Daily Archives

March 3, 2018

ଭାରତୀୟଙ୍କୁ ମିଳିଲା ଆଶ୍ୱସ୍ତି

ଓ୍ଵାସିଂଟନ: ଟ୍ରମ୍ପ ପ୍ରଶାସନ ଏଚ୍‌-୧ବି ଭିସା ନିୟମରେ ପରିବର୍ତ୍ତନ ସଂକ୍ରାନ୍ତୀୟ ମାମଲାର ଶୁଣାଣି ଘୁଞ୍ଚାଇବା ପରେ ବିଶେଷ କରି ଏହି ଭିସା ମାଧ୍ୟମରେ ଆମେରିକାରେ ରହୁଥିବା ଭାରତୀୟଙ୍କୁ ସାମାନ୍ୟ ନିସ୍ତାର ମିଳିଛି। ଏହି ଭିସା ଦ୍ୱାରା ଆମେରିକାରେ ଚାକିରୀ କରୁଥିବା ବ୍ୟକ୍ତିଙ୍କ ସ୍ୱାମୀ ବା…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଆଫ୍ରିକାରେ ସୁରେଶ ରାଇନା ପ୍ରଭାବଶାଳୀ ଖେଳାଳିର ପରିଚୟ ଦେଇଛନ୍ତି: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ: ଟି-୨୦ ଶୃଙ୍ଖଳାକୁ ବର୍ଷେ ପରେ ଫେରିଥିବା ସୁରେଶ ରାଇନାଙ୍କ ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରିବା ସହଜ ନୁହେଁ ବୋଲି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ କହିଛନ୍ତି। ଶାସ୍ତ୍ରୀ କହିଛନ୍ତି, ରାଇନାଙ୍କ ଅଭିଜ୍ଞତା ତାଙ୍କୁ ଦକ୍ଷିଣ ଆଫ୍ରିକାରେ ନିର୍ଭୀକ ଭାବରେ ଖେଳିବା…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେଲା ପ୍ରିୟା ପ୍ରକାଶଙ୍କ ଆଉ ଏକ ଭିଡିଓ

ନୂଆଦିଲ୍ଲୀ : ଭାଇରାଲ ହୋଇଛି ପ୍ରିୟା ପ୍ରକାଶଙ୍କ ଆଉ ଏକ ଭିଡ଼ିଓ । ହୋଲି ଅବସରରେ ସେ ନିଜ ଅଫିସିଆଲ ଫେସ୍‌ବୁକ୍‌ ଆକାଉଣ୍ଟରୁ ନିଜର ସବୁ ଫ୍ୟାନ୍ସମାନଙ୍କୁ ହୋଲିର ଅଭିନନ୍ଦନ ଜଣାଇବା ସହ ଏକ ଭିଡ଼ିଓ  ଟ୍ଵିଟରରେ ସେୟାର କରିଛନ୍ତି । ଏହି ଭିଡ଼ିଓରେ ସେ ତାଙ୍କର ପ୍ରଥମ ଫିଲ୍ମ ଓରୁ ଅଦାର ଲଭ୍‌ର…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ନୌ : ୩ ବର୍ଷର ଶିଶୁକୁ ଦୁଷ୍କର୍ମ କଲା ୨୦ ବର୍ଷର ଦାଦା

ଲକ୍ଷ୍ନୌ: ଦେଶରେ ଦିନକୁ ଦିନ ଅପରାଧ ମାନବିକତାର ସମସ୍ତ ସୀମା ପାର କରିବାରେ ଲାଗିଛି। ଗତ ଶୁକ୍ରବାର ଅପରାହ୍ନରେ ଏପରି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ଲକ୍ଷ୍ନୌରେ। ନିଜ ଦାଦା ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଏକ ୩ ବର୍ଷର ଶିଶୁ ଲକ୍ଷ୍ନୌର କିଙ୍ଗ ଜର୍ଜ ମେଡ଼ିକାଲ ୟୁନିଭରସିଟିରେ…
ଅଧିକ ଖବର ଦେଖନ୍ତୁ...

