Daily Archives

March 11, 2018

‘ଦି ଭାଜିନା ମନୋଲୋଗ୍‌ସ୍‌’: ବଳାତ୍କାର, ପ୍ରସବ ଓ ଯୌନସୁଖ ଭଳି ‘ଅସ୍ପୃଶ୍ୟ’ ପ୍ରସଙ୍ଗକୁ ନେଇ ଏକ ଅଭିନବ ନାଟକ

ଜନନେନ୍ଦ୍ରିୟ ନାରୀର ଶରୀରର ଗୋଟିଏ ଅଂଶ ମାତ୍ର। ହୁଏତ ତା’ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ, ଯାହା ତା’କୁ ପୁରୁଷଠାରୁ ଅଲଗା କରେ। ଆମେ ସମସ୍ତେ ଏତିକି ଜାଣୁ ଓ ବୁଝୁ। ମାତ୍ର ଜନନେନ୍ଦ୍ରିୟ ନାରୀ ସ୍ୱାଧୀନତା ଓ ସଶକ୍ତିକରଣର ଏକ ମୁଖ୍ୟ ପ୍ରସଙ୍ଗ ବା ଆୟୁଧ ହୋଇପାରେ ଏବଂ ତା’…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ୱର ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୁନା ଜବତ, ୪ ଅଟକ

ଭୁବନେଶ୍ୱର: ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଲକ୍ଷାଧିକ ଟଙ୍କାର ସୂନା ଜବତ ହୋଇଛି। ଗୁଇନ୍ଦା ବିଭାଗକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ଅଚାନକ ଚଢ଼ାଉ କରିଥିଲେ। ଅଧିକାରୀମାନେ ଦିଲ୍ଲୀ, କୋଲକାତା ଓ କଟକ ଅଞ୍ଚଳର ୪ଜଣ ଯାତ୍ରୀଙ୍କର…
ଅଧିକ ଖବର ଦେଖନ୍ତୁ...

ଲୋକସଭା ଉପ ନିର୍ବାଚନ: ଫୁଲପୁରରେ ୪୬%, ଅରରିଆରେ ୫୪% ମତଦାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫୁଲପୁର ଓ ଗୋରଖପୁର ଲୋକସଭା ଆସନ ପାଇଁ ଏବଂ ବିହାରର ଅରରିଆ ଲୋକସଭା ଆସନ ପାଇଁ ରବିବାର ଉପ ନିର୍ବାଚନ ହୋଇଛି। ସେହିଭଳି ବିହାରର ଭାଭୁଆ ଓ ଜହାନାଦବାଦ ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ହୋଇଛି। ଫୁଲପୁର ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ୪୬ ପ୍ରତିଶତ ମତଦାନ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ‘ଲୁଟ ଲୋ’ ଅଫର, ଏହି ପ୍ଲାନ୍‌ରେ ମିଳିବ ୬୦ପ୍ରତିଶତ ରିହାତି

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌) ‘ଲୁଟ ଲୋ’ ପୋଷ୍ଟପେଡ ଅଫର ଲଞ୍ଚ କରିଛି। ଏହି ଅଫର ଜରିଆରେ ପ୍ରିମିୟମ ପୋଷ୍ଟପେଡ ପ୍ଲାନ୍‌ରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳିବ। ‘ଲୁଟ ଲୋ’ ଅଫରର ବୈଧତା ୨୦୧୮ ମାର୍ଚ୍ଚ ୩୧ରୁ ପର୍ଯ୍ୟନ୍ତ ରହିଛି। ଏହି ଅଫର ଜରିଆରେ…
ଅଧିକ ଖବର ଦେଖନ୍ତୁ...

ସ୍କୁଲ୍‌ ବାଳକକୁ ସାଲୁଟ୍‌ ମାରିଲେ ପୁଲିସ୍‌, ସୋସିଆଲ୍‌ ମିଡିଆରେ ଭାଇରାଲ ହେଲା ଭିଡିଓ

ବେଙ୍ଗାଲୁରୁ: ବେଙ୍ଗାଲୁର ପୁଲିସ୍‌ କମିସନର୍‌ ଟି ସୁନୀଲ କୁମାର ଜଣେ ସ୍କୁଲ୍‌ ପିଲାକୁ ସାଲୁଟ୍‌ ମାରୁଥିବା ବେଳର ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ ହେବା ପରେ ସେ ଏବେ ଏକ ଚର୍ଚ୍ଚିତ ଚେହେରା ପାଳଟିଛନ୍ତି। ଉକ୍ତ ଭିଡିଓଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସମସ୍ତଙ୍କର ପ୍ରିୟ ପାଲଟିଛି।…
ଅଧିକ ଖବର ଦେଖନ୍ତୁ...

