାରେ କିଏ ଗଢ଼ିବେ ସରକାର ଶନିବାର ଅପରାହ୍ଣରେ ଫଳାଫଳ ଆସିବ। ଏଥି ପାଇଁ ସକାଳ ୮ଟାରୁ ମତଗଣନା ଆରମ୍ଭ ହୋଇଯିବ ବୋଲି ନିର୍ବାଚନ ଆୟୋଗର ଅଧିକାରୀମାନେ ସୂଚନା ଦେଇଛନ୍ତି। ଗତ ଫେବ୍ରୁଆରି ୨୭ରେ ନାଗାଲାଣ୍ଡ ଓ ମେଘାଳୟରେ ମଦଦାନ…
ଅଧିକ ଖବର ଦେଖନ୍ତୁ...

ସୁଲତାନ ଆଜଲାନ ଶାହ କପ୍‌: ଆସନ୍ତାକାଲି ଆର୍ଜେଣ୍ଟିନାକୁ ଭେଟିବ ଭାରତ

ଇଫୋନ୍‌(ମାଲେସିଆ): ଭାରତୀୟ ପୁରୁଷ ହକି ଟିମ୍‌ ଶନିବାର ୨୭ତମ ଆଜଲାନ୍‌ ଶାହ କପ୍‌ରେ ବିଶ୍ୱର ୨ ନମ୍ବର ଟିମ୍‌ ଆର୍ଜେଣ୍ଟିନାକୁ ଭେଟିବ। ମାଲେସିଆର ଇଫୋନ୍‌ସ୍ଥିତ ପର୍କ ଠାରେ ଏହି ମ୍ୟାଚ୍‌ ଖେଳାଯିବ। ସର୍ଦ୍ଦାର ସିଂହଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ହକି ଟିମ ତା’ର ପ୍ରଥମ ମ୍ୟାଚ୍‌ରେ…
ଅଧିକ ଖବର ଦେଖନ୍ତୁ...

ଭୁଲ ପ୍ରାର୍ଥୀ ଯୋଗୁଁ କଂଗ୍ରେସ ଅମାନତ ହାରିଲା: ହେମାନନ୍ଦ ବିଶ୍ୱାଳ

ଭୁବନେଶ୍ୱର: ନିକଟରେ ଶେଷ ହୋଇଥିବା ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ଉପ ନିର୍ବାଚନରେ କଂଗ୍ରେସ ଅମାନତ ଭାବରେ ହାରିଛି। ବିପର୍ଯ୍ୟୟ ନେଇ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ନିଜର ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସ ପକ୍ଷରୁ ବିଜେପୁରରେ ଭୁଲ ପ୍ରାର୍ଥୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ କର୍ତ୍ତବ୍ୟପରାୟଣା ନ ହେବାରୁ ଛାଡ଼ପତ୍ର ଆବେଦନ କଲେ ପତି

ମୁମ୍ବାଇ: ପତ୍ନୀ ବିଳମ୍ବରେ ଉଠିବା ସହ ସ୍ୱାଦିଷ୍ଟ ଖାଦ୍ୟ ବନେଇ ନପାରିବାରୁ ମୁମ୍ବାର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେବା ପାଇଁ କୋର୍ଟରେ ଆବେଦନ କରିଥିଲେ। ମାତ୍ର ବମ୍ବେ ହାଇକୋର୍ଟ ବ୍ୟକ୍ତିିଙ୍କର ଆବେଦନକୁ ଖାରଜ କରି ଦେଇଛନ୍ତି। ଏହି ମାମଲାର ବିଚାର କରିବା ପାଇଁ ଜଷ୍ଟିସ୍‌…
ଅଧିକ ଖବର ଦେଖନ୍ତୁ...

