Daily Archives

March 6, 2018

ବିପ୍ଳବ ଦେବ ହେବେ ତ୍ରିପୁରା ମୁଖ୍ୟମନ୍ତ୍ରୀ :୯ରେ ଶପଥ ଗ୍ରହଣ

ଅଗରତାଲା: ତ୍ରିପୁରା ବିଜେପି ରାଜ୍ୟ ସଭାପତି ବିପ୍ଳବ ଦେବ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଆଜି ବିଜେପି ଏ ବାବଦରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି ଏବଂ ୯ ତାରିଖରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ରାଜ୍ୟ ବିଜେପି ଜନଜାତି ସେଲ୍‌ର ଆବାହକ ଜିସ୍‌୍‌ନୁ…
ଅଧିକ ଖବର ଦେଖନ୍ତୁ...

ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଜେଲିଆଙ୍ଗ: ଗୁରୁବାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରିଓ!

କୋହିମା: ଅନେକ ଛକାପଂଝା ପରେ ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଟି ଆର୍‌ ଜେଲିଆଙ୍ଗ ଇସ୍ତଫା ଦେଇଛନ୍ତି। ନୂଆ ମୁଖ୍ୟମନ୍ତ୍ରୀ ଭାବେ ଏନ୍‌ଡିପିପି ନେତା ତଥା ପୂର୍ବ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ଆସନ୍ତା ଗୁରୁବାର ଦିନ ଶପଥ ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ଯଦିଓ ଏନେଇ ବିଧିବଦ୍ଧ ଭାବେ…
ଅଧିକ ଖବର ଦେଖନ୍ତୁ...

ନିଷ୍ପତ୍ତି ବଦଳାଇଲେ ନବୀନ: ସାଂସଦଙ୍କ କମିଟି ସଭ୍ୟପଦରେ ପରିବର୍ତ୍ତନ ହେବନି

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୩ ତାରିଖରେ ନିଜେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ସାଂସଦଙ୍କ ଲୋକସଭା ଓ ରାଜ୍ୟସଭା କମିଟି ସଭ୍ୟପଦରେ  ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ଆଜି ସଂସଦଭବନ ପରିସରରେ ଥିବା ବିଜେଡି କାର୍ଯ୍ୟାଳୟରେ…
ଅଧିକ ଖବର ଦେଖନ୍ତୁ...

ରାଜପଥରେ ଆମ୍ବୁଲାନ୍‌ସ ଦୁର୍ଘର୍ଟଣା: ଭାଇଭଉଣୀ ମୃତ, ୨ ଗୁରୁତର

ସୋର: ଆଜି ଭୋରରୁ ସୋର ଟାଉନ୍‌ ନିକଟ ଜାତୀୟ ରାଜପଥର ଉତ୍ତରେଶ୍ୱର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଅଟକି ରହିଥିବା ମାଲବୋଝେଇ ଟ୍ରକ୍‌ ସହ ଏକ ଆମ୍ବୁଲାନ୍ସ ଧକ୍କା ହେବାରୁ ରୋଗୀଙ୍କ ସହ ମୋଟ ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦୁହେଁ ହେଲେ ବୁଲବୁଲ୍‌ ବିବି (୪୫) ଓ…
ଅଧିକ ଖବର ଦେଖନ୍ତୁ...

ହଟିଲା ଯୁଦ୍ଧର ବାଦଲ, ନରମିଲା ଉତ୍ତର କୋରିଆ:-ପରମାଣୁ ପରୀକ୍ଷଣ ବନ୍ଦ ପାଇଁ ରାଜି

ସିଓଲ : ଆମେରିକା ଓ ଉତ୍ତର କୋରିଆ ମଧ୍ୟରେ ଲାଗି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତର ଖୁବ୍‌ଶୀଘ୍ର ଅବସାନ ଘଟିବ ବୋଲି ସଙ୍କେତ ମିିଳିଛି। ଏହା ସହ ଦକ୍ଷିଣ କୋରିଆ ସହ ସ୍ଥାୟୀ ଶାନ୍ତି ସ୍ଥାପନ ନିମନ୍ତେ ଆସନ୍ତା ମାସରେ ଦୁଇ କୋରିଆ ମଧ୍ୟରେ ଶିଖର ବୈଠକ ଅନୁଷ୍ଠିତ ହେବ। ଆମେରିକା ସହ ଶାନ୍ତି…
ଅଧିକ ଖବର ଦେଖନ୍ତୁ...

