Daily Archives

March 11, 2018

ତାମିଲନାଡ଼ୁରେ ପହଞ୍ଚିବା ପୂର୍ବରୁ କାବେରୀ ଜଳକୁ ପ୍ରଦୂଷିତ କରୁଛି କର୍ଣ୍ଣାଟକ

ଚେନ୍ନାଇ : ଦକ୍ଷିଣ ରାଜ୍ୟ କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ମଧ୍ୟରେ କାବେରୀ ନଦୀ ଜଳ ଆବଣ୍ଟନକୁ ନେଇ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ତେବେ ଏହି ଲଢ଼େଇ ଏବେ ଭିନ୍ନ ମୋଡ଼ ନେଇଛି। ପାଣିର ପରମାଣକୁ ନେଇ ଚାଲିଥିବା ଲଢ଼େଇ ଜାରି ରହିଥିବା ବେଳେ ଏବେ ପାଣିର ଗୁଣବତ୍ତାକୁ ନେଇ ନୂଆ ବିବାଦ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଉତ୍ତର କୋରିଆ ସହ କଥାବାର୍ତ୍ତା ଯୁଗାନ୍ତକାରୀ ହେବ : ଟ୍ରମ୍ପ୍‌

ଓ୍ଵାସିଂଟନ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କ ସହିତ ତାଙ୍କର ପ୍ରସ୍ତାବିତ କଥାବର୍ତ୍ତାକୁ ନେଇ ଉତ୍ସାହ ଦେଖାଇଛନ୍ତି। ଉତ୍ତର କୋରିଆ ସହ ଏହି ଆଲୋଚନା ଯୁଗାନ୍ତକାରୀ ହେବ ଏବଂ ଏହା ଯଦି ବିଫଳ ହୁଏ ତା’ହେଲେ ସମସ୍ୟା ଆହୁରି ଜଟିଳ ହେବ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ‘ନାଇଟ୍‌ ସାଇକ୍ଲୋଥନ୍‌’କୁ ଶୁଭାରମ୍ଭ କଲେ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଦୁନିଆରେ ରବିବାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଓଡ଼ିଶାର ଲୋକପ୍ରିୟ ତଥା ସର୍ବାଧିକ ପ୍ରାସାରିତ ଖବରକାଗଜ ‘ସମ୍ବାଦ’ ପକ୍ଷରୁ ପ୍ରଥମ ଥର ପାଇଁ ରାଜଧାନୀବାସୀ ରାତ୍ରିକାଳୀନ ସାଇକ୍ଲୋଥନ୍‌ର ଅପୂର୍ବ ଅନୁଭବ ଦେଖିବାକୁ ପାଇଛନ୍ତି। ଜୟଦେବ ବିହାରସ୍ଥିତ ଜନତା…
ଅଧିକ ଖବର ଦେଖନ୍ତୁ...

ଜଙ୍ଗଲ ନିଆଁରେ ଫସିଲେ ୨୭ ଛାତ୍ର, ବାୟୁସେନାର ଉଦ୍ଧାର ଅଭିଯାନ ଜାରି

ଚେନ୍ନାଇ: ତାମିଲନାଡୁର ଥେନିସ୍ଥିତ କୁରନକାନି ଜଙ୍ଗଲରେ ଭୟାଭହ ନିଆଁ ଲାଗିଥିବା ବେଳେ ଜଙ୍ଗଲ ମଧ୍ୟରେ ୨୭ରୁ ଉର୍ଦ୍ଧ୍ୱ କଲେଜ ଛାତ୍ରଛାତ୍ରୀ ଫସି ଯାଇଥିବା ଜଣାପଡ଼ିଛି। ମିଳିଥିବା ଖବର ମୁତାବକ, ଏହି ନିଆଁରେ ଜଣେ ଛାତ୍ରର ମୃତ୍ୟୁ ହୋଇସାରିଛି। ମୁଖ୍ୟମନ୍ତ୍ରୀ ଇ.କେ.ପାଲାନିସ୍ୱାମୀଙ୍କ ଅନୁରୋଧ…
ଅଧିକ ଖବର ଦେଖନ୍ତୁ...