ଗୁରୁମିତ ରାମ ରହିମଙ୍କ ସହିତ ଜଡ଼ିତ ଥିବା ୪୦ଜଣଙ୍କ ନାମରେ ଠକେଇ ଓ ଦାଦାବଟି ଆଦାୟ ଅଭିଯୋଗ

ସିର୍‌ସା: ଦୁଇଜଣ ସାଧ୍ୱୀଙ୍କୁ ଦୁଷ୍କର୍ମ କରିଥିବା ଅପରାଧରେ ଜେଲରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମରହିମଙ୍କୁ ବିବାଦ ପିଛା ଛାଡୁନାହିଁ। ହରିୟାଣା ପଞ୍ଚକୁଲା ପୁଲିସ ଜଣେ ବିଲଡରଙ୍କ ଅଭିଯୋଗ କ୍ରମେ, ରାମ ରହିମଙ୍କ ଓକିଲ ସମେତ ୪୦ଜଣଙ୍କ ନାମରେ ଠକେଇ, ଲୁଟପାତ ଆଦି ମାମଲା…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ପ୍ରଦର୍ଶିତ ହେବନି ଅନୁଷ୍କାଙ୍କ ‘ପରୀ’ ଚଳଚ୍ଚିତ୍ର

ନୂଆଦିଲ୍ଲୀ: ପାକିସ୍ତାନରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଅଭିନୀତ ଚଳଚ୍ଚିତ୍ର ‘ପରୀ’ ଉପରେ ନିଷେଧାଦେଶ ଜାରି ହୋଇଛି। ଏଥିରେ କଳାଯାଦୁର କାହାଣୀ ରହିବା ସହ କେତେକ ମୁସ୍‌ଲିମ୍‌ ବିରୋଧୀ ଭବନାକୁ ଚିତ୍ରିତ କରାଯାଇଥିବାରୁ ଏହାକୁ ପାକିସ୍ତାନରେ ପ୍ରଦର୍ଶିତ ହେବାକୁ ଦିଆଯିବ ନାହିଁ ବୋଲି…
ଅଧିକ ଖବର ଦେଖନ୍ତୁ...

ନରଖାଦକ କୁମ୍ଭୀର ପେଟରୁ ମିଳିଲା ମଣିଷର ହାତ-ଗୋଡ !

ବାଲିକପପାନ୍: ଇଣ୍ଡୋନେସିଆର ବର୍ଣ୍ଣିଓ ଅଞ୍ଚଳରେ ଏକ ୨୦ଫୁଟ ଲମ୍ବ ବିଶିଷ୍ଟ କୁମ୍ଭୀର ପେଟରୁ ମଣିଷର ହାତ ଓ ଗୋଡ ମିଳିଛି । ପୁଲିସ ସୂଚନା ମୁତାବକ ଦୁଇଦିନ ତଳେ ସ୍ଥାନୀୟ ଅଞ୍ଚଳର ଏକ ତାଳ ବଗିଚାରେ କାମ କରୁଥିବା ଜନୈକ କର୍ମଚାରୀ ନିଖୋଜ ଥିବାର ଅଭିଯୋଗ ହୋଇଥିଲା। ସେ ବ୍ୟକ୍ତିଙ୍କର ମୃତଦେହ…
ଅଧିକ ଖବର ଦେଖନ୍ତୁ...

କମେଣ୍ଟ ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ମା’-ଭଉଣୀ ସମେତ ୩ ଗୁରୁତର

ନିରାକାରପୁର: ହୋଲି ଖେଳ ପରେ ଶୁକ୍ରବାର ଅପରାହ୍ଣରେ କମେଣ୍ଟ ମରାକୁ କେନ୍ଦ୍ର କରି ଜଣେ ଲୋକଙ୍କ ଗୋଷ୍ଠୀ ସଂଘର୍ଷରେ ମୃତ୍ୟୁ ଘଟିଛି। ଏହି ଘଟଣାରେ ମା’-ଭଉଣୀ ସମେତ ୩ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅନ୍ତର୍ଗତ ଖଜୁରିଆ ଗାଁରେ ସନ୍ତୋଷ…
ଅଧିକ ଖବର ଦେଖନ୍ତୁ...