Daily Archives

March 7, 2018

ମହାନଦୀ ପୋଲରୁ ଗଳି ପଡ଼ିଲା କ୍ରେନ୍‌; ଡ୍ରାଇଭର ମୃତ

କଟକ-ମହାନଦୀବିହାର,୭|୩(ଇମିସ): ମହାନଦୀ ପୋଲ ଉପରେ ଦୃତ ଗତିରେ ଯାଉଥିବା ଏକ କ୍ରେନ୍‌ ନଈ ଭିତରକୁ ଖସି ପଡ଼ିଛି। ଦୁର୍ଘଟଣାରେ ଡ୍ରାଇଭର ରୋସନ୍‌ ସିଂ (୫୦)ଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଯୋବ୍ରା ନଦୀକୂଳ ସାହିର ରୋସନ୍‌ ଏକ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଉଠାଇବାକୁ ଅପରାହ୍ନ ୫ଟା…
ଅଧିକ ଖବର ଦେଖନ୍ତୁ...

୭ଭିଜିଲାନ୍ସ ଇନିସ୍‌ପେକ୍ଟରଙ୍କ ବଦଳି

କଟକ : ରାଜ୍ୟର ବିଭିନ୍ନସ୍ଥାନରେ କାର୍ଯ୍ୟରତ ୭ଜଣ ଭିଜିଲାନ୍ସ ଇନିସ୍‌ପେକ୍ଟରଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଡିଭିଜନ୍‌ରେ କାର୍ଯ୍ୟରତ ମଦନ ମୋହନ ପ୍ରଧାନଙ୍କୁ ଭୁବନେଶ୍ୱର ଡିଭିଜନ୍‌ ଅନ୍ତର୍ଗତ ପୁରୀ ୟୁନିଟ୍‌କୁ, ସମ୍ବଲପୁର ଡିଭିଜନ୍‌ ମୁଖ୍ୟାଳୟରେ କାର୍ଯ୍ୟରତ ସି.ବିଲୁଙ୍ଗଙ୍କୁ ଦେଓଗଡ଼…
ଅଧିକ ଖବର ଦେଖନ୍ତୁ...

କ୍ଷମାପ୍ରାର୍ଥନା କଲେ ବିଜେପି ନେତା

ନୂଆଦିଲ୍ଲୀ: ତାମିଲନାଡ଼ୁର ବରିଷ୍ଠ ବିଜେପି ନେତା ଏଚ୍‌ ରାଜାଙ୍କ ବିବାଦୀୟ ଫେସବୁକ୍‌ ପୋଷ୍ଟ୍‍ପରେ ଗତକାଲି ତାମିଲନାଡ଼ୁରେ ଇଭିଆର ରାମାସ୍ୱାମୀଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଥିଲା। ଏହି ଘଟଣାକୁ ନେଇ ଆଜି ସେ କ୍ଷମାପ୍ରାର୍ଥନା କରିଛନ୍ତି। ଉକ୍ତ ଫେସବୁକ୍‌ ପୋଷ୍ଟ୍‍ଟିକୁ ତାଙ୍କର ଜଣେ ସଂଚାଳକ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଏନ୍‌ଏସି ନିର୍ବାହୀ ଅଧିକାରୀ ଭିଜିଲାନ୍ସ ଦ୍ୱାରା ଗିରଫ

କଟକ : ଗଞ୍ଜାମ ଏନ୍‌ଏସିର ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରତିହାରୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ ଗିରଫ କରିଛି। ଉକ୍ତ ଏନ୍‌ଏସି ଅଧିନରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ବିଶ୍ୱରଂଜନ ଜେନାଙ୍କଠୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବରଗଡ଼ : ବରଗଡ଼ ଜିଲ୍ଳା ଅତାବିରା ଥାନା ଲସ୍ତଲା ଗ୍ରାମରେ ଘଟିଥିବା ଏକ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ବରଗଡ଼ ଅତିରିକ୍ତ ଜିଲ୍ଳା ଦୌରା ଜଜ୍‌ ପ୍ରଣବ ପାତ୍ର ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୧୫ ମସିହାରେ ଲସ୍ତଲା ଗ୍ରାମର ଗୋବିନ୍ଦ…
ଅଧିକ ଖବର ଦେଖନ୍ତୁ...

