Daily Archives

March 14, 2018

ବରଫରେ ଫସିଥିବା ୬୮୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କଲେ ଭାରତୀୟ ସେନା ଯବାନ

ଇଟାନଗର: ଦେଶର ଯବାନମାନେ ଦେଶ ପାଇଁ ଯାହା କରିଥାନ୍ତି ସେମାନଙ୍କ ପାଇଁ ଧନ୍ୟବାଦ ଶବ୍ଦ ହାସ୍ୟାସ୍ପଦ। କେବଳ ସେଇମାନଙ୍କ ପାଇଁ ହିଁ ସାରା ଦେଶ ସୁରକ୍ଷାର ନିଦ ଶୋଇ ପାରୁଛି। ଏପରିକି ପ୍ରାକୃତିକ ବିପର୍ଯ୍ୟାୟ ସମୟରେ ବି ସାରା ଦେଶ ସୁରକ୍ଷା ପାଉଥିବା ବେଳେ ବିପଦରେ ସୀମା ଜଗିଥାନ୍ତି…
ଅଧିକ ଖବର ଦେଖନ୍ତୁ...

ଶହାରୁଖ୍‌ଙ୍କ ଝିଅ ସୁହାନାଙ୍କୁ ମିଳିଲା ପ୍ରଥମ ପ୍ରୋଜେକ୍ଟ, ଫଟୋ ସୁଟ୍‌ ଆରମ୍ଭ କରିବେ ସୁହାନା

ମୁମ୍ବାଇ : ବଲିଉଡ଼ରେ ଏବେ ଷ୍ଟାରକିଡ୍‍ଙ୍କ ଜମାନା ଆରମ୍ଭ ହୋଇଛି । ପରିଚିତ କଳାକାରମାନଙ୍କର ପିଲାମାନେ ଏବେ ସେମାନଙ୍କ ମାତା-ପିତାଙ୍କ ପଥ ଅନୁସରଣ କରି ଫିଲ୍ମ ଲାଇନ୍‌ରେ ପାଦ ରଖି ସାରିଛନ୍ତି । ନିକଟ ଅତୀତରେ ଜାହ୍ନବୀ କପୁର. ଇଶାନ ଖଟ୍ଟର. ସାରା ଅଲ୍ଲୀ ଖାନ୍‌,ଶ୍ରଦ୍ଧା କପୁର,ଟାଇଗର…
ଅଧିକ ଖବର ଦେଖନ୍ତୁ...

କ୍ୟାବ୍‌ ଡ୍ରାଇଭରର ଅଶ୍ଳୀଳ ବ୍ୟବହାରରୁ ନିଜକୁ ଏପରି ବଞ୍ଚାଇଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ଟେଲିଭିଜନ୍‌ ଅଭିନେତ୍ରୀ ଉପାସନା ସିଂହ ନିକଟରେ ଜଣେ କ୍ୟାବ୍‌ ଡ୍ରାଇଭରଙ୍କ ଅଶ୍ଲୀଳ ବ୍ୟବହାରର ଶିକାର ହୋଇଥିଲେ। ଉପାସନା ସିଂହ କହନ୍ତି, ‘ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ଼ରୁ ସୁଟିଂ ସାରି ରହୁଥିବା ହୋଟେଲକୁ ମୋର ଦୁଇଜଣ ଷ୍ଟାଫ୍‌ ସହିତ କ୍ୟାବ୍‌ରେ ଫେରୁଥିଲି। ଆମର ସୁଟିଂ…
ଅଧିକ ଖବର ଦେଖନ୍ତୁ...

ଦୋକାନ ଓ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବା ହେଲା ବାଧ୍ୟତାମୂଳକ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସମ୍ମୁଖରେ ଏଣିକି ଓଡ଼ିଆରେ ନାମ ଫଳକ ଲେଖାଯିବ। ରାଜ୍ୟ ସରକାର ବୁଧବାର ଏହି ନିୟମକୁ କଡ଼ାକଡ଼ି କରି ଦେଇଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବ ଉପରେ…
ଅଧିକ ଖବର ଦେଖନ୍ତୁ...

କେମିତି ରହିବ ଏବର୍ଷର ବୃଷ୍ଟିପାତ ? ଭିନ୍ନ ମତ ପୋଷଣ କଲେ ଭାରତୀୟ ଓ ବିଦେଶୀ ପାଣିପାଗ ସଂସ୍ଥା

ନୂଆଦିଲ୍ଲୀ : ଏବର୍ଷ କିପରି ରହିବ ଭାରତର ବୃଷ୍ଟିପାତ ? ଏହାକୁ ନେଇ ଅଲଗା ଅଲଗା ମତ ପୋଷଣ କରିଛନ୍ତି ଭାରତୀୟ ଓ ବିଦେଶୀ ପାଣିପାଗ ସଂସ୍ଥା । ଏ ବର୍ଷ ଦେଶରେ ମୌସୁମୀ ପ୍ରବାହ ସ୍ୱାଭାବିକ ରହିବାର ଯଥେଷ୍ଟ ସମ୍ଭାବନା ରହିଛି । ଏକଥା ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର କେତେକ…
ଅଧିକ ଖବର ଦେଖନ୍ତୁ...