Daily Archives

March 10, 2018

ଆଜମଗଡ଼ରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ

ଲକ୍ଷ୍ନୌ: ଦେଶର ବିଭିନ୍ନ ସ୍ଥାନରେ ସମ୍ପ୍ରତି ପ୍ରତିମୂର୍ତ୍ତି ଭଙ୍ଗା ଦେଖିବାକୁ ମିଳିଥିବା ବେଳେ ଆଜି ୟୁପିର ଆଜମଗଡ଼ରେ ସମ୍ବିଧାନ ପ୍ରଣେତା ଡ. ବି.ଆର୍‌.ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଛନ୍ତି। ଦଳିତଙ୍କ ଆଦର୍ଶ କୁହାଯାଉଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ବିବାହର ୪ ଦିନ ପରେ ନବବଧୂଙ୍କ ମୃତ୍ୟୁ

ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ତୁକଲା ପଞ୍ଚାୟତ ଖଇରଭାଡ଼ି ଗାଁର ଜଣେ ନବ ବିବାହିତା ଯୁବତୀ ମହମବତି ବାଗ(୧୮)ଙ୍କ ବିବାହର ମାତ୍ର ୪ ଦିନ ପରେ ମତ୍ୟୁ ଘଟିଛି। ଯୌତୁକଜନିତ କାରଣରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ପୀତାମ୍ବର ସଗରିଆ ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ନାବାଳିକାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ

କୋରାପୁଟ : ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋରାପୁଟ ଟାଉନ ଥାନା ପୁଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହେଲେ କୋରାପୁଟ ଢେପଗୁଡାର ରାମପ୍ରସାଦ ସାଗର(୨୨ବର୍ଷ)। ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, କୋରାପୁଟ ସହରର ଢେପଗୁଡା ଅଂଚଳରେ ରହୁଥିବା ଜଣେ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀ ହେବା ଅଭିଳାଷ ନାହିଁ: ଗଡ଼କରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ୨୦୧୯ ନିର୍ବାଚନରେ ପୁଣି କ୍ଷମତାକୁ ଫେରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି। ଦେଶରେ ବିକାଶ ଧାରା ଅବ୍ୟାହତ ରହିଛି ଏବଂ ଜନସାଧାରଣଙ୍କ ମଧ୍ୟରେ ନୂତନ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ

ବାଙ୍କୀ : ଶୁକ୍ରବାର ବିଳମ୍ବିତ ରାତିିରେ ବାଙ୍କୀ-କଟକ ରାସ୍ତାର ଶିମିଳିପୁର ଠାରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଯୁବକଙ୍କ  ମୃତ୍ୟୁ ଘଟିଛି।  ମୃତ ଦୁଇ ଯୁବକ ହେଉଛନ୍ତି କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ କରବର ଗ୍ରାମର ସୁବାସ ବେହେରା ଓ ରୋହିତ ବେହେରା । ସୁବାସ ଓ ରୋହିତ କରବର ସ୍ଥିତ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ମହିଳାଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ: ରାଜସ୍ଥାନର ବାରନ୍‌ ଜିଲ୍ଲାରେ ଜଣେ ମହିଳା ମାସକ ତଳେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ମଧ୍ୟ ଲୋକଲଜ୍ୟାକୁ ଭୟ କରି କାହା ଆଗରେ କିଛି କହିନଥିଲେ କି ପୁଲିସରେ ଅଭିଯୋଗ କରିନଥିଲେ। କିନ୍ତୁ ଦୁଷ୍କର୍ମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାପରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି…
ଅଧିକ ଖବର ଦେଖନ୍ତୁ...

ସୁରେଶ ପ୍ରଭୁଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ମିଳିଛି। ଟିଡିପି ନେତା ଅଶୋକ ଗଜପତି ରାଜୁ ଏନ୍‌ଡିଏରୁ ଇସ୍ତଫା ଦେବାପରେ ସୁରେଶଙ୍କୁ ଏହି ମନ୍ତ୍ରାଳୟର ଦାୟିତ୍ୱ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍‌ ଟାଙ୍କି ବିସ୍ଫୋରଣରୁ ଜଳିଗଲା ଆଦିବାସୀ ବସ୍ତି

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କଳିଗାଁ ପଞ୍ଚାୟତର ତାଳା ଗାଁରେ ଗ୍ୟାସ୍‌ ଟାଙ୍କି ଫାଟି ଗୋଟିଏ ଆଦିବାସୀ ବସ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଶନିବାର ଦିନ ସାଢ଼େ ଗୋଟାଏ ବେଳେ ସାହିର ଅକ୍ଷୟ ରାଉଳଙ୍କ ଘରେ ରୋଷେଇ ଚାଲିଥିବା ବେଳେ ଟାଙ୍କିରୁ ହଠାତ୍‌ ଗ୍ୟାସ୍‌ ଲିକ୍‌ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ତେଜପ୍ରତାପଙ୍କ ବୟାନ: ବିଜେପି ନୁହେଁ ଆମେ ତୋଳିବୁ ରାମ ମନ୍ଦିର

ପାଟନା: ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପୁଅ ତଥା ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ତେଜ ପ୍ରତାପ ଯାଦବ କହିଛନ୍ତି ଯେ, ଆଯୋଧ୍ୟାରେ ରାମ ମନ୍ଦିର ବିଜେପି ନୁହେଁ ବରଂ ଆର୍‌ଜେଡି ତୋଳିବ। ୨୦୨୦ ନିର୍ବାଚନରେ ତାଙ୍କ ଦଳ ସରକାରକୁ ଆସିଲେ ବିହାରରୁ ଇଟା ନେଇ ୟୁପିରେ ରାମ ମନ୍ଦିର ତୋଳିବ। ଆଉ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପଙ୍କୁ ‘ନିର୍ବୋଧ’ ବୋଲି କହିଲେ ସୋନମ କପୁର୍‌

ନୂଆଦିଲ୍ଲୀ : ସବୁବେଳେ ନିଜର ସ୍ପଷ୍ଟ ଏବଂ ନିରପକ୍ଷ ମତ ପାଇଁ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ସୋନମ କପୁର ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । କୌଣସି ଫିଲ୍ମକୁ ନେଇ ନୁହେଁ ବରଂ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍‌ଡ଼ ଟ୍ରମ୍ପକୁ ସମାଲୋଚନା କରି ସେ ଚର୍ଚ୍ଚାକୁ ଆସିଛନ୍ତି। ନିଜ ଟ୍ଵିଟର…
ଅଧିକ ଖବର ଦେଖନ୍ତୁ...