Daily Archives

March 17, 2018

ମୁଁ ଅପେକ୍ଷାରେ ଥିଲି କିନ୍ତୁ କପିଲ ମତେ ସୋ’ ପାଇଁ  ଡାକିଲେନି: ସୁନୀଲ ଗ୍ରୋଭର

ନୂଆଦିଲ୍ଲୀ : କମେଡ଼ିଆନ-ଅଭିନେତା କପିଲ ଶର୍ମା ପୁଣି ଥରେ ଛୋଟ ପରଦାକୁ ଫେରୁଛନ୍ତି । ତାଙ୍କ ନୂଆ ସୋ’ର ନାମ "ଫ୍ୟାମିଲି ଟାଇମ ଉଇଥ୍‌ କପିଲ ଶର୍ମା" ରହିଥିବା ବେଳେ ଏହା କପିଲଙ୍କ ପୁରୁଣା କମେଡ଼ି ସୋ "କମେଡ଼ି ନାଇଟ  ଉଇଥ କପିଲରୁ" ସଂପୂଣ୍ଣ ର୍ ଭିନ୍ନ ବୋଲି କୁହାଯାଉଛି। ଏହି ସୋ’ର ପ୍ରୋମୋ…
ଅଧିକ ଖବର ଦେଖନ୍ତୁ...

ଭାରତରେ ଦୈନିକ ୬.୨୫ଲକ୍ଷ ନାବାଳକ ଧୂମପାନ କରିଥାନ୍ତି

ନୂଆଦିଲ୍ଲୀ : ଦେଶରେ ବହୁ ମାତ୍ରାରେ ଧୂମପାନ କମ ହୋଇଥିବା ବେଳେ ଗତ ସପ୍ତାହରେ ଗ୍ଲୋବାଲ ଟବାକୋ ଡ଼ାଟା ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ଦିନ ୬.୨୫ ଲକ୍ଷ ୧୦-୧୪ ବର୍ଷ ବୟସର ନାବାଳକ ଧୂମପାନ କରିଥାନ୍ତି । ଆମେରିକା କର୍କଟ ସମାଜ (ଏସିଏସ୍‌) ଦ୍ୱାରା…
ଅଧିକ ଖବର ଦେଖନ୍ତୁ...

ଖେଳ ହେଲା କାଲ : ସହକର୍ମୀ ମଳଦ୍ୱାରରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରି ଦେବାରୁ ପ୍ରାଣ ହରାଇଲେ ଯୁବକ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ନାଗ୍‌ଲୋଇରେ ଘଟିଛି ଏକ ଅଭାବନୀୟ ଘଟଣା । ମଜା କରୁ କରୁ ଜଣଙ୍କ ପାଇଁ ତାହା ସଜା ପାଲଟି ଯାଇଛି । ଏକ ପ୍ଲାଇଉଡ଼ କାରଖାନାରେ କାମ କରୁଥିବା କିଛି କର୍ମଚାରୀ ମଜାରେ ମଜାରେ ଜଣେ ଯୁବକଙ୍କ ମଳଦ୍ୱାରରେ ଗ୍ୟାସ୍‌ ପାଇପ୍‌ ଭର୍ତ୍ତି କରି ଦେବାରୁ ତାଙ୍କର ମୃତ୍ୟୁ ଘଟିଛି ।…
ଅଧିକ ଖବର ଦେଖନ୍ତୁ...

‘ଏକ୍‌ ଦୋ ତିନ୍‌…’ଗୀତରେ ମାଧୁରୀଙ୍କ ସ୍ଥାନରେ ନଜର ଆସିବେ ଜାକଲିନ

ନୂଆଦିଲ୍ଲୀ : ‘କିକ୍‌’ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡେଜ୍‌ ମାଧୁରୀଙ୍କ ଅଭିନୀତ ‘ତେଜାବ୍‌’ର ପ୍ରସିଦ୍ଧ ଗୀତ 'ଏକ ଦୋ ତିନ…' ର ରିମେକରେ ନଜର ଆସିବା ପାଇଁ ଯାଉଛନ୍ତି । ଏହି ଗୀତଟି 'ବାଗୀ-୨' ଚଳଚ୍ଚିତ୍ରରେ ରହିଥିବା ବେଳେ ଏଥିରେ ହଟ ଅନ୍ଦାଜରେ ଆସୁଛନ୍ତି ଜାକଲିନ । ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ବାରିପଦାରୁ ବିରଳ ‘ଉଡ଼ନ୍ତା ସାପ’ ଉଦ୍ଧାର

ବାରିପଦା: ବାରିପଦା ସହରରୁ ରବିବାର ଏକ ବିରଳ ‘ଉଡ଼ନ୍ତା ସାପ’ (ଓର୍‌ନେଟ ଫ୍ଲାଇଂ ସ୍ନେକ୍‌) ଉଦ୍ଧାର କରାଯାଇଛି। ଏହି ପ୍ରଜାତିର ସାପ ବିଶେଷକରି ଭାରତବର୍ଷରେ ଦେଖିବାକୁ ମିଳନ୍ତିନାହିିଁ। ମାତ୍ର ବାରିପଦାରେ ଏହା ପ୍ରଥମଥର ପାଇଁ ଦେଖିବାକୁ ମିଳିଛିବୋଲି ‘ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ…
ଅଧିକ ଖବର ଦେଖନ୍ତୁ...