ବୋନି କପୁରଙ୍କ ପାଇଁ ମୋ ଝିଅ ସବୁବେଳେ ଚିନ୍ତାରେ ରହୁଥିଲା : ଶ୍ରୀଦେବୀଙ୍କ କକାଙ୍କ ବୟାନ

ମୁମ୍ବାଇ: ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଶ୍ରୀଦେବୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ତାଙ୍କ ପରିବାର ସମେତ ବଲିଉଡ୍‌ ଜଗତରେ ଶୋକର ଛାୟା ଖେଳି ଯାଇଥିଲା। ତେବେ ଶ୍ରୀଦେବୀଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଖବର ଘୁରି ବୁଲୁଥିଲା। ନିକଟରେ ଶ୍ରୀଦେବୀଙ୍କ କାକା ବେଣୁଗୋପାଳ ରେଡି…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ବିଧାନସଭାରେ ଅଗ୍ନିକାଣ୍ଡ, ଧନଜୀବନ ସୁରକ୍ଷିତ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ରବିବାର ଜେନେରେଟର ରୁମ୍‌ରେ ଅଗ୍ନିକାଣ୍ଡ ଘଟିଥିବା ନେଇ ଦିଲ୍ଲୀ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ୧୦.୫୦ରେ ଖବର ପାଇବା ପରେ ତିନିଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାମ ଜାରି ରଖିଥିଲେ।…
ଅଧିକ ଖବର ଦେଖନ୍ତୁ...

ପରଦାରେ ଏକା ସାଙ୍ଗରେ ନଜର ଆସିବେ ସୁପର୍‌ଷ୍ଟାର୍‌ ସଲମାନ ଏବଂ ଆମୀର

ମୁମ୍ବାଇ: ଆପଣ ଏ ଖବର ଶୁଣିଥିବେ ଯେ ଟି-ସିରିଜ୍‌ର ପୂର୍ବତନ ମାଲିକ ସ୍ୱର୍ଗତଃ ଗୁଲ୍‌ସନ୍‌ କୁମାରଙ୍କ ଜୀବନ କାହାଣୀକୁ ନେଇ ଏକ ଫିଲ୍ମ ତିଆରି ହେଉଛି। ଶୀର୍ଷକ ରଖା ଯାଇଛି ‘ମୁଗଲ୍‌’। ଏଥିରେ ଗୁଲ୍‌ସନ୍‌ଙ୍କ ଭୂମିକାରେ ଅକ୍ଷୟ କୁମାର ଅଭିନୟ କରିବେ ବୋଲି ପ୍ରଥମରୁ କୁହା ଯାଇଥିଲା। ସେ…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼ର ସମସ୍ତ ୯୦ ଆସନରେ ପ୍ରାର୍ଥୀ ଦେବ ଆମ୍‌ ଆଦମୀ ପାର୍ଟି: କେଜ୍ରିଓ୍ଵାଲ୍‌

ରାୟପୁର: ଆମ୍‌ ଆଦମୀ ପାର୍ଟି ଆଗାମୀ ଛତିଶଗଡ଼ ବିଧାନସଭା ନିର୍ବାଚନରେ ସମସ୍ତ ୯୦ ଆସନରେ ପ୍ରାର୍ଥୀ ଦେବ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ସଂଯୋଜକ ଅରବିନ୍ଦ ଅଗ୍ରଓ୍ଵାଲ ରବିବାର ଏହା କହିଛନ୍ତି। କେଜ୍ରିଓ୍ଵାଲ କହିଛନ୍ତି, ଏଥିପାଇଁ ଦଳ ପ୍ରସ୍ତୁତ ହୋଇ ସାରିଛି। ଛତିଶଗଡ଼ର ରାଜଧାନୀ…
ଅଧିକ ଖବର ଦେଖନ୍ତୁ...

ଦେବୀ ପ୍ରକଟ ନହେବାରୁ ରାଗରେ ମନ୍ଦିର ପରିସରରେ ନିଜ ଗଳା କାଟିଲେ ଯୁବକ

ବରେଲି: ଉତ୍ତରପ୍ରଦେଶର ବରେଲି ଥାନା ସୁଭାଷନଗର ଅଞ୍ଚଳରେ ଲଲିତା ମା’ ମନ୍ଦିରରେ ଜଣେ ଭକ୍ତ ଗଳା କାଟି ଦେବା ନେଇ ଖବର ମିିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ଥାନୀୟଲୋକମାନେ ଉକ୍ତ ଯୁବକଙ୍କୁ ଗୁରୁତା ଅବସ୍ଥାରେ ଜିଲ୍ଲା ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।…
ଅଧିକ ଖବର ଦେଖନ୍ତୁ...