Daily Archives

March 8, 2018

ଆମେରିକା ରଦ୍ଦ କଲା ପ୍ରଦତ୍ତ ସମ୍ମାନ

କଲମ୍ବିଆ: ମିଆଁମାର୍‌ରେ ନିର୍ଯାତିତ ରୋହିଙ୍ଗ୍ୟା ମୁସ୍‌ଲିମ୍‌ମାନଙ୍କ ଥଇଥାନ ଦିଗରେ ରାଷ୍ଟ୍ରନେତ୍ରୀ ଅଙ୍ଗ ସ୍ୟୁ କି’ଙ୍କ ଅହେତୁକ ନିରବତା ଅନ୍ୟ ବିଶ୍ୱ ନେତାଙ୍କୁ ଚକିତ କରିଛି। ସେଠାରେ ରୋହିଙ୍ଗ୍ୟାମାନଙ୍କ ଉପରେ ନିର୍ମମ ସାମରିକ କାର୍ଯ୍ୟାନୁଷ୍ଠାନକୁ ବନ୍ଦ କରିବାରେ ବିଫଳ ସ୍ୟୁ କି’ଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିସ୍ଫୋରଣରେ ୨ ଯବାନ ସହିଦ

ମାଲକାନଗିରି : ସୀମାନ୍ତ ଛତିଶଗଡର କାଂକେର ଜିଲ୍ଲାରେ ଗତକାଲି ରାତିରେ ବୋମା ବିସ୍ଫୋରଣ ଘଟି ୨ ଯବାନ ସହିଦ୍‌ ହୋଇଛନ୍ତି। ସେହିପରି ପାଲଟା ଆକ୍ରମଣରେ ୪ରୁ ୫ଜଣ ନକ୍ସଲ ନିହତ ହୋଇଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ ୧୩୪ ବିଏସଏଫ ବାଟାଲିୟନ ଯବାନ ଏବଂ…
ଅଧିକ ଖବର ଦେଖନ୍ତୁ...

ଝିଅମାନେ ବୋଝ ନୁହନ୍ତି: ମୋଦି

ନୂଆଦିଲ୍ଲୀ: କନ୍ୟାସନ୍ତାନମାନଙ୍କୁ ରକ୍ଷା କରିବା ଲାଗି ଅନୁରୋଧ କରିବା ନିହାତି ଦୁଃଖଦାୟକ ଘଟଣା। ପୁତ୍ରସନ୍ତାନ ପରି ଝିଅଟିଏ ମଧ୍ୟ ଅନୁରୂପ ଗୁରୁତ୍ୱ ପାଇବା ବିଧେୟ। ଝିଅମାନେ କେବେ ବୋଝ ନୁହନ୍ତି। ବରଂ ସେମାନେ ପରିବାର ଏବଂ ସମାଜ ପାଇଁ ଗର୍ବ ଏବଂ ଗୌରବର ବିଷୟ ବୋଲି ଆଜି ଆନ୍ତର୍ଜାତିକ…
ଅଧିକ ଖବର ଦେଖନ୍ତୁ...

ମାଓ ସାମଗ୍ରୀ ଜବତ କଲେ ବିଏସ୍‌ଏଫ୍‌ ଯବାନ

ଲମତାପୁଟ : କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ଅନ୍ତର୍ଗତ ମାଛକୁଣ୍ଡ ଓ ଅନକାଡେଲି ସ୍ଥିତ ୧୩ବାଟାଲିୟନ ବିଏସଏଫ ପକ୍ଷରୁ ଗତକାଲି ମିଳିତ କମ୍ବିଂ ଅପରେସନ ସମୟରେ ନିକଟସ୍ଥ ଜଙ୍ଗଳରୁ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୨ଟି ଏସବିଏମଏଲ ବନ୍ଧୁକ, ୯ଟି ଡିଟୋନେଟର, ୩କେଜି ୟୁରିଆ,…
ଅଧିକ ଖବର ଦେଖନ୍ତୁ...

ଭାରତ ସହ ସମ୍ପର୍କରେ ସୁଧାର ଆସିବ

ବେଜିଂ: ସାମ୍ପ୍ରତିକ ସ୍ଥିତିରେ ଦୁଇ ପଡ଼ୋଶୀ ଭାରତ ଓ ଚୀନ୍‌ ପରସ୍ପର ମଧ୍ୟରେ ରହିଥିବା ମତଭେଦ ଏବଂ କିଂକର୍ତ୍ତବ୍ୟବିମୂଢ଼ତାକୁ ଆଡ଼ କରି ବୁଝାମଣା ପାଇଁ ଆଗେଇ ଆସିବା ଉଚିତ। ବିଶ୍ୱରେ ରାଜନୈତିକ ପ୍ରେକ୍ଷାପଟ ଦିନକୁ ଦିନ ବଦଳୁଥିବା ବେଳେ ଉଭୟ ପକ୍ଷର ହିତ ପାଇଁ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି…
ଅଧିକ ଖବର ଦେଖନ୍ତୁ...

