Daily Archives

March 15, 2018

ଏସିଆନ୍‌ ୟୁଥ୍‌ ଅଲମ୍ପିକ୍ସ କ୍ୱାଲିଫାୟର: କମ୍ବୋଡିଆକୁ ଭେଟିବ ୧୮ ବର୍ଷରୁ କମ୍‌ ଭାରତୀୟ ପୁରୁଷ ହକି ଟିମ୍‌ 

ନୂଆଦିଲ୍ଲୀ: ଏସିଆନ୍‌ ୟୁଥ ଅଲମ୍ପିକ୍ସ କ୍ୱାଲିଫାୟର ଗେମ୍ସରେ ଭାରତୀୟ ୧୮ ବର୍ଷରୁ କମ୍‌ ପୁରୁଷ ଟିମ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କମ୍ବୋଡିଆକୁ ଭେଟିବ। ସେହିପରି ମହିଳା ବର୍ଗରେ ଭାରତୀୟ ଟିମ୍‌ ସିଙ୍ଗାପୁର ସହିତ ପ୍ରଥମ ମ୍ୟାଚ୍‌ ଖେଳିବ। ‘ପୁଲ୍‌-ଏ’ରେ ଭାରତ ସହିତ କୋରିଆ, ଜାପାନ,…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ବାହାର କରିବା ପାଇଁ ଏକତ୍ର ହେବେ ଅନ୍ୟ ସବୁ ପାର୍ଟି: ଏନ୍‌ସିପି

ନୂଆଦିଲ୍ଲୀ: ବିଗତ ୨-୩ ମାସ ମଧ୍ୟରେ ଦେଶର ରାଜନୈତିକ ପଟ୍ଟଚିତ୍ରରେ ପରିବର୍ତ୍ତନ ଆସିଥିବା ପରିଲକ୍ଷିତ ହୋଇଛି। ଭାରତୀୟ ଜନତା ପାର୍ଟି ବିରୋଧରେ ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ଗୁଡ଼ିକ ବିଭିନ୍ନ ପ୍ରକାରର ଅଭିଯୋଗ ଆଣୁଛନ୍ତି ବୋଲି ଜାତୀୟବାଦୀ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ମାଜିଦ୍‌ ମେନନ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ : ୨୬ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ପୁଲିସ

ହାଇଦ୍ରାବାଦ : ସ୍ଥାନୀୟ ପୁଲିସ, ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ ଓ ଶ୍ରମ ବିଭାଗର ମିଳିତ ସହଯୋଗରେ ହାଇଦ୍ରାବାଦରେ ୨୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । କିଛି ଠିକାଦାର ଶିଶୁମାନଙ୍କୁ ଗୋତି ଶ୍ରମିକ ଭାବେ କାର୍ଯ୍ୟ କରାଉ ଥିବାର ସୂଚନା ଏକ ଏନଜିଓ ତରଫରୁ ଦେଇଥିଲା। ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ନମ୍ବର ଭଳି ବଦଳାଇ ପାରିବେ ଡିଟିଏଚ୍‌ କେବଲ କମ୍ପାନି

ନୂଆଦିଲ୍ଲୀ : ମୋବାଇଲ ନମ୍ବର ସମାନ ଥାଇ କମ୍ପାନି (ଅପରେଟର) ବଦଳାଇବା ଭଳି ସୁବିଧା ବର୍ତ୍ତମାନ ଡ଼ିଟିଏଚ୍‌ କେବଲ କମ୍ପାନିଗୁଡ଼ିକରେ ମିଳିବା ପାଇଁ ଯାଉଛି । ଟେଲିକମ୍‌ ରେଗୁଲେଟୋରି ଅଥରିଟି (ଟ୍ରାଇ) ଏହି ମର୍ମରେ ନୂତନ ନିୟମ ଲାଗୁ କରିବା ପାଇଁ ଯାଉଛି। ଏହି ନିୟମ ଅନୁଯାୟୀ ସମାନ ସେଟ୍‌ଅପ…
ଅଧିକ ଖବର ଦେଖନ୍ତୁ...

ଧରାପଡ଼ିଲା ହାଇଟେକ୍‌ ଭ୍ରୁଣ ହତ୍ୟାକାରୀ ଗ୍ୟାଙ୍ଗ, କାର୍‌ରେ କରୁଥିଲେ ଭ୍ରୁଣର ଲିଙ୍ଗ ନିରୂପଣ

ସୋନିପତ : ହରିୟାଣାର ସୋନିପତରେ ଜଣେ ହାଇଟେକ୍‌ ଭ୍ରୁଣ ହତ୍ୟାକାରୀଙ୍କୁ ଠାବ କରିଛି ପୁଲିସ । ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗ ସାହାଯ୍ୟରେ ପୁଲିସ ହତ୍ୟାକରୀ ଦଳଙ୍କୁ ଠାବ କରିଥିବା ଜଣାପଡ଼ିଛି । ଗିରଫ ହୋଇଥିବା ଭ୍ରୁଣ ହତ୍ୟାକାରୀମାନେ ଦମ୍ପତିମାନଙ୍କ ଠାରୁ ୩୦,୦୦୦ଟଙ୍କା ନେଇ ଭ୍ରୁଣର ଲିଙ୍ଗ…
ଅଧିକ ଖବର ଦେଖନ୍ତୁ...

