Daily Archives

March 9, 2018

ଅନିଶ୍ଚିତତାରେ ଜଗା-ବଳିଆଙ୍କ ଡିସଚାର୍ଜ ପ୍ରସଙ୍ଗ!

ନୂଆଦିଲ୍ଲୀ: ଜଗା-ବଳିଆଙ୍କୁ ଦିଲ୍ଲୀ ଏମ୍ସରୁ କେବେ ଡିସଚାର୍ଜ କରାଯିବ ସେ ନେଇ ଅନିଶ୍ଚିତତା ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ଜଗା-ବଳିଆଙ୍କ ବାପା-ମା’ଙ୍କୁ ଦୁଇ ଶିଶୁଙ୍କ ଡିସଚାର୍ଜ ସମ୍ପର୍କରେ ଏମ୍ସ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ। ବର୍ତ୍ତମାନ ସୁଦ୍ଧା…
ଅଧିକ ଖବର ଦେଖନ୍ତୁ...

ଦୁଇ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍‌

ବାଲେଶ୍ୱର : ଏକ ଦୁଷ୍କର୍ମ ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲ୍ଲା ସେଶନ ଜଜ୍‌-୨ ଦେବାଶିଷ ରାଉତ ଦୁଇ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଓ ୫ହଜାର ଟଙ୍କାର ଜରିମାନା ଆଦେଶ ଶୁଣାଇଛନ୍ତି। ଦୁହେଁ ହେଲେ ନୀଳଗିରି ଥାନା ଅଧିନ ଚଲଣାପାଳ କଣ୍ଟାବଣିଆ ଗାଁର ମନୋଜ…
ଅଧିକ ଖବର ଦେଖନ୍ତୁ...

ପରୀକ୍ଷା ଚାପ ସହିପାରିଲେନି, ଦୁଇ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କଲେ

ନୂଆଦିଲ୍ଲୀ: ଏକ ଅଭାବନୀୟ ଘଟଣାକ୍ରମରେ ଆଜି ହାଇଦ୍ରାବାଦ୍‌ର ଦୁଇଜଣ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ତେବେ ଆତ୍ମହତ୍ୟାର ସ୍ପଷ୍ଟ କାରଣ ଏଯାବତ୍‌ ଜଣା ପଡ଼ିନଥିଲେ ମଧ୍ୟ ପରୀକ୍ଷା ଚାପରୁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ଶିମିଳିପାଳରେ ନିଆଁ ଲଗାଇ ଜଣେ ଗିରଫ

ଠାକୁରମୁଣ୍ଡା : ଶିମିଳିପାଳ ଅଭୟାରଣ୍ୟର ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ବଡବିଲ ରିଜର୍ଭ ଫରେଷ୍ଟ ଅଞ୍ଚଳରେ ନିଆଁ ଲଗାଇ ଗତକାଲି ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ବଡ଼ବିଲ ଗ୍ରାମର ଲାଲମୋହନ ପୂର୍ତ୍ତି(୫୫)। ସୂଚନା ମୁତାବକ, ଗତକାଲି ଅପରାହ୍ନ ୪ଟା ବେଳେ…
ଅଧିକ ଖବର ଦେଖନ୍ତୁ...

ଆଫଗାନିସ୍ତାନରେ ସେନା ଆଉଟପୋଷ୍ଟ୍‍ ଉପରେ ତାଲିବାନ୍‌ ଆକ୍ରମଣ : ୧୦ ସୁରକ୍ଷାକର୍ମୀ ନିହତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ଉତ୍ତର ତକହାର ପ୍ରଦେଶରେ ଏକ ସେନା ଆଉଟ୍‌ପୋଷ୍ଟ୍‍ ଉପରେ ତାଲିବାନ୍‌ ଆକ୍ରମଣ ହେବାଦ୍ୱାରା ୧୦ ଜଣ ସୁରକ୍ଷାକର୍ମୀ ନିହତ ହୋଇଛନ୍ତି ଏବଂ ପାଖାପାଖି ୯ ଜଣ ଆହତ ହୋଇଛନ୍ତି। ଗତକାଲି ରାତିରେ ଖ୍ଵାଜା ଘର ଜିଲ୍ଲା ସ୍ଥିତ ଆଫଗାନୀ ସେନା ଆଉଟପୋଷ୍ଟ୍‍ ଉପରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...