୨୯ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ପୋଲିସ ନିକଟରେ ୨୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।ଏମାନଙ୍କ ମଧ୍ୟରେ ୧୧ ଜଣ ମହିଳା ଅଛନ୍ତି। ନକ୍ସଲ ସଂଗଠନରେ ନିର୍ଯାତିତ ହୋଇ ଏମାନେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଥିଲେ। ଛତିଶଗଡ ଏବଂ ଓଡିଶାର ନକ୍ସଲମାନଙ୍କୁ ଆନ୍ଧ୍ର…
ଅଧିକ ଖବର ଦେଖନ୍ତୁ...

୪ର୍ଥ ଦିବସ ବି ଧୋଇଗଲା ସଂସଦରେ ଅଚଳାବସ୍ଥା ଜାରି

ନୂଆଦିଲ୍ଲୀ: ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନର ୪ର୍ଥ ଦିବସ ମଧ୍ୟ ହଟ୍ଟଗୋଳ ଭିତରେ ବଳି ପଡ଼ିଯାଇଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ କଂଗ୍ରେସ, ଟିଡିପି, ଏଆଇଏଡିଏମ୍‌କେ, ଟିଏମ୍‌୍‌ସି ସାଂସଦଙ୍କ ହଙ୍ଗାମା ଯାଗୁଁ କୌଣସି କାମ ହୋଇପାରିନାହିଁ। ଗୃହକାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ଗତକାଲି…
ଅଧିକ ଖବର ଦେଖନ୍ତୁ...

ଶ୍ରୀଲଙ୍କା ଦଙ୍ଗା: ପ୍ରଧାନମନ୍ତ୍ରୀଙ୍କ ବିଭାଗ ଛଡ଼ାଇନେଲେ ରାଷ୍ଟ୍ରପତି

କଲମ୍ବୋ: ଶ୍ରୀଲଙ୍କାର କେନ୍ଦ୍ରୀୟ କାଣ୍ଡି ଜିଲ୍ଲାରେ ସମ୍ପ୍ରତି ଦେଖାଦେଇଥିବା ସାମ୍ପ୍ରଦାୟିକ ଦଙ୍ଗା ଉଗ୍ରରୂପ ନେବାରେ ଲାଗିଛି। ତେବେ ଏଥିପାଇଁ ଦେଶର ଆଇନଶୃଙ୍ଖଳା ମନ୍ତ୍ରାଳୟ ସମ୍ଭାଳିଥିବା ପ୍ରଧାନମନ୍ତ୍ରୀ ରନିଲ ବିକ୍ରମସିଂହେଙ୍କୁ ଦାୟୀ କରାଯାଇଛି। ଫଳରେ ତାଙ୍କୁ ୧୧ ଦିନ ତଳେପ୍ରଦତ୍ତ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢ଼ିବ ହାଫିଜ, ଅଦାଲତ ଅନୁମତି ମିଳିଲା

ଇସଲାମାବାଦ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ ସୟିଦ ଆଗକୁ ୨୦୧୮ ସାଧାରଣ ନିର୍ବାଚନ ଲଢ଼ିପାରିବ। ହାଫିଜ୍‌ର ରାଜନୈତିକ ଦଳ ମିଲି ମୁସଲିମ ଲିଗ୍‌ (ଏମଏମଏଲ)କୁ ରାଜନୈତିକ ଦଳ ଭାବେ ପଞ୍ଜିକୃତ କରିବାପାଇଁ ଆଜି ଇସଲାମାବାଦ୍‌ ହାଇକୋର୍ଟ ନିର୍ବାଚନ କମିସନ୍‌ (ଇସି) ଙ୍କୁ…
ଅଧିକ ଖବର ଦେଖନ୍ତୁ...

ବ୍ୟବସାୟୀଙ୍କଠୁ ଲୁଟିନେଲେ ସାଢ଼େ ୪ ଲକ୍ଷ

ବେତନଟୀ/ବୈଶିଙ୍ଗା : ବୈଶିଙ୍ଗା ଥାନା ଅଧୀନ ବୈଶିଙ୍ଗା ଆଗ୍ରିଆ ନିକଟରେ ଗତକାଲି ଟାଟା ଏସିଇରେ ଯାଉଥିବା ଦୁଇ ଯୁବକଙ୍କ ନିକଟରୁ ଲୁଟେରାମାନେ ସାଢ଼େ ୪ ଲକ୍ଷ ଟଙ୍କା ଲୁଟିନେଇ ପଳାଇଛନ୍ତି। ଏ ନେଇ ଗତ ରାତିରେ ଥାନାରେ ମୌଖିକ ଅଭିଯୋଗ ହୋଇଥିବା ବେଳେ ଆଜି ଏତଲା ଦିଆଯାଇଛି। ଲୁଟ୍‌ର ଶିକାର…
ଅଧିକ ଖବର ଦେଖନ୍ତୁ...