ଆସିଲା ହୋଣ୍ଡା ସିବି ସାଇନ୍‌ ଏସ୍‌ପି, ଲିଭୋ ଏବଂ ଡ୍ରିମ୍‌ ଯୁଗାର ୨୦୧୮ ଏଡିସନ୍‌

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍‌ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ସିବି ସାଇନ୍‌ ଏସ୍‌ପି, ଲିଭୋ ଏବଂ ଡ୍ରିମ୍‌ ଯୁଗାର ୨୦୧୮ ଏଡିସନ୍‌କୁ ଉନ୍ମୋଚନ କରାଯାଇଛି। ଗତ ମାସରେ ଅଟୋ ଏକ୍ସପୋ ୨୦୧୮ରେ ଏହି ସବୁ ବାଇକକୁ ଉନ୍ମୋଚନ କରାଯାଇଥିଲା । ଏହି ତିନି ବାଇକ୍‌କୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଜନ୍ମଦିନରେ ଜାଣିବା  ଆଲିଆଙ୍କ ପ୍ରେମ ବିଷୟରେ : ଏବେ କାହା ସହ ସେ ଅଛନ୍ତି ସଂପର୍କରେ  

ପ୍ରଯୋଜକ  ମହେଶ ଭଟ୍ଟ ଏବଂ ଅଭିନେତ୍ରୀ ସୋନି ରାଜଦାନଙ୍କ ତନୟା ଆଲିଆ ଭଟ୍ଟ ଆଜି ୨୫ ବର୍ଷରେ ପାଦ ରଖିଛନ୍ତି । ଆଲିଆଙ୍କର ନାମ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ଗଣା ଯାଏ, ଯେଉଁମାନେ ବହୁତ କମ ବୟସରେ ବଲିଉଡରେ ସଫଳତା ହାସଲ କରିଛନ୍ତି। ତେବେ ଆଲିଆ ଖୁବ୍‌ କମ ବୟସରେ ଅଭିନୟ ଜଗତରେ ପାଦ…
ଅଧିକ ଖବର ଦେଖନ୍ତୁ...

 ‘ବେଞ୍ଚପ୍ରେସ’ ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଶାର ୨୧ ପ୍ରତିଯୋଗୀ

ଭୁବନେଶ୍ୱର: ଆଗାମୀ ମାର୍ଚ୍ଚ ୧୬ରୁ ୧୮ ମଧ୍ୟରେ ଝାରଖଣ୍ଡର ରାଜଧାନୀ ରାଞ୍ଚିରେ ହେବାକୁ ଥିବା ‘ବେଞ୍ଚପ୍ରେସ’ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଓଡ଼ିଶା ଦଳ ଗସ୍ତ କରିଛନ୍ତି। ସବ୍‌ଜୁନିଆର, ଜୁନିଅର, ସିନିଅର ଓ ମାଷ୍ଟର ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶାରୁ ୨୧ ଜଣ ପ୍ରତିଯୋଗୀ ଭାଗ…
ଅଧିକ ଖବର ଦେଖନ୍ତୁ...

ପ୍ରିୟା ପ୍ରକାଶଙ୍କ ନୂଆ ଲୁକ୍‌ : ମହିଳା ପୋଷାକ ବ୍ରାଣ୍ଡ ପାଇଁ କଲେ ଫଟୋସୁଟ୍‌

ମୁମ୍ବାଇ : ପ୍ରଥମ ଫିଲ୍ମର ୨୬ ସେକେଣ୍ଡର ଭିଡ଼ିଓ ଭାଇରାଲ ହେବା ପରେ ରାତାରାତି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶଙ୍କୁ ନେଇ ଚର୍ଚ୍ଚା ଥମୁ ନାହିଁ । କେବେ ତାଙ୍କୁ ଫିଲ୍ମର ଗୀତକୁ ନେଇ ତ କେବେ ତାଙ୍କର ବ୍ୟକ୍ତଗତ ଜୀବନକୁ ନେଇ ସେ ଏବେ ସବୁବେଳେ ଚର୍ଚ୍ଚାରେ । ଏବେ ପୁଣି ତାଙ୍କର…
ଅଧିକ ଖବର ଦେଖନ୍ତୁ...

୮୫୦ କୋଟି ଟଙ୍କାର ଋଣ ଠକେଇ ଅଭିଯୋଗରେ ୨ ବ୍ୟବସାୟୀଙ୍କୁ ଗିରଫ କଲା ସିବିଆଇ

କୋଲକତା: ଆଉ ଏକ ବ୍ୟାଙ୍କ ଋଣ ଠକେଇ ଅଭିଯୋଗରେ ସିବିଆଇ କୋଲକତା ଭିତ୍ତିକ ଆରପି ଇନଫୋସିଷ୍ଟମ୍ସର ନିର୍ଦ୍ଦେଶକ ଶିବାଜୀ ପାଞ୍ଜା ଓ କୌସ୍ତୁଭ ରାୟଙ୍କୁ ଗିରଫ କରିଛି । ନକଲି କାଗଜପତ୍ର ଦେଇ ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୮୫୦ କୋଟି ଟଙ୍କା ଠକିନେବା ଅଭିଯୋଗରେ ଏହି ଗିରଫଦାରି ହୋଇଛି । ଆରପି…
ଅଧିକ ଖବର ଦେଖନ୍ତୁ...