ଅଳ୍ପକେ ବର୍ତ୍ତିଲେ ତୋଗାଡ଼ିଆ, ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ଅନ୍ତର୍ଜାତୀୟ ସଭାପତି ପ୍ରବୀଣ ତୋଗାଡ଼ିଆ ଆଜି ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୁରଟ୍‌ ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଆଜି ତୋଗାଡ଼ିଆ ତାଙ୍କର ଅନ୍ୟଜଣେ ସହଯୋଗୀଙ୍କ ସହ ଯାଉଥିବା ବେଳେ ତାଙ୍କ କାର୍‌କୁ ପଛପଟୁ ଏକ ଧକ୍କା…
ଅଧିକ ଖବର ଦେଖନ୍ତୁ...

ଏପ୍ରିଲ କିମ୍ବା ମେ’ ପ୍ରାରମ୍ଭରେ ହେବ କର୍ଣ୍ଣାଟକ ନିର୍ବାଚନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆସନ୍ତା ଏପ୍ରିଲ କିମ୍ବା ମେ’ ପ୍ରାରମ୍ଭରେ ଶେଷ ହେବ ବୋଲି ଆଜି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ ମୁଖ୍ୟ ନିର୍ବାଚନ ଅଧିକାରୀ କର୍ଣ୍ଣାଟକ ଗସ୍ତ କରି ବିଭିିନ୍ନ ସରକାରୀ ପଦାଧିକାରୀଙ୍କ ସହ ନିର୍ବାଚନ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କାରେ ହିଂସା ଅଣାୟତ୍ତ, ଇଣ୍ଟରନେଟ୍‌ ବନ୍ଦ

ନୂଆଦିଲ୍ଲୀ: ଭାରତୀୟ ମହାସାଗରର ଦ୍ୱୀପ ରାଷ୍ଟ୍ର ଶ୍ରୀଲଙ୍କାରେ ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗା ଏବଂ ହିଂସାକାଣ୍ଡ ଥମିବାର ନାମ ନେଉନି। ଜରୁରୀ ସ୍ଥିତି ଘୋଷଣା ସତ୍ତ୍ୱେ ଶ୍ରୀଲଙ୍କାରେ ଏବେ ମୁସଲିମ ବିରୋଧୀ ଦଙ୍ଗା ଅତି ଉଗ୍ର ରୂପ ନେଇଛି। ହିଂସାକାଣ୍ଡ ରୋକିବାପାଇଁ ସେନା ଲଗାତାର ପ୍ରୟାସ…
ଅଧିକ ଖବର ଦେଖନ୍ତୁ...

ସର୍ବଭାରତୀୟ ପରୀକ୍ଷାରେ ଆଧାର ବାଧ୍ୟତାମୂଳକ ହେବନାହିଁ: ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ:  ସର୍ବଭାରତୀୟ ପରୀକ୍ଷାଗୁଡ଼ିକରେ ଆଧାର ନମ୍ବର ଦେବା ପରୀକ୍ଷାର୍ଥୀଙ୍କ ପାଇଁ ବାଧ୍ୟତାମୂଳକ ହେବନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ବେଞ୍ଚ ଏ ବାବଦରେ …
ଅଧିକ ଖବର ଦେଖନ୍ତୁ...

ପପୁଆ ନ୍ୟୁଗିନିରେ ୬.୭ ତୀବ୍ରତାର ଭୂକମ୍ପ,୧୮ ମୃତ

ପୋର୍ଟ ମୋର୍ସବି: ପପୁଆ ନ୍ୟୁଗିନିରେ ଆଜି ହୋଇଥିବା ୬.୭ ତୀବ୍ରତାର ଭୂମିକମ୍ପରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଶତାଧିକ କୋଠା ଭୁଶୁଡ଼ି ଯାଇଥିବା ବେଳେ ହଜାର ହଜାର ଘର କ୍ଷତିଗ୍ରସ୍ତ ହୋଇଛି । ଅନେକ ଅଂଚଳରେ ରାସ୍ତାଘାଟ ମଧ୍ୟ ବନ୍ଦ ହୋଇଯାଇଛି। ରାଜଧାନୀ…
ଅଧିକ ଖବର ଦେଖନ୍ତୁ...