ନାଥୁରାମ ଗଡ଼ସେ ଓ ପ୍ରଧାନମନ୍ତ୍ରୀ ମୋଦି ମୋର ଶତ୍ରୁ: ଓେଓ୍ଵସି

ନୂଆଦିଲ୍ଲୀ: ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଦେଶର ଏକ ନମ୍ବର ଆତଙ୍କବାଦୀ। ତେଣୁ ଗଡ଼ସେ ଓ ତାକୁ ସମର୍ଥନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର ଚିର ଶତ୍ରୁ ବୋଲି ରବିବାର ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓେଓ୍ଵସି କହିଛନ୍ତି। କେବଳ ସେତିକି ନୁହେଁ ବରଂ…
ଅଧିକ ଖବର ଦେଖନ୍ତୁ...

ଏମିତି ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ପ୍ରୋଟିନ୍‌ ଶେକ୍‌

ପ୍ରୋଟିନ୍‌ ପାଉଡର ଓଜନ ହ୍ରାସର ଏକମାତ୍ର ବିକଳ୍ପ ନୁହେଁ। ପ୍ରୋଟିନ୍‌ଯୁକ୍ତ ଖାଦ୍ୟକୁ ଆପଣ ଡ଼ାଏଟ୍‌ରେ ସାମିଲ କରି ଓଜନ ହ୍ରାସ କରିପାରିବେ। ଏହା ବ୍ୟତୀତ ପ୍ରୋଟିନ୍‌ ଶେକ୍‌ର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବଜାରରେ ମିଳୁଥିବା ପ୍ରୋଟିନ୍‌ ପାଉଡର ଛଡ଼ା ଆମେ ଘରୋଇ ଉପାୟରେ…
ଅଧିକ ଖବର ଦେଖନ୍ତୁ...

ସଫଳ ହେଲା ୪୭ବର୍ଷର ପ୍ରେମ କାହାଣୀ, ୭୫ ବର୍ଷିଅ ବରକୁ ୬୦ ବର୍ଷୀୟା କନ୍ୟା

ପାଟନା: ଭଲ ପାଇବାର କୌଣସି ବୟସ ନଥାଏ ବୋଲି କଥାରେ ରହିଛି। ଏହାର ଉଦାହରଣ ନିକଟରେ ବିହାରର ସୋନପୁରରେ ଦେଖିବାକୁ ମିଳିଛି। ଏଠାରେ ଥିବା ବାବା ହରିହରନାଥ ମନ୍ଦିରରେ ଏଭଳି ଏକ ବିବାହ ସମ୍ପନ୍ନ ହୋଇଛି, ଯେଉଁଥିରେ ବରର ବୟସ ୭୫ବର୍ଷ ଥିବା ବେଳେ କନ୍ୟାର ବୟସ ୬୦ବର୍ଷ ଥିବା ଜଣାପଡ଼ିଛି। ଏହି…
ଅଧିକ ଖବର ଦେଖନ୍ତୁ...

ମନ୍ଦିର ହୁଣ୍ଡିରୁ ମିଳିଲା ଆଇଫୋନ୍‌, ସରକାରଙ୍କୁ ପତ୍ର ଲେଖିବେ କର୍ମଚାରୀ

ବିଜୟଓ୍ଵାଡା: ଭିଜୟଓ୍ଵାଡ଼ାର ଜଣେ ଭକ୍ତ ମନ୍ଦିର ହୁଣ୍ଡିରେ ଆଇଫୋନ୍‌ ୬ଏସ୍‌ ପକାଇବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛି। ଭକ୍ତ ଜଣକ ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ମୋପିଦେବୀଠାରେ ଥିବା ମନ୍ଦିରରେ ଏପରି ନିଆରା ଦାନ କରିଛନ୍ତି। ଶନିବାର ଦିନ ହୁଣ୍ଡି ଖୋଲିବାରୁ ଆଇଫୋନ୍‌ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...