ସୁପ୍ରିମ୍‌ କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ: ଇଚ୍ଛାମୃତ୍ୟୁକୁ ସ୍ୱୀକୃତି

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଇଚ୍ଛା ମୃତ୍ୟୁ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରଦାନ କରିଛନ୍ତି। ଜଣେ ସମ୍ମାନର ସହ ମରିବାର ଅଧିକାର ରହିଛି ବୋଲି ଟିପ୍ପଣୀ କରି ସର୍ବୋଚ୍ଚ ଅଦାଲତ ଇଚ୍ଛାମୃତ୍ୟୁକୁ ଅନୁମତି ପ୍ରଦାନ କରିଛନ୍ତି। ଏଥି ସହିତ ଦୁଃସାଧ୍ୟ ରୋଗରେ ଆକ୍ରାନ୍ତ ହୋଇ…
ଅଧିକ ଖବର ଦେଖନ୍ତୁ...

ପତ୍ନୀଙ୍କୁ ମଝି ରାସ୍ତାରେ ଛୁରୀ ମାରିଲେ ସ୍ୱାମୀ, ସାହାଯ୍ୟ ବଦଳରେ ମୋବାଇଲରେ ଫଟୋ ଉଠାଇଲେ ଲୋକେ

ମୁମ୍ବାଇ : ଦିନକୁ ଦିନ ଦେଶରେ ଅପରାଧ ବଢ଼ିବାରେ ଲାଗିଛି। ଗତ ସୋମବାର ଜଣେ ବ୍ୟକ୍ତି ମୁମ୍ବାଇର ବିଚ୍‌ ରାସ୍ତାରେ ନିଜ ପତ୍ନୀଙ୍କର ଗଳା ଛୁରୀରେ କାଟି ଦେଇଥିଲେ । ଏହି ଘଟଣା ପରେ ମହିଳା ଜଣକ ସାହାଯ୍ୟ ଲାଗି ରାସ୍ତା ଉପରେ ବିକଳରେ ଚିତ୍କାର କରୁୁଥିଲେ ମଧ୍ୟ କେହି ସାହାଯ୍ୟ ଲାଗି ଆଗେଇ ଆସି ନ…
ଅଧିକ ଖବର ଦେଖନ୍ତୁ...

‘ଡିସିବି ରେମିଟ୍‌’ ମାଧ୍ୟମରେ ବିଦେଶରେ ଥିବା ପ୍ରିୟଜନଙ୍କୁ ସହଜରେ ଅର୍ଥ ପଠାଇହେବ

ମୁମ୍ବାଇ : ଘରୋଇ ବ୍ୟାଙ୍କ, ଡିସିବି ବ୍ୟାଙ୍କ ପକ୍ଷରୁ ବୈପ୍ଳବିକ ‘ଡିସିବି ରେମିଟ୍‌’ ସେବା ଆରମ୍ଭ କରାଯାଇଛି ଯାହା ଜରିଆରେ ଭାରତରେ ଖାତା ଥିବା ଭାରତୀୟଙ୍କୁ ବିଶ୍ୱ ସ୍ତରରେ ଅର୍ଥରାଶି ରେମିଟ୍‌ କରିବା କିମ୍ବା ପଠାଇହେବ । ଏହା ଏକ ସହଜରେ ବ୍ୟବହାର କରାଯାଇପାରୁଥିବା ସେବା ଯେଉଁଥିପାଇଁ…
ଅଧିକ ଖବର ଦେଖନ୍ତୁ...