ପାଣିରେ ପଡ଼ିଲା ଧାଓ୍ଵନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ୫ ଓ୍ଵିକେଟ୍‌ରେ ଶ୍ରୀଲଙ୍କା ବିଜୟୀ

କଲମ୍ବୋ: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ‘ନିଦହାସ ଟ୍ରଫି’(ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ)ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶ୍ରୀଲଙ୍କାର ୫ ଓ୍ଵିକେଟ୍‌ରେ ବିଜୟ ହୋଇଛି। ୧୭୫ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ଇନିଂସରେ ଶ୍ରୀଲଙ୍କା ୧୮.୩ ଓଭରରେ ୫ ଓ୍ଵିକେଟ ହରାଇ ୧୭୫ ରନ୍‌ ସଂଗ୍ରହ କରିଛି। ପ୍ରଥମ ଟି-୨୦…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଜଳବିବାଦ ମାମଲା: ଟ୍ରିବ୍ୟୁନାଲ ଗଠନ ତ୍ୱରାନ୍ଵିତ ଦାବିରେ ବିଜେଡିର ମୁଲତବୀ ପ୍ରସ୍ତାବ

ନୂଆଦିଲ୍ଲୀ: ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିବା ଦାବିରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରାଯାଇଛି। ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବ ଏହି ମୁଲତବୀ ନୋଟିସ୍‌ ବାଚସ୍ପତିଙ୍କୁ ପ୍ରଦାନ କରିଥିଲେ। ଅପରପକ୍ଷେ ମହାନଦୀର…
ଅଧିକ ଖବର ଦେଖନ୍ତୁ...

ସଂସଦ ବାହାରେ ବିରୋଧୀଙ୍କ ଧାରଣା

ନୂଆଦିଲ୍ଲୀ : ଭିନ୍ନ ଭିନ୍ନ ଦାବି ନେଇ ଆଜି ବିରୋଧୀ ଦଳ ସାଂସଦମାନେ ସଂସଦ ବାହାରେ ଧାରଣା ଦେଇଥିଲେ। ପିଏନ୍‌ବି ଦୁର୍ନୀତି ମାମଲାରେ ନିରବ ମୋଦିଙ୍କୁ ବିଜେପି ସୁରକ୍ଷା ଦେଉଛି ବୋଲି ଅଭିଯୋଗ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳୀୟ ସାଂସଦମାନେ ଧାରଣା ଦେଇଥିଲେ।…
ଅଧିକ ଖବର ଦେଖନ୍ତୁ...

ପୋଲ ତଳକୁ ଟ୍ରକ୍‌ ଖସି ୩୧ ମୃତ

ନୂଆଦିଲ୍ଲୀ : ଗୁଜରାଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩୧ ଜଣଙ୍କ ପ୍ରାଣହାନି ହୋଇଛି। ବିବାହ ଉତ୍ସବରେ ଯୋଗ ଦେବାଲାଗି ୬୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଆଜି ଭୋର୍‌ ସମୟରେ ଭାବନଗର ଜିଲ୍ଲାର ରାନ୍ଧୋରା ଗ୍ରାମ ନିକଟସ୍ଥ ରାଜକୋଟ୍‌-ଭାବନଗର ଜାତୀୟ ରାଜପଥ…
ଅଧିକ ଖବର ଦେଖନ୍ତୁ...

ସେନସେକ୍ସ ୪୩୦ ପଏଣ୍ଟ ହ୍ରାସ,  ଗତ ୫ଟି ସେସନରେ ମୋଟ ୪.୩୦ ଲକ୍ଷ କୋଟି ହରାଇଲେଣି ନିବେଶକ

ମୁମ୍ବାଇ : ଭାରତୀୟ ଷ୍ଟକ ବଜାରରେ ଗତ ୫ଟି ସେସନରେ କ୍ରମାଗତ ହ୍ରାସ ପରିଲକ୍ଷିତ ହୋଇଚାଲିଛି ।  ଏହା ଫଳରେ ନିବେଶକମାନେ ପ୍ରାୟ ୪ ଲକ୍ଷ ୩୦ ହଜାର କୋଟି ହରାଇଥିବା ଅନୁମାନ କରାଯାଉଛି । ମଙ୍ଗଳବାରଦିନ ବିଏସଇ ସେନସେକ୍ସ ପ୍ରାୟ  ୪୩୦ ପଏଣ୍ଟ ହ୍ରାସ ପାଇ ବିଗତ ତିନି ମାସରେ ସର୍ବନିମ୍ନ ସ୍ତର…
ଅଧିକ ଖବର ଦେଖନ୍ତୁ...