Daily Archives

March 7, 2018

୧୩ ପରିବାରର ୨୮ବଖରା ଭସ୍ମୀଭୂତ

ତିହିଡି : ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅଧିନ ବାରୋ ପଞ୍ଚାୟତ ଚବିଶପଡା ଗାଁରେ ଆଜି ମଧ୍ୟାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୩ ପରିବାରର ୨୮ ବଖରା ଭସ୍ମୀଭୂତ ହୋଇଯାଇଛି। ଏହି ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଅଗ୍ନିକାଣ୍ଡ ଯୋଗୁଁ ସଂପୃକ୍ତ ପରିବାର ଗୁଡ଼ିକର ୬୦ରୁ ଅଧିକ ଲୋକ ବାସହରା…
ଅଧିକ ଖବର ଦେଖନ୍ତୁ...

କେରଳ ବିଧାନସଭାକୁ ଗ୍ରେନେଡ ନେଇ ପହଞ୍ଚିଲେ କଂଗ୍ରେସ ବିଧାୟକ

ଥିରୁବନ୍ତପୁରମ୍‌: କେରଳ ବିଧାନସଭାରେ ବୁଧବାର ଏକ ଭୟଙ୍କର ପରିସ୍ଥିତି ଦେଖାଯାଇଥିଲା। ବିଧାନସଭା ଭିତରକୁ ଜଣେ ବିଧାୟକ ଗ୍ରେନେଡ ସେଲ୍‌ ନେଇ ପହଞ୍ଚି ଥିଲେ। ବିଧାୟକ ଜଣକ ବିଧାନସଭା ବାଚସ୍ପତିଙ୍କୁ ଗ୍ରେନେଡ ଦେଖାଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଯେ, ବିଧାନସଭା ଅଧିବେଶନ…
ଅଧିକ ଖବର ଦେଖନ୍ତୁ...

୨ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର ଜବତ, ବେପାରୀ ଗିରଫ

ବାଲେଶ୍ୱର : ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ଟିମ୍‌ ଆଜି ଟାଉନ୍‌ ଥାନା ଅଧିନ ମଧୁଆମିଲ୍‌ ଛକରୁ ୨୦ଗ୍ରାମ ବ୍ରାଉନ୍‌ସୁଗର ଜବତ କରିଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ବ୍ରାଉନସୁଗର ବେପାରୀ ସୁନହଟ୍‌ ଅଞ୍ଚଳ ବଡ଼ଖୁଆରର ସେଖ୍‌ ଅଲ୍ଲି ହୁସେନ୍‌କୁ ଗିରଫ କରିଛି। ଅଲ୍ଲୀ ନିକଟରୁ ୭୦୦…
ଅଧିକ ଖବର ଦେଖନ୍ତୁ...

ଶିଶୁକୁ ପାଉଡ଼ର ଲଗାଇବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ

ସବୁ ବାପା-ମା ତାଙ୍କ ପିଲା ସୁସ୍ଥ ଏବଂ ମଜ୍‌ବୁତ୍‌ ରୁହନ୍ତୁ ବୋଲି ଚାହିଁ ଥାଆନ୍ତି । ସେଥିପାଇଁ ସେମାନେ ଭିନ୍ନ ଭିନ୍ନ ପ୍ରକାରର ପଦକ୍ଷପ ନେଇ ଥାଆନ୍ତି । କିନ୍ତୁ ସେମାନେ ନେଉଥିବା ପଦକ୍ଷପ ସେମାନଙ୍କ ପିଲା ପାଇଁ କେତେ ଉପକାରୀ ତାହା ସେମାନେ ଜାଣି ନଥାନ୍ତି । ଉଦାହରଣ ସ୍ୱରୁ ଛୋଟ…
ଅଧିକ ଖବର ଦେଖନ୍ତୁ...

ସୁଲତାନ୍‌ ଆଜଲାନ୍‌ ଶାହ କପ୍‌: ମାଲେସିଆ ବିପକ୍ଷରେ ଭାରତ ୫-୧ରେ ବିଜୟୀ

ଇଫୋନ୍‌(ମାଲେସିଆ): ଅଲମ୍ପିକ ଚମ୍ପିଅନ୍‌ ଆର୍ଜେଣ୍ଟିନା ଓ ବିଶ୍ୱର ୧ ନମ୍ବର ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହେବା ପରେ ଭାରତୀୟ ହକି ଟିମ୍‌ ବୁଧବାର ଦମଦାର୍‌ ପ୍ରଦର୍ଶନ କରିଛି। ୨୭ତମ ସୁଲତାନ୍‌ ଆଜଲାନ୍‌ ଶାହ କପ୍‌ରେ ଭାରତ ତା’ର ୪ର୍ଥ ମ୍ୟାଚ୍‌ରେ ଘରୋଇ ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରିଛି।…
ଅଧିକ ଖବର ଦେଖନ୍ତୁ...

