Daily Archives

March 6, 2018

ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ଚାହୁଁଛନ୍ତି ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ବଲିଉଡର ବରିଷ୍ଠ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆସନ୍ତା ବର୍ଷ ରିଲିଜ ଅପେକ୍ଷାରେ ଥିବା ନରେନ୍ଦ୍ର ମୋଦିଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ପାଇଁ ବହୁତ ଉତ୍ସାହିତ ଅଛନ୍ତି ଶତ୍ରୁଘ୍ନ…
ଅଧିକ ଖବର ଦେଖନ୍ତୁ...

ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଏବଂ ତାଙ୍କ ଭାଇଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ : ଜମି ବିବାଦକୁ ନେଇ ଘଟି ଯାଇଛି ଅଘଟଣ । ଗୋଟେ ପରିବାରର ଭାଇଭଉଣୀଙ୍କୁୁ ଦେବାକୁ ପଡ଼ିଛି ଜୀବନ । ଗୋଟିଏ ଦିନରେ ଅଲଗା ଅଲଗା ସ୍ଥାନରେ ଘଟିଛି ଗୁଳିକାଣ୍ଡ । ଜମିଜମା ବିବାଦକୁ ନେଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ କିଛି ଦୁର୍ବୃତ୍ତ ଗୁଳିକରି ହତ୍ୟା କରିବାର ଘଣ୍ଟାକ ପରେ ତାଙ୍କ…
ଅଧିକ ଖବର ଦେଖନ୍ତୁ...

ଓ୍ଵାର୍ଣ୍ଣର-ଡି କକ୍‌ ବିବାଦ: ବିଅର୍‌ ପିଇ କାମରେ ଲାଗି ଯିବାକୁ ପରାମର୍ଶ ଦେଲେ ସେନ୍‌ ଓ୍ଵାର୍ଣ୍ଣ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର କ୍ରିକେଟର ଡାଭିଡ଼ ଓ୍ଵାର୍ଣ୍ଣର ଓ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ୍‌ କ୍ୱିଣ୍ଟନ୍‌ ଡି କକ୍‌ ବିବାଦ ନେଇ ଅଷ୍ଟ୍ରେଲିଆର ପୂର୍ବତନ ବୋଲର ସେନ୍‌ ଓ୍ଵାର୍ଣ୍ଣ ଏକ ଅଦ୍ଭୂତ ମନ୍ତବ୍ୟ ଦେଇଛନ୍ତି। ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଦେଖାଯାଇଥିବା ମନୋମାଳିନ୍ୟ ନେଇ ସେ…
ଅଧିକ ଖବର ଦେଖନ୍ତୁ...

ସିରିଆରେ ଋଷ ସାମରିକ ବିମାନ ଦୁର୍ଘଟଣାଗସ୍ତ, ୩୨ ମୃତ

ମସ୍କୋ : ଋଷିଆର ଏକ ସାମରିକ ପରିବହନ ବିମାନ ସିରିଆର ଦୁର୍ଘଟଣାଗ୍ରସ୍ତ ହେବାରୁ ସେଥିରେ ଥିବା ପ୍ରାୟ ୩୨ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏହି ଏଏନ-୨୬ ବିମାନଟି ସିରିଆର ଲାଟାକିଆ ରାଜ୍ୟରେ ଥିବା ଋଷ ସେନାର ମେଇମିମ ବିମାନଘାଟୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଋଷର ସମ୍ବାଦସରବରାହ ସଂସ୍ଥା…
ଅଧିକ ଖବର ଦେଖନ୍ତୁ...

ନିଦହାସ ଟ୍ରଫି: ଧାଓ୍ଵନଙ୍କ ବିସ୍ଫୋରକ ୯୦ ରନ୍‌, ଶ୍ରୀଲଙ୍କାକୁ ୧୭୫ ରନ୍‌ ଟାର୍ଗେଟ ଦେଲା ଭାରତ

କଲମ୍ବୋ: ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ବି ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା ‘ନିଦହାସ ଟ୍ରଫି’(ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ)ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଶିଖର ଧାଓ୍ଵାନ(୯୦ ରନ୍‌, ୬ଟି ଚୌକା ଓ ୬ଟି ଛକା)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ୫ଓ୍ଵିକେଟ ହରାଇ ୧୭୪ ରନ୍‌ ସଂଗ୍ରହ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲିଙ୍ଗରାଜ ମନ୍ଦିରରେ ଭିଡିଓ ସୁଟିଂ ରବିନାଙ୍କୁ ମହଙ୍ଗା ପଡ଼ିଲା; ମନ୍ଦିର ପ୍ରଶାସନ ଏତଲା ଦେଲା

ଭୁବନେଶ୍ୱର: ଗତ ରବିବାର ଦିନ ବିନା ଅନୁମତିରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ଭିଡିଓ ସୁଟିଂ କରିବା ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ମହଙ୍ଗା ପଡ଼ିଛି। ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀଲିଙ୍ଗରାଜ ଥାନାରେ ରବିନାଙ୍କ ନାଁରେ ଏତଲା ଦିଆଯାଇଥିବା ଜଣାପଡ଼ିଛି । ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ବୈଜୟନ୍ତଙ୍କୁ ଅଲଗା ବସାଇବା ଲାଗି ବାଚସ୍ପତିଙ୍କୁ ବିଜେଡ଼ିର ଅନୁରୋଧ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଲୋକସଭାରେ ଅଲଗା ବସାଇବାକୁ ବିଜେଡ଼ି ପକ୍ଷରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଅନୁରୋଧ କରାଯାଇଛି । ଏହା ସହିତ ଗୃହ ବ୍ୟାପାର ସ୍ଥାୟୀ କମିଟିରୁ ତାଙ୍କ ସଦସ୍ୟତା ଶେଷ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।  ଆଜି…
ଅଧିକ ଖବର ଦେଖନ୍ତୁ...

ଓସ୍କାର ବିଜୟ ପାର୍ଟିରେ ଚୋରି ହୋଇଗଲା ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର

ନୂଆଦିଲ୍ଲୀ : ପ୍ରାୟତଃ ସମସ୍ତ ସିନେ-କଳାକାରଙ୍କ ସ୍ୱପ୍ନ ରହିଥାଏ କି ଜୀବନରେ ଥରେ ମାତ୍ର ଓସ୍କାର ପୁରସ୍କାରକୁ ନିଜ ହାତରେ ଧରିବେ । ହଲିଉଡ଼ ଅଭିନେତ୍ରୀ ଫ୍ରାନସେସ୍‌ ମାକଡ଼ରମାଣ୍ଡଙ୍କ ଏହି ସ୍ୱପ୍ନ ସତ ହୋଇଥିଲା । ତାଙ୍କୁ ‘ଥ୍ରି ବିଲବୋର୍ଡ଼ ଆଉଟସାଇଡ଼ ଇବ୍ଡ ମିସୋଉରି' ଚଳଚ୍ଚିତ୍ର ପାଇଁ…
ଅଧିକ ଖବର ଦେଖନ୍ତୁ...