Daily Archives

March 5, 2018

ସାନଭାଇ ଟାଙ୍ଗିଆ ଚୋଟରେ ବଡ଼ଭାଇ ମୃତ

ବିରିଡି : ଜଗତ୍‌ସିଂହପୁର ଜିଲ୍ଲା ବିରିଡ଼ି ଥାନା ଅଧିନ ଚେକାମାଳ ଭୋଇ ସାହିରେ ଆଜି ଏକ ହତ୍ୟାକାଣ୍ଡ ଘଟିଛି। ଆଜି ଜଣେ ଯୁବକଙ୍କ ଟାଙ୍ଗିଆ ଚୋଟରେ ତାଙ୍କ ବଡ଼ଭାଇ ପ୍ରାଣ ହରାଇଛନ୍ତି। ଜମିବାଡି ବିବାଦକୁ ନେଇ ଏଇ ମୃତ୍ୟୁ ଘଟିଥିବା ପୁଲିସ୍‌ ସୂତ୍ରରୁ ଜଣାପଡିଛି। ଆଜି ଦିନ ୧୨ଟା ବେଳେ ଗାଁର…
ଅଧିକ ଖବର ଦେଖନ୍ତୁ...

ଶଶୀ କପୁର, ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ:  ହଲିଉଡର ଡଲବି ଥିଏଟରରେ ଆୟୋଜିତ ୯୦ତମ ଓସ୍କାର ପୁରସ୍କାର ବିତରଣ ସମାରୋହରେ ଭାରତୀୟ ସିନେଜଗତର ପରଲୋକଗତ ଅଭିନେତା ଶଶୀ କପୁର ଏବଂ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଏହି ଅବସରରେ ହଲିଉଡ୍‌ ଜଗତର ମଧ୍ୟ ଅନେକ ପରଲୋକଗତ କଳାକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ଧମକ ଦେଇ ଅର୍ଥ ଆଦାୟ!:ଭାରତୀୟ ଦୂତାବାସ ଫୋନ୍‌ର ଚୋରା ବ୍ୟବହାର

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ଦୂତାବାସର ଟେଲିଫୋନ୍‌ ଲାଇନ୍‌କୁ କିଛି ଖଳ ପ୍ରବୃତ୍ତିର ବ୍ୟକ୍ତି ଚୋରାରେ ବ୍ୟବହାର କରି ଲୋକମାନଙ୍କୁ ଧମକ ଦେବା ସହ ଅର୍ଥ ଆଦାୟ କରୁଥିବା ଜଣାଯାଇଛି। ଏ ସମ୍ପର୍କରେ ଆଜି ଭାରତୀୟ ଦୂତାବାସ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବା ସହ ଆମେରିକା ସରକାରଙ୍କୁ…
ଅଧିକ ଖବର ଦେଖନ୍ତୁ...

ପଦ୍ମପୁର ଏସ୍‌ଡିପିଓ ପୁନଃ ଅବସ୍ଥାପିତ

କଟକ : ବରଗଡ଼ ଜିଲ୍ଲା ପଦ୍ମପୁରର ଏସ୍‌ଡିପିଓ ଭାବେ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ଘଟଣାରେ ଏସ୍‌ଡିପିଓ ଶାସକ ଦଳକୁ ସମର୍ଥନ କରୁଥିବା ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହୋଇଥିଲା। ସେହି ଆଧାରରେ ତାଙ୍କୁ ଝାରସୁଗୁଡ଼ା ବଦଳି କରି…
ଅଧିକ ଖବର ଦେଖନ୍ତୁ...

ଲାଲୁଙ୍କ ଝିଅ-ଜ୍ୱାଇଁଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ବେଆଇନ ଅର୍ଥ କାରବାର ମାମଲାରେ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଝିଅ ମିସା ଭାରତୀ ଏବଂ ତାଙ୍କ ସ୍ୱାମୀ ଶୈଳେଶଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ଆଜି ମିସା ଏବଂ ଶୈଳେଶଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରତ୍ୟେକ ୨ ଲକ୍ଷ ଟଙ୍କାର…
ଅଧିକ ଖବର ଦେଖନ୍ତୁ...

