Daily Archives

March 8, 2018

ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ କଂଗ୍ରେସର ବାଜିମାତ୍‌

ଜୟପୁର : ମାର୍ଚ୍ଚ ୬ ତାରିଖରେ ହୋଇଥିବା ରାଜସ୍ଥାନ ପଞ୍ଚାୟତ ନିର୍ବାଚନରେ ବି କଂଗ୍ରେସ ନିଜର ବିଜୟ ଧାରା ବଜାୟ ରଖିଛି। ରାଜସ୍ଥାନର ସମୁଦାୟ ୩୩ଟି ଜିଲ୍ଲାରୁ ୨୧ଟି ଜିଲ୍ଲାରେ ଜିଲ୍ଲା ପରିଷଦ, ନଗର ପାଳିକା ଏବଂ ପଞ୍ଚାୟତ ସମିତି ଆସନ ପାଇଁ ଉପନିର୍ବାଚନ ହୋଇଥିଲା। ତେବେ ଏହି ଉପନିର୍ବାଚନରେ…
ଅଧିକ ଖବର ଦେଖନ୍ତୁ...

ତାମିଲନାଡୁ ପୁଲିସ୍‌ର ବର୍ବରତା: ଲାତରେ ଗର୍ଭବତୀଙ୍କ ଜୀବନ ଗଲା

ଚେନ୍ନାଇ: ଆନ୍ତର୍ଜାତିକ ମହିଳା ଦିବସରେ ମହିଳାଙ୍କ ସୁରକ୍ଷା ନେଇ ସବୁଆଡ଼େ ସଭାସମିତି ଚାଲିଥିବା ବେଳେ ତାମିଲନାଡୁ ପୁଲିସ୍‌ର ଉନ୍ମତ କାଣ୍ଡରେ ଜଣେ ଗର୍ଭବତୀ ମହିଳା ପ୍ରାଣ ହରାଇବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୁକ୍ତକୁ ପୁଲିସ୍‌ ଗିରଫ କରି ଘଟଣାର ତଦନ୍ତ ଚଳାଇଛି। ସେପଟେ ପୁଲିସ୍‌ର…
ଅଧିକ ଖବର ଦେଖନ୍ତୁ...

ମୂର୍ତ୍ତିଭଙ୍ଗାକୁ ନେଇ ବିଶ୍ୱ ବିଦ୍ୟାଳୟ ପରିସରରେ ଗଣ୍ଡଗୋଳ

କୋଲକାତା: ଦେଶବ୍ୟାପୀ ଚାଲିଥିବା ମୂର୍ତ୍ତିଭଙ୍ଗାକୁ ବିରୋଧ କରି ଆଜି ପଶ୍ଚିମବଙ୍ଗର ଯାଦବପୁର ବିଶ୍ୱ ବିଦ୍ୟାଳୟ ପରିସରରେ ହିନ୍ଦୁ ଜାଗରଣ ମଧ୍ୟ ପକ୍ଷରୁ ବିରୋଧ ପ୍ରଦର୍ଶନ ବେଳେ ଗଣ୍ଡଗୋଳ ସୃଷ୍ଟି ହୋଇଛି। ହିନ୍ଦୁ ଜାଗରଣ ମଞ୍ଚ ବିଜେପି ଦଳର ସଂଗଠକ ଶ୍ୟମା ପ୍ରସାଦ ମୁଖାର୍ଜୀଙ୍କ…
ଅଧିକ ଖବର ଦେଖନ୍ତୁ...

ମହିଳା ଦିବସରେ ସ୍ତ୍ରୀ ପ୍ରତି ଅମାନୁଷିକ ବ୍ୟବହାର: ଓ୍ଵାଇଫାଇ ସଂଯୋଗ କାଟି ଦେବାରୁ ପଶୁ ଭଳି ମାଡ଼ ମାରିଲା ସ୍ୱାମୀ

ହାଇଦ୍ରାବାଦ୍‌ : ଆଜି ହେଉଛି ଅର୍ନ୍ତଜାତୀୟ ମହିଳା ଦିବସ । ଆଜି ଦିନରେ ସମସ୍ତେ ନିଜ ସ୍ତ୍ରୀ, ମା' ଏବଂ ଭଉଣୀକୁ ସମ୍ମାନ ଜଣାଇ ଥାଆନ୍ତି । କିନ୍ତୁ ଏହାର ଠିକ୍‌ ଓଲଟା ଘଟିଛି ହାଇଦ୍ରାବାଦ୍‌ରେ । ସାମାନ୍ୟ ଓ୍ଵାଇ ଫାଇ ସଂଯୋଗ କାଟି ଦେବାରୁ ନିଜ ସ୍ତ୍ରୀକୁ ପଶୁ ଭଳି ମାଡ଼ ମାରିଛି ସ୍ୱାମୀ ।…
ଅଧିକ ଖବର ଦେଖନ୍ତୁ...