ଟାଟା ଦ୍ୱାରା ଭୁଷଣ ଷ୍ଟିଲ ଅଧିଗ୍ରହଣ ନିଶ୍ଚିତ, ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା

ଭୁବନେଶ୍ୱର : ଦେବାଳିଆ ହୋଇଯାଇଥିବା ଷ୍ଟିଲ କମ୍ପାନି ଭୁଷଣ ଷ୍ଟିଲ ଅଧିଗ୍ରହଣ ଦୌଡରେ ଟାଟା ଷ୍ଟିଲ ଆଉ ଏକ ପାଦ ଆଗେଇଛି । ଢେଙ୍କାନାଳ ଜିଲ୍ଲାର ମେରାମୁଣ୍ଡୁଳୀଠାରେ ଥିବା ଭୁଷଣ ଷ୍ଟିଲ ପ୍ଲାଣ୍ଟ ଅଧିଗ୍ରହଣ ଲାଗି ଟାଟାକୁ ସର୍ବୋଚ୍ଚ ମୂଲ୍ୟାଙ୍କିତ ଆବେଦକ ମାନ୍ୟତା ପାଇଛି । ଏ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...

ଆନ୍ଧ୍ରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ ସମ୍ଭବ ନୁହେଁ : ଜେଟଲୀ

ନୂଆଦିଲ୍ଲୀ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରୁଥିବା ଆନ୍ଧ୍ରପ୍ରଦେଶର ବିକାଶ ପାଇଁ ପାଣ୍ଠିର ଅଭାବ ରହିବ ନାହିଁ । ଏକ ସ୍ୱତନ୍ତ୍ର ପାହ୍ୟା ପ୍ରାପ୍ତ ରାଜ୍ୟ ଯେଉଁ ପରିମାଣରେ ପାଣ୍ଠି ପାଇଥାଏ ଆନ୍ଧ୍ରକୁ ମଧ୍ୟ ସେତିକି ପରିମାଣରେ ପାଣ୍ଠି ଯୋଗାଇଦିଆଯିବ । କିନ୍ତୁ ସ୍ୱତନ୍ତ୍ର ପାହ୍ୟା ଦେବା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ବିଶ୍ୱର ୧ ନମ୍ବର ବିମାନ ବନ୍ଦର

ନୂଆଦିଲ୍ଲୀ: ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ବିଶ୍ୱର ଏକ ନମ୍ବର ବିମାନ ବନ୍ଦର ଭାବେ ମାନ୍ୟତା ମିଳିଛି। ବିଶ୍ୱର ବିଭିନ୍ନ ବିମାନ ବନ୍ଦରମାନଙ୍କରେ ରହିଥିବା ସୁବିଧା ସୁଯୋଗ ଓ ଯାତ୍ରୀ ସ୍ୱାଚ୍ଛନ୍ଦ୍ୟ ପ୍ରଭୃତି ୩୪ଟି ମାନକକୁ ବ୍ୟାପକ ଭାବେ ଅନୁଧ୍ୟାନ କରି ଏହି…
ଅଧିକ ଖବର ଦେଖନ୍ତୁ...

ସଲମାନ ଖାନ୍‌ଙ୍କ ଭାଣିଜୀଙ୍କ ଠାରୁ ଆରମ୍ଭ କରି ବିଗ୍‌ ବିଙ୍କ ନାତି ପର୍ଯ୍ୟନ୍ତ ଅନେକ ଷ୍ଟାର୍‌ କିଡସ୍‌ ଚର୍ଚ୍ଚାର…

ବଲିଉଡ଼ରେ ଏବେ ଷ୍ଟାର କିଡ଼୍‍ସମାନଙ୍କର ଜମାନା ଚାଲିଛି । ଧୀରେ ଧୀରେ ପ୍ରମୁଖ ଅଭିନେତାମାନଙ୍କର ପିଲାମାନେ ବିଭିନ୍ନ ଫିଲ୍ମ ଜରିଆରେ ବଲିଉଡରେ ନିଜର କ୍ୟାରିୟର ଆରମ୍ଭ କରୁଥିବା ଦେଖିବାକୁ ମିଳୁଛି । ବିଭିନ୍ନ ପାର୍ଟି ଏବଂ ଇଭେଣ୍ଟରେ ବଲିଉଡ଼ ଷ୍ଟାରମାନେ ସେମାନଙ୍କ ପରିବାର ସହ ନଜର ଆସି…
ଅଧିକ ଖବର ଦେଖନ୍ତୁ...