କଟ୍ରିନାଙ୍କୁ କାହିଁକି ମିଡିଆ ପରିଚାଳିକା ବୋଲି କହିଲେ ଶାହାରୁଖ ଜାଣନ୍ତୁ

ମୁମ୍ବାଇ: ବିଲଉଡ୍‌ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ସିନେମା ‘ଜିରୋ’ ଚର୍ଚ୍ଚାର ପରିସରରେ ରହିଛି। ଏହି ସିନେମାରେ ଶାହାରୁଖଙ୍କ ସହିତ ଅନୁଷ୍କା ଶର୍ମା ବି ନଜର ଆସିବେ। ତେବେ ‘ଜିରୋ’ ସିନେମା ସୁଟିଂ ସେଟ୍‌ରୁ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଶାହାରୁଖ ଶୋଇଛନ୍ତି ଓ କଟ୍ରିନା, ନିର୍ଦ୍ଦେଶକ…
ଅଧିକ ଖବର ଦେଖନ୍ତୁ...

ପୁଣିଥରେ ମାଟ୍ରିକ୍‌ ପ୍ରଶ୍ନପତ୍ର ଲିକ୍‌ ! ୯ଟାରେ ପରୀକ୍ଷା ଆରମ୍ଭ, ୯ଟା ୫୪ରେ ଭାଇରାଲ ହେଲା ଗଣିତ ପ୍ରଶ୍ନ

ଭୁବନେଶ୍ୱର: ଶନିବାର ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଖବର ମିଳିଛି। ଢ଼େଙ୍କାନାଳ ଓଡପଡା ବ୍ଲକର ଏକ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା କୁହାଯାଉଛି । ପରୀକ୍ଷା ସକାଳ ୯ଟାରେ ଆରମ୍ଭ ହୋଇଥିବାବେଳେ ୯ଟା ୫୪ରେ ଗଣିତ ପରୀକ୍ଷାର ପ୍ରଶ୍ନପତ୍ର ହ୍ଵାଟସ…
ଅଧିକ ଖବର ଦେଖନ୍ତୁ...

ସୁଲତାନ୍‌ ଆଜଲାନ୍‌ ଶାହ କପ୍‌: ଆର୍ଜେଣ୍ଟିନା ଠାରୁ ହାରିଲା ଭାରତ

ଇଫୋନ୍‌(ମାଲେସିଆ): ୨୭ତମ ସୁଲତାନ ଆଜଲାନ୍‌ ଶାହ କପ୍‌ରେ ଶନିବାର ଅଲମ୍ପିକ ଚମ୍ପିଅନ୍‌ ଆର୍ଜେଣ୍ଟିନା ଠାରୁ ୩-୨ରେ ଭାରତୀୟ ପୁରୁଷ ହକି ଟିମ୍‌ ପରାସ୍ତ ହୋଇଛି। ମାଲେସିଆର ଇଫୋନ୍‌ ଠାରେ ଭାରତ ପକ୍ଷରୁ ଅମିତ ରୋହୀଦାସ ଆର୍ଜେଣ୍ଟିନା ବିପକ୍ଷରେ ୨ଟି ଗୋଲ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ୫ଟି…
ଅଧିକ ଖବର ଦେଖନ୍ତୁ...

ମୋଦି ମ୍ୟାଜିକ: ତ୍ରିପୁରା ଓ ନାଗାଲ୍ୟାଣ୍ଡରେ ଫୁଟିଲା ପଦ୍ମ; ମେଘାଳୟରୁ ହଟିପାରେ କଂଗ୍ରେସ୍

ଅଗରତାଲା: ପୁଣି ଦୁଇଟି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରା ଓ ନାଗାଲ୍ୟାଣ୍ଡରେ ଫୁଟିଛି ପଦ୍ମ । ବିଜେପି ଶାସିତ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ଉପନିର୍ବାଚନ ହାରିବା ପରେ ମୋଦିଙ୍କ ଲୋକପ୍ରିୟତାର ପ୍ରଭାବକୁ ନେଇ ଉଠିଥିଲା ପ୍ରଶ୍ନ । ହେଲେ ଏହାର ଉତ୍ତର ଆସିଛି ତ୍ରିପୁରା ଓ ନାଗାଲାଣ୍ଡରୁ ।…
ଅଧିକ ଖବର ଦେଖନ୍ତୁ...