ଦୁର୍ବୃତ୍ତଙ୍କ ଆକ୍ରମଣରେ ୫ଗୋରୁ ମୃତ, ୧୨ଗୋରୁ ଗୁରୁତର
ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତହରା ପଞ୍ଚାୟତ ଅନ୍ତର୍ଗତ ଥିପାପାଣି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ଗତକାଲି ମଧ୍ୟ ରାତ୍ରରେ କିଛି ଦୁର୍ବୃତ୍ତ ଗାଁ ଭିତରେ ପଶି ୫ଟି ଗୋରୁଙ୍କୁ ଭୁଜାଲି ଓ ଛୁରୀରେ ଆକ୍ରମଣ କରି ହତ୍ୟା କରିଛନ୍ତି। ସେହିପରି ଦୁର୍ବୃତ୍ତଙ୍କ ଆକ୍ରମଣରେ ପ୍ରାୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...