ସୋପିଆନ ଗୁଳିକାଣ୍ଡ : ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ମାମଲାର ତଦନ୍ତ ଉପରେ ରୋକ୍‌ ଲଗାଇଲେ ସୁପ୍ରିମକୋର୍ଟ

ନୂଅରିଲ୍ଲୀ : ଗତ ଜାନୁଆରୀ ମାସ ସୋପିଆନ ଗୁଳିକାଣ୍ଡରେ ୩ ସାଧାରଣ ଜୀବନ ହାନୀ ହେବା ଘଟଣାରେ ଚାଲିଥିବା ତଦନ୍ତ ପ୍ରକ୍ରୀୟା ଉପରେ ଆଜି ସୁପ୍ରିମକୋର୍ଟ ରୋକ୍‌ ଲଗାଇଦେଇଛନ୍ତି। ଆସନ୍ତା ଏପ୍ରିଲ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ ମାମଲାର ତଦନ୍ତ ହୋଇପାରିବନି ବୋଲି ଆଜି…
ଅଧିକ ଖବର ଦେଖନ୍ତୁ...

ନିଜ ହାତ କାଟିଲେ ବିଫଳ ପ୍ରେମିକ

ନୀଳଗିରି : ପ୍ରେମରେ ବିଫଳ ହୋଇ ବ୍ଲେଡ୍‌ରେ ନିଜ ହାତକାଟି ଗୁରୁତର ହୋଇଛନ୍ତି ଜଣେ ଯୁବକ। ତାଙ୍କୁ ଚିକିତ୍ସା ପାଇଁ ନୀଳଗିିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏପରି ଘଟଣା ନୀଳଗିରି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଘଟିଛି ନୀଳଗିରି ବ୍ଳକ ସଜନାଗଡ଼ ପଞ୍ଚାୟତ ବିଶ୍ୱାଳସାହି…
ଅଧିକ ଖବର ଦେଖନ୍ତୁ...

ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ବଲାଙ୍ଗୀର : ବଲାଙ୍ଗୀର ଇନ୍ଦିରା ନଗର ନିକଟ ଫରେଷ୍ଟ କଲୋନିରେ ରହୁଥିବା ରାଜରାଜ ପରାଭୁଏ ନାମକ ଏକ ନାବାଳକ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ଡିଏଫ୍‌ଓ ଅଫିସ୍‌ରେ ୧୪ ବର୍ଷୀୟ ରାଜରାଜଙ୍କ ବାପା ସଂସାର ପରାଭୁଏ ଚତୁର୍ଥ ଶ୍ରେଣୀ କର୍ମଚାରୀ। ସୋମବାର ଘରଲୋକେ ବିବାହ ଭୋଜି ପାଇଁ ଯାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଭିଏତନାମରେ ଆମେରିକୀୟ ଯୁଦ୍ଧ ଜାହାଜ:ବିଶ୍ୱ ଚକିତ, ବଢ଼ିଲା ଚୀନ୍‌ର ଚିନ୍ତା

ହନୋଇ: ଆମେରିକାର ଯୁଦ୍ଧ ବିମାନ ପରିବାହୀ ଏକ ଜାହାଜ ଭିଏତନାମର ଦନାଙ୍ଗ ବନ୍ଦରରେ ଲାଗିଛି। ଆମେରିକାର କାର୍ଲ ବିସନ ଯୁଦ୍ଧଜାହାଜ ସମେତ ତିନିଟି ଜାହାଜରେ ପ୍ରାୟ ସାଢ଼େ ୫ହଜାର ଆମେରିକୀୟ ନୌସୈନିକ ୫ଦିନିଆ ଭିଏତନାମ ଗସ୍ତରେ ଆସିଛନ୍ତି। ତେବେ ଏହା ଜଣାପଡ଼ିବା ପରେ ଆମେରିକାର ଏଭଳି ଅପ୍ରତ୍ୟାଶିତ…
ଅଧିକ ଖବର ଦେଖନ୍ତୁ...

୫ପରିବାରର ୧୫ବଖରା ଜଳିଗଲା, ୫ଗୋରୁ ଜୀବନ୍ତ ଦଗ୍ଧ

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ନାୟକାଣିଡିହି ବଳରାମପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ପରିବାରର ୧୫ବଖରା ଭସ୍ମୀଭୂତ ହୋଇଯାଇଛି। ଏଥିରେ ୫ଗୋରୁ ଜୀବନ୍ତ ଦଗ୍ଧ ହୋଇଛି। ଗତକାଲି ପ୍ରଥମେ ଗ୍ରାମର ସୁକଦେବ ବେହେରାଙ୍କ ଘରେ ନିଆଁ…
ଅଧିକ ଖବର ଦେଖନ୍ତୁ...