ଆଇପିଏସ୍‌ ସ୍ତରରେ ବଡ ଧରଣର ଅଦଳବଦଳ, ଅନୁପ ସାହୁ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର : ରାଜ୍ୟ ସରକାର ଆଇପିଏସ୍‌ ଓ ଓପିଏସ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇଙ୍କୁ ଡିଆଇଜି ପାହ୍ୟାକୁୁ ପଦୋନ୍ନତି ପାଇଛନ୍ତି । ତାଙ୍କୁ ଉତ୍ତରାଞ୍ଚଳ ଡିଆଇଜି କରାଯାଇଛି । ତାଙ୍କ ସ୍ଥାନରେ ଅନୁପ ସାହୁଙ୍କୁ ଭୁବନେଶ୍ୱର ଡିସିପି କରାଯାଇଛି ।…
ଅଧିକ ଖବର ଦେଖନ୍ତୁ...

ଦେଶର ପ୍ରଥମ ମହିଳା କମ୍ବାଟ ଅଫିସର ହେଲେ ବିହାରର ପ୍ରକୃତି

ବିହାର ସମସ୍ତିପୁର ଜିଲ୍ଲାର ୨୫ ବର୍ଷିୟ ପ୍ରକୃତି ଇଣ୍ଡୋ-ତିବ୍ଦତାନ ବର୍ଡର ପୁଲିସ(ଆଇଟିବିପି)ରେ ପ୍ରଥମ ମହିଳା କମ୍ବାଟ୍‌ ଅଫିସର ଭାବେ ନିଯୁକ୍ତି ପାଇଛନ୍ତି । ୨୦୧୬ କେନ୍ଦ୍ରୀୟ ସୀମା ସୁରକ୍ଷା ବଳ(ସିଏପିଏଫ)ରେ ମହିଳାମାନଙ୍କୁ ନିଯୁକ୍ତି ଦିଆଯାଉଥିବା ବେଳେ ଆଇଟିବିପିିରେ ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଜେଟ୍‌, ସ୍ପାଇଶଜେଟ୍‌ ଓ ଇଣ୍ଡିଗୋ ଉପରେ ୫୪ କୋଟିର ଜରିମାନା ବସାଇଲା ସିସିଆଇ

ନୂଆଦିଲ୍ଲୀ: ବ୍ୟବସାୟରେ ଅସାଧୁ ଉପାୟ ଅବଲମ୍ବନ କରିବା ଅଭିଯୋଗରେ ଭାରତୀୟ କମ୍ପିଟିସନ କମିଶନ (ସିସିଆଇ) ଦେଶର ଘରୋଇ ୩ଟି ବିମାନସେବା କମ୍ପାନି ଜେଟ୍‌ ଏୟାରେଓ୍ଵଜ୍‌, ସ୍ପାଇଶ ଜେଟ୍‌ ଓ ଇଣ୍ଟରଗ୍ଲୋବ ଆଭିଏସନ ( ଇଣ୍ଡିଗୋ) ଉପରେ ମୋଟ ୫୪ କୋଟି ଟଙ୍କାର ଜରିମାନା ବସାଇଛନ୍ତି । ଏହି…
ଅଧିକ ଖବର ଦେଖନ୍ତୁ...

ତ୍ରିରାଷ୍ଟ୍ରୀୟ ଶୃଙ୍ଖଳା: ଭାରତକୁ ୧୪୦ ରନ୍‌ ବିଜୟ ଲକ୍ଷ୍ୟ ଦେଲା ବାଂଲାଦେଶ

କଲମ୍ବୋ: ତ୍ରିରାଷ୍ଟ୍ରୀୟ ଶୃଙ୍ଖଳାର ଗୁରୁବାର ମ୍ୟାଚରେ ଭାରତ ବିପକ୍ଷରେ ବାଂଲାଦେଶ ୧୩୯ ରନ୍‌ ସଂଗ୍ରହ କରିଛି। ଭାରତ ଟସ୍‌ ଜିଣ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ବାଂଲାଦେଶ ବ୍ୟାଟିଂ କରିଛି। କଲମ୍ବୋସ୍ଥିତ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଖେଳ ଜାରି ରହିଥିବା ଟି-୨୦ ମ୍ୟାଚ୍‌ର ପ୍ରଥମ…
ଅଧିକ ଖବର ଦେଖନ୍ତୁ...

କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିବ ପୁଲିସ

କଟକ: ଜେଲରେ ଦିନ କାଟୁଥିବା ଧଳ ସାମନ୍ତ ବ୍ରଦର୍ସଙ୍କ ସହିତ ଲିଙ୍କ ଅଭିଯୋଗରେ ଗିରଫ ହୋଇଥିବା କଟକ ମହାନଗର ନିଗମର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳକୁ ୨ ଦିନିଆ ରିମାଣ୍ଡରେ ନେବା ପାଇଁ ପୁଲିସ ଜେଏମ୍‌ଏଫ୍‌ସି କୋର୍ଟରେ ଆବେଦନ କରିବ। ଏଥି ପାଇଁ ପୁଲିସ ଶୁକ୍ରବାର ଆବେଦନ କରିବ।…
ଅଧିକ ଖବର ଦେଖନ୍ତୁ...