ଲିଟର ପିଛା ୫ ଟଙ୍କାରେ ମିଳିବ ପାନୀୟ ସମୁଦ୍ର ଜଳ: ନିତିନ ଗଡ଼କରୀ

ଭୋପାଳ: ଭାରତରେ ପ୍ରତ୍ୟେକ ଘରକୁ ଲିଟର ପିଛା ୫ ଟଙ୍କା ଦରରେ ପାନୀୟ ସମୁଦ୍ର ପାଣିରୁ ପ୍ରସ୍ତୁତ ପାନୀୟ ଜଳ ପହଞ୍ଚିବ ବୋଲି ଶୁକ୍ରବାର ଦିନ କେନ୍ଦ୍ରୀୟ ଜଳ ସଂଶୋଧନ ମନ୍ତ୍ରୀ ନିତିନ ଗଡ଼କାରୀ କହିଛନ୍ତି । ଏହା ଫଳରେ ଭାରତରେ ପାନୀୟ ଜଳର ଅଭାବ ବହୁ ମାତ୍ରାରେ କମ ହୋଇଯିବ। ନୀତିନ ଦୁଇ ଦିନିଆ…
ଅଧିକ ଖବର ଦେଖନ୍ତୁ...

ସେନା ପାଇଁ ପାଣ୍ଠି ଅଭାବ ଦୂର ପାଇଁ ପ୍ରଧାନମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ

ନୂଆଦିଲ୍ଲୀ: ଭାରତୀୟ ସେନାର ଆଧୁନିକୀକରଣ ପାଇଁ ଜରୁରୀକାଳୀନ ଭିତ୍ତିରେ ପାଣ୍ଠି ଯୋଗାଣ ହେବା ଉଚିତ । ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ହସ୍ତକ୍ଷେପ ଲୋଡିବା ଆବଶ୍ୟକ ବୋଲି ଏକ ସଂସଦୀୟ କମିଟି କହିଛି । ଚୀନ ଓ ପାକିସ୍ତାନପଟୁ ଭାରତ ପ୍ରତି ବିପଦ ବଢିଚାଲିଛି…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ୫୮ଟଙ୍କିଆ ପ୍ଲାନ୍‌, ମିଳିବ ଭଏସ୍‌ କଲିଂ ଓ ଡାଟାରେ ଏହି ଫାଇଦା

ନୂଆଦିଲ୍ଲୀ: ସରକାରୀ ଟେଲିକମ୍‌ କମ୍ପାନି ବିଏସ୍‌ଏନ୍‌ଏଲ୍‌ ୫୮ଟଙ୍କାର ପ୍ରିପେଡ ପ୍ଲାନ୍‌ରେ ଅସୀମିତ ଫାଇଦା ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି। ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ର ତୁଳନା ଏୟାରଟେଲର ୫୯ଟଙ୍କିଆ, ରିଲାଏନ୍ସ ଜିଓର ୫୨ ଟଙ୍କିଆ ପ୍ଲାନ୍‌ ସହିତ କରାଯାଇଛି। ବିଏସ୍‌ଏନ୍‌ଏଲ୍‌ ୫୮…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲି ଶ୍ରୀଜିଉମାନଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ୨ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ: ଶ୍ରୀଜିଉମାନଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଦର୍ଶନ ଓ ପୂଜାର୍ଚ୍ଚନା କରିବେ। ମହାମହିମ ସକାଳ ୭ଟା ୩୦ରୁ ୮ଟା ୧୫ ପର୍ଯ୍ୟନ୍ତ ପ୍ରାୟ ୪୫ ମିନିଟ ଶ୍ରୀମନ୍ଦିର ପରିସରରେ ରହିବେ। ଏହି ସମୟ ଭିତରେ ସେ ଶ୍ରୀଜିଉମାନଙ୍କୁ ଓ ଶ୍ରଜଗନ୍ନାଥ ମନ୍ଦିର ପରିସରରେ ଥିବା ଅନ୍ୟାନ୍ୟ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଗ୍‌ବସ୍‌ ପ୍ରତିଯୋଗୀ ଅଭିନେତ୍ରୀ କରିସ୍ମା ତନ୍ନାଙ୍କ ଉପରେ ଠକେଇ ଏବଂ ବ୍ଲାକ୍‌ମେଲିଂ ଆରୋପ

ମୁମ୍ବାଇ : ପୂର୍ବତନ ବିଗ୍‌ ବସ ପ୍ରତିଯୋଗୀ ତଥା ବଲିଉଡ୍‌ ଏବଂ ଧାରାବାହିକ ଅଭିନେତ୍ରୀ କରିସ୍ମା ତନ୍ନାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତାଙ୍କ ଉପରେ ଏକ ଇଭେଣ୍ଟ କମ୍ପାନି ଠକେଇ ଏବଂ ବ୍ଲାକ୍‌ମେଲିଂର ଅରୋପ ଲଗାଇବା ସହ ତାଙ୍କ ବିରୋଧରେ ଏତଲା ରୁଜୁ କରିଥିବା ଜଣା ପଡ଼ିଛି । ସୂଚନା…
ଅଧିକ ଖବର ଦେଖନ୍ତୁ...